Sign in
Sign in
Recover your password.
A password will be e-mailed to you.
ଗୁରୁକୁଳ ଶିକ୍ଷାନୁଷ୍ଠାନ ନାଁରେ ଜମି ହଡ଼ପର ଚକ୍ରାନ୍ତ : ବଡ଼ ଡିଲ୍ ପଛର ଅଦୃଶ୍ୟ ଶକ୍ତି କିଏ ?
୯୯ ବର୍ଷୀୟା ଲିଜ ନେବାକୁ ଆସିକା ରେ ୨୪ ତାରିଖ ଦିନ ତିଥି ନିର୍ଦ୍ଧାରିତ ହୋଇଛି…..!
ଭୁବନେଶ୍ବର : ଏସିଆ ମହାଦେଶରେ ସମବାୟ ସୂତ୍ରରେ ପରିଚାଳିତ ହୋଇ ପ୍ରଥମ ସ୍ଥାନରେ ରହିଥିବା ଆସିକା ବହୁମୁଖୀ ସମବାୟ ସମିତି (ACMPCS) ଏବେ ଜମି ହଡ଼ପକୁ ନେଇ ସାଙ୍ଘାତିକ ବିବାଦରେ ଛନ୍ଦି!-->!-->!-->!-->!-->…
ବିଜେପିରୁ ପ୍ରାର୍ଥୀ ହେଲେ ଜୟ ଢୋଲକିଆ, ଆସନ୍ତାକାଲି ଭରିବେ ନାମାଙ୍କନ
ନୂଆପଡ଼ା: ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି । ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ଜୟ ଢୋଲକିଆ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଛି । ଏନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ।
!-->!-->!-->…
ଦୁର୍ଗାପୂଜା ଅବସରରେ ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
ସୁବାଷ ବୋଷ ଟାଉନ୍ କ୍ଲବ୍ କୁ ପ୍ରଥମ ପୁରସ୍କାର
ମାଲକାନଗିରି : ଆଜି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଶ୍ରେଷ୍ଠ ପୂଜା ପଣ୍ଡାଲକୁ ପୁରସ୍କୃତ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍।!-->!-->!-->…
ତୁଟିଲା ଦ୍ୱନ୍ଦ୍ୱ : ୨୦ରେ ପାଳନ ହେବ ଦୀପାବଳି ଓ ପୟାଶ୍ରାଦ୍ଧ
ପୁରୀ : ୨୦ରେ ଅମାବାସ୍ୟା ଓ ପୟାଶ୍ରାଦ୍ଧ । ଦୀପାବଳିରେ ହିଁ ହେବ ପୟାଶ୍ରାଦ୍ଧ । ୨୧ତାରିଖରେ ଦୀପାବଳି ଓ ପୟା ଶ୍ରାଦ୍ଧକୁ ବାରଣ କରିଛି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା । ପୁରୀ ଭକ୍ତ ସାଲବେଗ ପୀଠରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସାମ୍ବାଦିକ ସମ୍ମିଳନୀରେ ଏହି!-->…
ସ୍ନେହାଙ୍ଗିନୀ ଛୁରିଆ ବିଜେଡିର ନୂଆପଡ଼ା ବିଧାନସଭା ପ୍ରାର୍ଥୀ
ଭୁବନେଶ୍ଵର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି। ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ!-->…
ନୂଆପଡାରେ ବିଜେପିର ମିଶ୍ରଣ ପର୍ବ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ଠାରେ ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପ୍ରାୟ ୧୮ଜଣ ସରପଞ୍ଚ, ୨୦ଜଣ ସମିତି ସଭ୍ୟଙ୍କ ସହ ପ୍ରାୟ ୩୦ଟି ବିଭିନ୍ନ ସଂଗଠନର ଅଧିକାରୀ ଏବଂ ଶହ ଶହ କର୍ମୀ!-->…
ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି, ’୩୫ ଲକ୍ଷ ନଦେଲେ ପରିବାରକୁ ମାରିଦେବି’
ଭବାନୀପାଟଣା : ବାପାଙ୍କଠୁ ୩୫ ଲକ୍ଷ ଟଙ୍କା ଆଦାୟ ପାଇଁ ଧରାପଡ଼ିଲା ପୁଅର କାରସାଦି । ମାଓବାଦୀ ନାଁରେ ବାପାଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା । ୩୫ ଲକ୍ଷ ଟଙ୍କା ବଟି ଦେବାକୁ କହିଥିଲା । ଘଟଣାର ତଦନ୍ତ ପରେ ପୋଲିସ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି । ଏଭଳି ଘଟଣା ଘଟିଛି!-->…
ରାସନ କାର୍ଡ ହିତାଧିକାରୀଙ୍କୁ ମିଳିପାରେ ୫ କିଲୋ ଅଧିକ ଚାଉଳ
ଭୁବନେଶ୍ବର : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ମୁଣ୍ଡ ପିଛା ବଢ଼ିପାରେ ଚାଉଳ । ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା । ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି । ଏଭଳି ସଙ୍କେତ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ!-->…
ଶ୍ବଶୁର ଘରେ ନିଆଁ ଲଗାଇଲା ଜ୍ୱାଇଁ
କେନ୍ଦୁଝର : ଶ୍ବଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମଙ୍ଗଳପୁର ଗାଁରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ । ଶାଶୁ, ଶ୍ୱଶୁର, ସ୍ତ୍ରୀ ଓ ଝିଅ ଗୋଟିଏ ଘରେ ଶୋଇଥିବାବେଳେ ସେମାନଙ୍କୁ ସେହି ଘରେ ବନ୍ଦ କରି ଅନ୍ୟ ଘରେ ନିଆଁ ଲାଗାଇଦେଇଥିଲେ ଜ୍ବାଇଁ ଅଙ୍କୁର!-->…
ପୋଷଣ ମାସ ପାଳନ ଅବସରରେ ସଚେତନ କାର୍ଯ୍ୟକ୍ରମ
ବ୍ରହ୍ମପୁର : ପୋଷଣ ମାସ ପାଳନ ଅବସରରେ ରାମଲିଙ୍ଗେଶ୍ୱର ସେକ୍ଟର ଅନ୍ତର୍ଗତ ବାଲାଜୀପେଣ୍ଠ ସାହି ଠାରେ ସଚେତନ କାର୍ଯ୍ୟକ୍ରମକୁ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ : ୨ ଅଧିକାରୀ କଳ୍ପନା ପାଢ଼ୀ ଶୁଭ ଉଦଘାଟନ କରିଥିଲେ। ପରିଦର୍ଶିକା ଜି. ରାଜଲକ୍ଷ୍ମୀ, ବାଲାଜୀପେଣ୍ଠ!-->…