Sign in
Sign in
Recover your password.
A password will be e-mailed to you.
ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ : ଅନ୍ଲାଇନ ପଞ୍ଜୀକରଣ ଖୁବଶୀଘ୍ର
ପୁରୀ : ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନ୍ଲାଇନ ପଞ୍ଜୀକରଣ ବ୍ୟବସ୍ଥା। ଜଟିଳ ରୋଗ ଓ ବୟସାଧିକ୍ୟ ଲୋକଙ୍କୁ ଏଥିପାଇଁ ସୁଯୋଗ ମିଳି ନପାରେ। ମନୋନୟନ ପୂର୍ବରୁ ଏକ!-->…
ଏବେ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍ରେ ସାମିଲ କରିବା ସମ୍ଭବ ନୁହେଁ: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ସ୍କୁଲ୍ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ!-->…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର
ଭୁବନେଶ୍ୱର : ୫୦ ହଜାର ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିବେ ଅନ୍ତ୍ୟୋଦୟ ଘର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖରେ ଏହି ଅନ୍ତୋଦୟ ଘର ବଣ୍ଟାଯିବ । ଏନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ!-->…
ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିଲା, ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ସତର୍କତା
କଟକ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାଯାଇଛି ଏବଂ ମହାନଦୀରେ ୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶା କରାଯାଉଛି । ଏହା ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି । ଜନସାଧାରଣଙ୍କ!-->…
ଦୁର୍ଗାପୂଜା ପାଇଁ କଟକରେ ହୋଇପାରିବ ୬ ଟି ସୁ-ଉଚ୍ଚ ତୋରଣ
କଟକ : ଓଡିଶା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏବେ କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ!-->…
ମାଉସୀ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କାକଟପୁର: ସୁଦୂର ବମ୍ବେରୁ ଆସିଥିଲେ ମାଉସୀ ଘରକୁ । ହେଲେ ସକାଳୁ ସକାଳୁ ମାଉସୀ ଘରୁ ମିଳିଲା ପୁତୁରାର ମୃତଦେହ । ଆଉ କ୍ଷଣକରେ ଏକଥା ଚାରିଆଡେ ପ୍ରଚାର ହୋଇଗଲା । ଯାହାପରେ ପୁଅର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । କାରଣ ପୁଅ କୁଆଡେ ଘରେ ନ ଜଣାଇ ବମ୍ବେରୁ ସିଧା ମାଉସୀ ଘରକୁ!-->…
ଥାନା ଆଗରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ
ବାଙ୍କୀ : ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ। ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ। କୁସୁନ୍ଦା ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳରେ କୁନି ଭୋଇ ନାମକ ମହିଳାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ଏନେଇ ଗତ ୨୯ ତାରିଖରେ ପ୍ରଥମେ ଆହତ ମହିଳା!-->…
ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ ଉଚ୍ଛେଦ ପାଇଁ ଦାବି
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜୀଉଙ୍କ ଭୂସମ୍ପତ୍ତି ଜବରଦଖଲ କାରୀଙ୍କୁ ଉଚ୍ଛେଦ କରିବା ପାଇଁ ସୁଶାନ୍ତ କୁମାର ସାହୁ, ପ୍ରତାପ କୁମାର ଦାସ, ତପନ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନ ସମେତ ୨୦ ଜଣ ରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ମନ୍ଦିର ପରିଚାଳକଙ୍କ ଜରିଆରେ ନୟାଗଡ଼!-->…
ଜଗା ଦର୍ଶନ କରିବା ଇଚ୍ଛା ଇଚ୍ଛାରେ ରହିଗଲା, ଅଧା ବାଟରେ ଚାଲିଗଲା ଜୀବନ
ଚିକିଟୀ : ଏହି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ରେ ଘଟିଛି ଏକ ଅଭାବନୀୟ ଘଟଣା। ସୂଚନା ପ୍ରକାରେ ଆଜି ପ୍ରାତଃ ଆଠଟା ବେଳେ ଚିକିଟୀ ପେଣ୍ଠ ବସ ଷ୍ଟାଣ୍ଡ ସାମ୍ନା ମୁଖ୍ୟ ରାସ୍ତାରେ ଏକ ସାର ବୋଝେଇ ଟ୍ରାକ୍ଟର ଧକ୍କା ରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର!-->…
ଭାରତ-ରୁଷର ବନ୍ଧୁତା ଦେଖି ଇର୍ଷାରେ ଜଳିଲେ ଶହବାଜ୍, ପୁଟିନଙ୍କୁ କହିଲେ, “ଆମେ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁଛୁ”
ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ ପାକିସ୍ତାନ ମଧ୍ୟ!-->…