Sign in
Sign in
Recover your password.
A password will be e-mailed to you.
ମହାମେଣ୍ଟର ପରାଜୟ ପାଇଁ ୫ଟି ପ୍ରମୁଖ କାରଣ
ପାଟନା: ଚଳିତ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହି ଫଳାଫଳ ବିରୋଧୀ ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଆରଜେଡିକୁ ଶକ୍ତ ଧକ୍କା ପହଞ୍ଚାଇଛି। ଗତ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଆରଜେଡି ଏଥର ଏକପ୍ରକାର!-->…
ୟୁନୁସଙ୍କ ଭାରତଠାରୁ ଦୂରେଇ ରହିବାର ନୀତି ଅତ୍ୟନ୍ତ ବିପଦପୂର୍ଣ୍ଣ
ଢାକା : ଦେଶରେ ଚାଲୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉଠାଇଛନ୍ତି। ଫାର୍ଷ୍ଟପୋଷ୍ଟକୁ ଦିଆ ଏକ ବିଶେଷ ସାକ୍ଷାତକାରରେ ସେ କହିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୈଦେଶିକ ନୀତି ଦିଗହୀନ!-->…
ରାଇକିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ରାଇକିଆ : ଗ୍ରାମାଞ୍ଚଳରେ କୃଷି ଓ କୃଷକର ବିକାଶ ଏବଂ ସେମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ଉଦ୍ଦେଶ୍ୟରେ ଶନିବାର କନ୍ଧମାଳ ଜିଲା ରାଇକିଆ ବ୍ଲକ ପାଙ୍ଗାନାଜୁ ଛକ ନିକଟସ୍ଥ ପଡିଆଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ରାଇକିଆ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ!-->…
ଜୁନାଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ : ପରିଦର୍ଶନ ରେ ଆସିଥିବା ସିଆରସିସି ଙ୍କୁ ୪ ଘଣ୍ଟା ଅଟକ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନ ରେ ରହିଥିବା ଜୁନାଗାଁ ସରକାରୀ ଉ.ପ୍ରା.ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ ନ ହେବାରୁ ଶନିବାର ଅଭିଭାବକ ମଧ୍ୟ ରେ ଦେଖା ଦେଇଛି ଉତ୍ତେଜନା ।ବିଦ୍ୟାଳୟ!-->…
ପଥର କୁଆଁରୀରେ କାମ କରି ପାଇଲେନି ମଜୁରୀ, ଅଫିସ ବନ୍ଦ ଥିବାରୁ ଗଣ ମାଧ୍ୟମ ଜରିଆରେ ପ୍ରଶାସନକୁ ଜଣାଇଲେ ଗୁହରୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟେକାଲଗୁଡା ଗ୍ରାମ ନିକଟରେ ଥିବା ପଥର କୁଆଁରୀରେ ମାସ ମାସ ଧରି କାମ କରିବା ପରେ ମାଲିକ ମଜୁରୀ ନଦେବାରୁ ଶେଷରେ ଅସହାୟ ହୋଇ ଘରକୁ ଫେରିଛନ୍ତି ବାହାର ରାଜ୍ୟର ୫ ଶ୍ରମିକ। ସୁଚନା ଅନୁଯାୟୀ ଗତ କିଛି ମାସ!-->…
ଓଡି ୨.୦ – ଟ୍ରେକିଂ ଅଭିଯାନ ଜରିଆରେ ଓଡ଼ିଶାର ଚାରି ଟାଟା ପାୱାର ଡିସକମ୍ ହେଲେ ଏକାଠି
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ଓଡି ୨.୦ - ଟ୍ରେକିଂ ଆରମ୍ଭ ହୋଇଛି। ଏହି ଦୁଃସାହସିକ ଟ୍ରେକିଂ ଅଭିଯାନ ଦୁଇଦିନ ଧରି ଅନୁଷ୍ଠିତ ହେବ। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତରେ ଏହା ଆରମ୍ଭ ହୋଇଛି। ଏହା ଆସନ୍ତାକାଲି ଶେଷ ହେବ।!-->…
ପୁଟସିଲରେ ଇକୋ ରିଟ୍ରେଟ ଉଦଘାଟିତ
କୋରାପୁଟ/କୋଟପାଡ଼ : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତ ସ୍ଥିତ ପର୍ଯ୍ୟଟନସ୍ଥଳି ପୁଟସିଲ ଠାରେ ଇକୋ ରିଟ୍ରେଟ ୨୦୨୫ର ଆଭାସୀ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏଠାରେ ପଟାଙ୍ଗୀ ବିଧାୟକ!-->…
ନୌଗାଓଁ ଥାନାରେ ବଡ ବିସ୍ଫୋରଣରେ ୯ମୃତ
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗର ସ୍ଥିତ ନୌଗାଓଁ ପୁଲିସ ଥାନାରେ ବଡ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାସହିତ ଅନେକ ଗାଡି ସମ୍ପୂର୍ଣ୍ଣ ଜଳିଯାଇଛି । ବିସ୍ଫୋରଣରେ ପୁଲିସ ଥାନାର କୋଠାର ଏକ ଅଂଶ ମଧ୍ୟ ନଷ୍ଟ ହୋଇଯାଇଛି । ବିସ୍ଫୋରଣ ଏତେ!-->…
୧୯ରେ ମିଳିବ ପିଏମ-କିଷାନର ୨୧ତମ କିସ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ!-->…
ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏହି ୪ଜଣ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ଆଇନ!-->…