ଶେରଗଡ଼ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ : ସୁପାରୀ ଦେଇ ହତ୍ୟା ପାଇଁ ବ୍ଲୁ ପ୍ରିଣ୍ଟ କରା ଯାଇଥିଲା…!

ସୁପାରୀ କିଲେରଙ୍କ ସମେତ ୭ ମାଉଜର, ୪୦ ରାଉଣ୍ଡ ଗୁଳି ଜବତ……!ବ୍ରହ୍ମପୁର: ଗତ ମାସ ୨୫ ତାରିଖ ଦିନ ଶେରଗଡ଼ ଥାନା ଇଲାକାର ସୁନାନ୍ତର ଛକ ଠାରେ ନିରଞ୍ଜ ଜେନା (କାଳିଆ)ଙ୍କୁ ବୋମା ମାଡ଼ ସହ ଗୁଳି ମାଡ଼ ହୋଇଥିଲା।ଏହି ଘଟଣା ପରେ ଗଞ୍ଜାମ ଏସପିଙ୍କ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଧେଶ

ଅଫିସ ଖାଲି : କୌଣସି ଅଧିକାରୀଙ୍କ ଦେଖା ନାହିଁ, ନିଜ ଜ଼ଏନିଂ ନିମନ୍ତେ ବିଇଓଙ୍କ କାର୍ଯ୍ୟାଳୟରେ ଦିନତମାମ ଅପେକ୍ଷା କରି…

ମାଲକାନଗିରି,୦୨/୦୮ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜଣେ ଶିକ୍ଷକ ନିଜର ଜ଼ଏନିଂ ଲେଟର ଧରି ସକାଳ ୧୧ ଘଣ୍ଟିକା ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଅଧିକାରୀଙ୍କ ଅପେକ୍ଷାରେ ବସି ରହିଥିଲେ ମଧ୍ୟ ଜ଼ଏନିଂ ଲେଟର ଗ୍ରହଣ କରିବା ନିମନ୍ତେ କୌଣସି

ଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ଶିକ୍ଷାର ବିକଳ ଚିତ୍ର: ୮ କିଲୋମିଟର ଦୂରରେ ଥିବା ସ୍କୁଲର ଦୁରାବସ୍ଥା, “ଦୀପ ତଳ…

ଉମରକୋଟ/ଝରିଗାଁ: ଏହାକୁ "ଦୀପ ତଳ ଅନ୍ଧାର" ଛଡ଼ା ଆଉ କ’ଣ କୁହାଯାଇପାରେ? ଯେଉଁ ସ୍କୁଲ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉମରକୋଟ ସ୍ଥିତ ବାସଭବନରୁ ମାତ୍ର ୮ କିଲୋମିଟର ଦୂରରେ ଅବସ୍ଥିତ, ସେହି ସ୍କୁଲର ଅବସ୍ଥା ଯଦି ଏପରି ଶୋଚନୀୟ ହୋଇପାରେ, ତେବେ ରାଜ୍ୟର

ଟିପିଏସ୍ଓଡିଏଲ୍ ପକ୍ଷରୁ ଫୁଲବାଣୀରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ବ୍ରହ୍ମପୁର : ସୁରକ୍ଷା ଏବଂ ଦକ୍ଷତା ବିକାଶ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ଏକ ଅତ୍ୟାଧୁନିକ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର (ଏଚଓଟିଟି) ସ୍ଥାପିତ ହୋଇଛି।

ନବରଙ୍ଗପୁରଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟର ଶୁଭାରମ୍ଭ

ନବରଙ୍ଗପୁର : ଆଜି ସ୍ଥାନୀୟ ପୋଲିସ ପଡିଆ ଠାରେ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର

ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି ଏମ କିଶାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ

ରାୟଗଡ଼ା ବିଜୁ ଜନତା ଦଳର ନେତା ଏନ୍.ଭାସ୍କର ରାଓଙ୍କ ବିରୋଧରେ ସଂଘାତିକ ଅଭିଯୋଗ, ଟ୍ରକ୍ ମାଲିକ ସଂଘର ୬୦ କୋଟି ଟଙ୍କା…

ରାୟଗଡ଼ା : ରାୟଗଡା ଟ୍ରକ୍ ମାଲିକ ସଂଘରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଛି। ଏବଂ ଏହା ବରିଷ୍ଠ ବିଜୁ ଜନତା ଦଳ ର ନେତା ତଥା ସେତେବେଳର ଟ୍ରକ୍ ମାଲିକ ସଂଘର ସଭାପତି ଏନ୍.ଭାସ୍କର ରାଓଙ୍କ ଅମଳରେ ହୋଇଛି ବୋଲି ଅଭିଯୋଗ ହେଇଛି। ଆଜି ରାୟଗଡା ଟ୍ରକ୍ ମାଲିକ ସଂଘର ସଭାପତି ୟାଲା

ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କ୍ଲଷ୍ଟର୍ ସ୍ତରୀୟ ବୈଠକ ପରିଦର୍ଶନ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ଦ୍ଵିତୀୟ ମାସିକ ବୈଠକ ପ୍ରାଥମିକ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ଗୋଷ୍ଠି ଶିକ୍ଷାଧିକାରୀ ଚିକିଟୀ ପନ୍ନଗଭୂଷଣ ମାଝି, ସି ଆର ସି ସି ମିନତି କୁମାରୀ ପାଠୀ, ଉଦ୍ଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ

ଆସିକାରେ ଦୀର୍ଘ ଦିନ ପରେ ବାଇକରେ ଆସି ଏରଗୋଲା ଯୁବକ ମାନଙ୍କ ଆତଙ୍କ ରାଜ….!

ପୋଲିସ କୁ ଖୋଲା ଚ୍ୟାଲେଞ୍ଜ… କି….?ବ୍ରହ୍ମପୁର: ଶୁକ୍ରବାର ଦିନ ପ୍ରାୟ ସାଢ଼େ ପାଞ୍ଚ ଟା ବେଳେ ଆସିକା ଅଞ୍ଚଳ ରେ କିଛି ଏରଗୋଲା ବସ୍ତି ର ଯୁବକ ବାଇକ ରେ ଦୁଇ ରୁ ତିନି ଜଣ ଲେଖାଏଁ  ଦଶ ଜଣ ରୁ ଅଧିକ ସଂଗଠିତ ହୋଇ ବାଇକ ଚଳାଇ ରାସ୍ତା ରେ ଲୋକଙ୍କୁ ଆତଙ୍କିତ ହୋଇ ସୁନାମ୍ବ ସାହି ରାସ୍ତା ଦେଇ