Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ସ୍କାନରରେ ରାଜକିଶୋର ଜେନାଙ୍କ ସହଯୋଗୀ, ଭୟରେ ଫୋପାଡି ଦେଇଥିଲେ ଟଙ୍କା ଭର୍ତ୍ତି ବ୍ୟାଗ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଇଞ୍ଜିନିୟର। କାଲି ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଭୁବନେଶ୍ୱରର ଆର୍ ଆଣ୍ଡ ବି ଡିଭିଜନ-୩ର ସହକାରୀ ଇଞ୍ଜିନିୟର ରାଜା କିଶୋର ଜେନାଙ୍କ ଘର ରେଡ୍ କରିଥିଲେ। ଆଉ ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ସେହି ବିଭାଗର ସହକାରୀ ଯନ୍ତ୍ରୀ ଅଶୋକଙ୍କ!-->…
ସିନ୍ଦୂର ଲିଭି ଯାଇଥିବା ବେଳେ ଅପରେସନର ନାମ ସିନ୍ଦୂର କାହିଁକି: ଜୟା
ନୂଆଦିଲ୍ଲୀ: ରାଜ୍ୟସଭାରେ ଅପରେସନ ସିନ୍ଦୂର ଉପରେ ବିତର୍କ ସମୟରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ 'ଅପରେସନ୍ ସିନ୍ଦୂର' ନାମ ଉପରେ ଆପତ୍ତି ଉଠାଇଛନ୍ତି। ସେ ପୀଡ଼ିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ସରକାରଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।
ସେ କହିଛନ୍ତି ଯେ,!-->!-->!-->…
ସବୁ ବିଭାଗ ସହ ସମନ୍ୱୟ ରକ୍ଷା କର, ସିଡିପିଓଙ୍କୁ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର । ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ସରକାରଙ୍କ ପାଖକୁ ଆଣନ୍ତୁ ବୋଲି ସିଡିପିଓମାନଙ୍କୁ କହିଛନ୍ତି!-->…
ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍
ଜଳସ୍ତର କମିବା ପରେ ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍ । ଫଳରେ ୧୪ଟି ଗେଟ୍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ର ୯ଟି ଗେଟ୍ ଓ ଡାହାଣ ପାଶ୍ୱର୍ର ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨.୫୨ଫୁଟ୍ ରହି ଥିବାବେଳେ ଜଳଭଣ୍ଡାରକୁ!-->…
ଅଗଷ୍ଟ ୨ରେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୦ତମ କିସ୍ତି ଅଗଷ୍ଟ ୨ତାରିଖରେ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ!-->…
ମାଛଗାଁ କେନାଲ ବନ୍ଧରେ ୧୦ ଫୁଟର ଘାଇ ସୃଷ୍ଟି
ଜଗତସିଂହପୁର : ମାଛଗାଁ କେନାଲରେ ୧୦ ଫୁଟର ଘାଇ । ଲୋକଙ୍କ ଘରେ ପଶିଲା ପାଣି । ଜଗତସିଂହପୁର-କଟକ ରାସ୍ତାର ତରିକୁନ୍ଦ ନିକଟ ମାଛଗାଁ କେନାଲ ବନ୍ଧରେ ୧୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଘର ଓ ଦୋକାନ ଘରେ ପଶିଛି ଆଣ୍ଠୁଏ ଆଣ୍ଠୁଏ ପାଣି ।
ଏପରିକି!-->!-->!-->…
୨ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର: ମହାନିର୍ଦ୍ଦେଶକ (ଡିଜି) କିମ୍ବା ସେହି ସମକକ୍ଷ ପଦରେ କେନ୍ଦ୍ରୀୟ ଡେପୁଟେସନ ପାଇଁ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ ଆଇପିଏସ ଅଫିସର ଆର ପି କୋଚେ ଏବଂ ଯଶୱନ୍ତ ଜେଠୱାଙ୍କୁ ତାଲିକାଭୁକ୍ତ କରାଯାଇଛି।
୧୯୯୩ ବ୍ୟାଚର ଅଧିକାରୀ ଆର ପି କୋଚେ ବର୍ତ୍ତମାନ ଡାଇରେକ୍ଟର ଅଫ!-->!-->!-->…
୨୨ଏପ୍ରିଲ ପହଲଗାମ ଆକ୍ରମଣର ୨୨ମିନିଟରେ ପ୍ରତିଶୋଧ ନେଇଥିଲା ଭାରତ: ଜେପି ନଡ୍ଡା
ନୂଆଦିଲ୍ଲୀ: ରାଜ୍ୟସଭାରେ ‘ଅପରେସନ ସିନ୍ଦୂର’କୁ ନେଇ ଚର୍ଚ୍ଚା ସମୟରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସକୁ ସିଧାସଳଖ ଭାବେ ଟାଗେର୍ଟ କରି କଟାକ୍ଷ କରିଥିଲେ।
ଜେପି ନଡ୍ଡା ରାଜ୍ୟସଭାରେ ଦେଇଥିବା ଭାଷଣରେ କହିଛନ୍ତି, ‘୨୦୧୪ରେ ମୋଦୀ ସରକାର ଆସିବା ପରେ ଅମାବାସ୍ୟା ହଟିଲା ଆମେ!-->!-->!-->…
ସରୁନି ଦାଦନ ଦୁଃଖ, ଭିଡିଓ ଜାରି କରି ଉଦ୍ଧାର ପାଇଁ କଲେ ନିବେଦନ
କେନ୍ଦ୍ରାପଡା: ଅଭାବ ଅନଟନ ଦୁଃଖରେ ଚାଲିଥିଲା ଜୀବନ । କିନ୍ତୁ ଅଭାବରେ ଜୀବନ କାଟିବା ମୁସ୍କିଲ ହୋଇପଡ଼ିଲା । ତେଣୁ ଘରେ ବାପା ମା’ ସ୍ତ୍ରୀ ପେଟରେ ଦି ମୁଠା ଦାନା ଯୋଗାଇବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିଲେ । ହେଲେ ଏବେ ସେଠାରୁ ଫେରିବା ପାଇଁ ଭିଡିଓ ମାଧ୍ୟମରେ!-->…
ଇନଷ୍ଟ୍ରାଗ୍ରାମରେ ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ ବନାଉଥିଲେ ମହିଳା, ବାନ୍ଧିଲା ଏଟିଏସ
ଇନଷ୍ଟାଗ୍ରାମରେ ଆଇଡି ଖୋଲି ଯୁବକମାନଙ୍କୁ ପ୍ରଲୋଭିତ କରାଇ ଆତଙ୍କୀ ବନାଉଥିଲେ ମହିଳା। ଅର୍ଥ ଲୋଭ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ କରାଉଥିଲେ। ବର୍ଷ ବର୍ଷ ଧରି ଏପରି କାର୍ଯ୍ୟ କରିଆସୁଥିବା ଝାଡ଼ଖଣ୍ଡର ଜଣେ ମହିଳା ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ଗୁଜରାଟ!-->…