ନିଜ ପିଲାଙ୍କୁ ଜଙ୍ଗଲରେ ଛାଡିଦେଲା ବାପା

ମୟୂରଭଞ୍ଜ: ଜନ୍ମ କଲା ଛୁଆଙ୍କୁ ଜଙ୍ଗଲରେ ଛାଡିଦେଲା ବାପା। ଆଉ ଜଣେ ବ୍ୟକ୍ତି ପିଲାଙ୍କୁ ଜଙ୍ଗଲରେ ଏକୁଟିଆ ଦେଖି ଘରକୁ ନେଇ ଆସିଲେ। ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଚାଞ୍ଚଲ୍ୟ। ମୋରୋଡା ବ୍ଲକ ଅଧୀନ ଚିତ୍ରଡା ଡୁମୁରଡିହା ଗାଁର ଜଣେ ବ୍ୟକ୍ତି ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ

ଶ୍ରାଦ୍ଧ ବାର୍ଷିକୀରେ ନବରତ୍ନପୁରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ.!

ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ନବରତ୍ନପୁର ସ୍ଥିତ ପାଠାଗାର ରେ ଆଜି ସ୍ବର୍ଗତ ବିପ୍ର ଚରଣ ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ,ପୁଅ ରଘୁନାଥ ନାୟକ,ସଞ୍ଜୟ ନାୟକ ରକ୍ତ ଭଣ୍ଡାର ର ଡାକ୍ତର ଟୁନୁ ଭାତ୍ରିଆ

ଉମରକୋଟ: ଆଶାକର୍ମୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ତୀବ୍ର

ଉମରକୋଟ : ଉମରକୋଟ ବ୍ଲକର ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଘଟଣାରେ ଏକ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ନବରଙ୍ଗପୁର ଜିଲ୍ଲାରେ ଆଶାକର୍ମୀ ସଂଘ ପକ୍ଷରୁ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା

ବୃନ୍ଦାବତୀ ନିବାସରେ ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ପୁରୀ : ହବିଷ୍ୟାଳୀଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ମାସ ବ୍ୟାପୀ ଚାଲିଥିବା ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଆଜି ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପହଞ୍ଚି ହବିଷ୍ୟାଳୀ ମାଙ୍କ

ବାଲିମେଳାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୨୬ଟି ଅଭିଯୋଗ ଶୁଣିଲେ ଜିଲ୍ଲା ପ୍ରଶାସନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନଗର ଭବନ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଲ୍ଲା

ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର

କନ୍ଧମାଳ: ସକାଳୁ ସକାଳୁ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଲା ଭାଲୁ l ପ୍ରଥମେ ଗାଈ ବଳଦକୁ ଆକ୍ରମଣ କରୁଥିଲା l ଠିକ୍ ଏତିକି ସମୟରେ ରୁଣ୍ଡ ହୋଇଗଲେ ଗାଁ ଲୋକେ l ଗାଁ ଲୋକଙ୍କ ପାଟି ଶୁଣି ଗାଈ ବଳଦଙ୍କ ନିକଟରୁ ପଳାଇବାକୁ ବାଟ ଖୋଜିଥିଲା ଭାଲୁ । ଭାଲୁ ଫେରି ଯାଉଥିଲା ହେଲେ ଦୁଭାର୍ଗ୍ୟକୁ

ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ। ଗତକାଲି ସେ ହସ୍ପିଟାଲକୁ ଯାଇ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କଠାରୁ ପଚାରି ବୁଝିଥିଲେ ଏବଂ ତାଙ୍କ ପିତାମାତାଙ୍କୁ

ହରିଣ ଛାଲ ଓ ମୟୂର ପକ୍ଷୀ ଜବତ: ଅବସରପ୍ରାପ୍ତ ବନପାଳ ଗିରଫ

ଦେବଗଡ଼ : ଦେବଗଡ ବନଖଣ୍ଡରେ ଅବସରପ୍ରାପ୍ତ ବନପାଳଙ୍କୁ ଗିରଫ କରିଛି ବନବିଭାଗ। ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ଅବସରପ୍ରାପ୍ତ ଫରେଷ୍ଟର କିଶୋରଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ଘରେ ଚିତ୍ତଲ ହରିଣ ଛାଲ ଏବଂ ମୟୂର ପକ୍ଷୀ ରଖିଥିବା ଅଭିଯୋଗରେ ଗିରଫ କରିବା ସହ ୭୪୫ ଟି ମୟୂର

ଆଇନ ଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ହତ୍ୟା ଘଟଣା : ପୋଲିସ ହାତରେ ଲାଗିଛି ବହୁ ସୁରାକ …..!

ହତ୍ୟା ଘଟଣା ରେ ଲିପ୍ତ ଥିବା ସୂଚନା ପ୍ରଦାନ କାରୀ ଏବେ ପୋଲିସ ସ୍କେନାର ରେ...! ଲଘୁଖଣିଜ ଦ୍ରବ୍ୟ ଓ ଜମିଜମା କାରବାର ରେ ମଧ୍ୟସ୍ଥି ଓ ଲେଖା ଛିଡେଇବା ମହଙ୍ଗା ପଡିଲା କି….?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ହାଇ ପ୍ରୋଫାଇଲ ହତ୍ୟା କାଣ୍ଡ କୁମାର ପୂର୍ଣ୍ଣିମା ଦିନ

ଏସଆଇ ପରୀକ୍ଷା ଠକେଇ ମାମଲା, ଫେରାର ଅଭିଯୁକ୍ତ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି

ଭୁବନେଶ୍ୱର: ପୋଲିସ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ଦୁର୍ନୀତିର ତଦନ୍ତକୁ ଜୋରଦାର କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିବା ଜଣାପଡ଼ିଛି । ପଳାତକ ଅଭିଯୁକ୍ତଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବା