ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ନବମ ଶେଣ୍ରୀର ଛାତ୍ରୀର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଟୁଇଟ୍‌ କରି ମୋହନ ମାଝୀ କହିଛନ୍ତି, ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର

ମଦଭାଟି ଉପରେ ଚାଲିଲା ବୁଲଡୋଜର

ଆଠଗଡ: ଚୋରା ଦେଶୀ ମଦର କୂଟୀର ଶିଳ୍ପ ପାଲଟିଥିବା ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଶନିବାର ସକାଳେ ଅବକାରୀ ବିଭାଗ ଚଢାଉ କରି ପ୍ରଥମ ଥର ପାଇଁ ବେଆଇନ ମଦଭାଟିଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗାଯାଇଛି। ଚଡାଉ ସମୟରେ ପ୍ରଥମେ ବେଆଇନ ଭାବେ ଗଢି ଉଠିଥିବା ୧୫ରୁ ଅଧିକ ମଦଭାଟି ଓ ତା

ପୁରୀ ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍‌ସରେ ପରଲୋକ, ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲେ ନାବାଳିକା

ଭୁବନେଶ୍ୱର: ପୁରୀ ଜିଲ୍ଲାର ବଳଙ୍ଗା ପୀଡ଼ିତା ଆଉ ନାହାନ୍ତି। ଦୀର୍ଘ ୧୫ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଚିକିତ୍ସାଧୀନ ଅବସ୍ଥାରେ

ନିଜ ନାମ ପଢିପାରୁନାହାନ୍ତି ତେଜସ୍ୱୀ: ସମ୍ରାଟ

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଏକମାସ ଧରି ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଅଗଷ୍ଟ ୧ ତାରିଖରେ ନିର୍ବାଚନ କମିସନ ଉକ୍ତ ଭୋଟର

ଅମରନାଥ ଯାତ୍ରା ୩ ପର୍ଯ୍ୟନ୍ତ ସ୍ଥଗିତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ଆସନ୍ତା ୩ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅମରନାଥ ଗୁମ୍ଫାକୁ ସଂଯୋଗ କରୁଥିବା ଉଭୟ ପହଲଗାଓଁ ଓ ବାଲତାଲ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ମରାମତି ପାଇଁ ଦୁଇଦିନ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି

ମିଛ କହି ଧରାପଡ଼ିଲେ ତେଜସ୍ଵୀ ଯାଦବ

ପାଟନା : ବିହାରର ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ଵୀ ଯାଦବ ମିଛ କହି ଧରାପଡ଼ିଛନ୍ତି। ଶନିବାର ତେଜସ୍ଵୀ ଭାରତୀୟ ନିର୍ର୍ବାଚନ ଆୟୋଗ(ଇସିଆଇ)ଙ୍କ ବିରୋଧରେ ଅଭିଯୋଗ ଆଣି ଚିଠା ଭୋଟର ତାଲିକାରେ ତାଙ୍କ ନାମ ନ ଥିବା କହିଥିଲେ। ନିର୍ବାଚନ ଆୟୋଗ ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ

ଶିବୁ ସୋରେନଙ୍କ ଅବସ୍ଥା ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ଶିବୁ ସୋରେନଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେ ୮୧ ବର୍ଷୀୟ ସୋରେନଙ୍କ ଦେହ

ଦୁଷ୍କର୍ମ ମାମଲାରେ ପ୍ରଜ୍ଜ୍ବଳଙ୍କୁ ଆଜୀବନ କାରା ଦଣ୍ଡାଦେଶ

ବେଙ୍ଗାଲୁରୁ : ୪୭ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ କର୍ଣ୍ଣାଟକ ହସନର ପୂର୍ବତନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କୁ ବେଙ୍ଗାଲୁରୁର ସ୍ଵତନ୍ତ୍ର କୋର୍ଟ ଶନିବାର ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ପ୍ରଜ୍ଜ୍ବଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି

ତାଇଓ୍ବାନ ନିକଟରେ ଚୀନ-ଆମେରିକା ମୁହାଁମୁହିଁ

ବେଜିଂ : ତାଇଓ୍ବାନ ପ୍ରଣାଳୀ ନିକଟରେ ମୁହାଁମୁହିଁ ହୋଇଛନ୍ତି ଚୀନ ଓ ଆମେରିକା । ଏହା ଫଳରେ ଏହି ଅଂଚଳରେ ଗତ କିଛି ମାସ ହେଲା ଚାଲିଥିବା ଉତ୍ତେଜନା ଆହୁରି ବଢିଯାଇଛି ।ଶୁକ୍ରବାର ଦିନ ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ଏକ ଫୁଟେଜ୍ ଜାରି କରି ପ୍ରକାଶ କରିଛି ଯେ ଚୀନ୍ ଉପକୂଳ ନିକଟରେ ଚୀନ୍

ବିବାଦୀୟ ମନ୍ତବ୍ୟ ପରେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ ଭାବେ