Sign in
Sign in
Recover your password.
A password will be e-mailed to you.
୧୫ ଦିନ ପରେ ମେଡିକାଲରୁ ଉଦ୍ଧାର ହେଲେ ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକ
ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି।
ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ!-->!-->!-->…
ମୋବାଇଲ୍ ନେଟୱାର୍କ ସମସ୍ୟା ନେଇ ରାସ୍ତା ଅବରୋଧ ସହ ଗଣଧରଣା
ରାଇକିଆ : କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମପଞ୍ଚାୟତର ୯ ଗୋଟି ୱାର୍ଡର ଜନସାଧାରଣ ମୋବାଇଲ୍ ସେବା ନେଟୱାର୍କ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବହୁବାର ଜଣାଇ ଦାବି କରି ଆସୁଥିଲେ ହେଁ କୌଣସି ସୁଫଳ କିମ୍ଵା ଦାବି ପୂରଣ ହେଉନଥି!-->…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ
ବ୍ରହ୍ମପୁର,୧୭/୧୧ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲା ର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏକ୍ସକର୍ଟ ଉଜ୍ଜୟନି-ଓଁକାରେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି l ଏହି ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ!-->…
ଗ୍ରାମୀଣ ନାଟକର ଅଶ୍ଳୀଳତା ପ୍ରତି ପ୍ରଶାସନିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ : ବରିଷ୍ଠ କଳାକାର ମହାସଂଘ…
ବ୍ରହ୍ମପୁର, ତା. ୧୭/୧୧ :ସାମ୍ପ୍ରତି ଗ୍ରାମୀଣ ନାଟକ କ୍ଷେତ୍ରରେ ଦେଖା ଯାଉଥିବା ଅଶ୍ଳୀଳତା ଚରମ ସୀମାରେ ପହଞ୍ଚିସାରିଛି। ଏଥିରେ କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଉଦବେଗ ଓ କ୍ଷୋଭ ପ୍ରକାଶ ସହ ଘୋର ନିନ୍ଦା କରାଯାଇଛି। ମହାସଂଘ ତରଫରୁ!-->…
ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୫ ବର୍ଷୀୟାନ ଅଭିନେତ୍ରୀ ନମ୍ରତା ଦାସ ଙ୍କୁ ଜୀବନ ବ୍ୟାପୀ ସାଧନା ସମ୍ମାନ…
ବ୍ରହ୍ମପୁର - ୧୭/୧୧ - ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଏକ ଫିଲ୍ମ ଷ୍ଟୁଡିଓ ଏବଂ ଡିଜିଟାଲ ଲ୍ୟାବ ନିର୍ମାଣର ଦାବି ତଥା ଆମ ଅଞ୍ଚଳର କଳାକାର, ଶିଶୁ ଓ ଯୁବପିଢ଼ିଙ୍କୁ ଚଳଚ୍ଚିତ୍ର ଦୁନିଆରେ ପ୍ରତିଷ୍ଠିତ କରାଇବାର ଉଦ୍ଦେଶ୍ୟ ନେଇ 'ଲକ୍ଷ୍ୟ ଓ ବ୍ରହ୍ମପୁର ଫିଲ୍ମ ଆପ୍ରୋସିଏସନ କ୍ଳବ ପକ୍ଷରୁ!-->!-->!-->…
ଅରୂପା ତରଫରୁ ବ୍ରହ୍ମପୁର ରେ ବାଣିଜ୍ୟ ମେଳା- ଉଦଘାଟିତ….
ବ୍ରହ୍ମପୁର ୧୭/୧୧ ଅରୂପା (ଭୁବନେଶ୍ଵର) ତରଫରୁ ବ୍ରହ୍ମପୁର ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ଵର ବ୍ରହ୍ମପୁର ବାଣିଜ୍ୟ ମେଳା-୨୦୨୫ ଚର୍ଚ୍ଚ ପଡ଼ିଆରେ ଶୁଭାରମ୍ଭ ହୋଇଛି ।ଏହି ଅବସରରେ ବ୍ରହ୍ମପୁର ବିଧାୟକ କେ .ଅନିଲ କୁମାର ଙ୍କ ମୁଖ୍ୟ ଅତିଥି ରୂପେ ଯୋଗ୍ ଦେଇ!-->…
ଗ୍ବାଲିୟରରେ ସଡ଼କ ଦୁର୍ଘଟଣା, ୫ ମୃତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫର୍ଚ୍ୟୁନର କାର୍, ବାଲି ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟିବା ପରେ!-->…
ବାଙ୍ଗାଇ ଜଙ୍ଗଲରୁ ୩ କିଲୋ ଆଇଇଡି ଉଦ୍ଧାର
ଶ୍ରୀନଗର: ଜଙ୍ଗଲରେ ଲୁଚି ରହିଥିବା ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ରାଜୌରୀ ଜିଲ୍ଲାର ଥାନାମାଣ୍ଡି ଅଞ୍ଚଳର ବାଙ୍ଗାଇ ଜଙ୍ଗଲରୁ ୩ କିଲୋଗ୍ରାମର ଆଇଇଡି ମିଳିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।ଅଧିକାରୀମାନଙ୍କ କହିବାନୁଯାୟୀ ଘଟଣାଟି ରାଜୌରୀ ଜିଲ୍ଲାର ଥାନାମାଣ୍ଡି!-->…
୧୭ରେ ଜେଡିୟୁର ବିଧାୟକ ଦଳ ବୈଠକ
ବିହାର: ବିହାରରେ ନୂତନ ସରକାର ଗଠନ ଏବଂ ମେଣ୍ଟ ସରକାରରେ ଅଂଶୀଦାରଙ୍କ ଅଂଶଧନ ପାଇଁ ଫର୍ମୁଲା ଚୂଡାନ୍ତ ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଦଳ ଆସନ୍ତାକାଲି ଏକ ବିଧାୟକ ଦଳ ବୈଠକ ଡାକିଛନ୍ତି । ଯେଉଁଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଛଅ ଜଣ ବିଧାୟକଙ୍କ ପାଇଁ!-->…
ଦିଲ୍ଲୀ ବିସ୍ଫୋରଣ ମାମଲା: ଆଇ-୨୦ କାର ମାଲିକ ଗିରଫ କଲା ଏନଆଇଏ
ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି!-->…