ମାନବ ଚାଲାଣ ମୁକ୍ତ ସମାଜ ପାଇଁ ଆହ୍ୱାନ: ବ୍ରହ୍ମପୁରରେ ବିଶ୍ୱ ମାନବ ଚାଲାଣ ବିରୋଧୀ ଦିବସ ପାଳିତ

ବ୍ରହ୍ମପୁର : ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ବୁଧବାର ଦିନ ISRD-ଶକ୍ତିସଦନ ଏବଂ ୱାନ୍ ଷ୍ଟପ୍ ସେଣ୍ଟର, ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାନବ ଶୃଙ୍ଖଳ ଓ ପଦଯାତ୍ରାର ଆୟୋଜନ କରାଯାଇଥିଲା, ଯାହାକୁ

ଭୂକମ୍ପରେ ଥରହର ରୁଷ: ଲାଗିଲା ୮.୮ ତୀବ୍ରତାର ଶକ୍ତିଶାଳୀ ଝଟକା

ମସ୍କୋ: ଭୂକମ୍ପରେ ଥରିଲା ରୁଷ । ଭୟଙ୍କର ଭୂକମ୍ପରେ ଦୋହଲିଗଲା ଦେଶ । ସକାଳୁ ସକାଳୁ ଲାଗିଲା ଶକ୍ତିଶାଳୀ ଭୂକମ୍ପର ଝଟକା । ୮.୮ ତୀବ୍ରତାର ଭୂକମ୍ପରେ ଥରହର ରୁଷ । ତେବେ ରୁଷର ପୂର୍ବ କାମଚଟକା ଅଞ୍ଚଳରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ ରହିଛି ।

ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା କରିପାରିବେ ଆବେଦନ

ଭୁବନେଶ୍ଵର : ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ଅଗଷ୍ଟ ୯ରେ ତୃତୀୟ କିସ୍ତି ମିଳିବା ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ୍ ପଡିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉ ଥରେ ସର୍ଭେ ହେବ । ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା ଆବେଦନ କରିପାରିବେ ବୋଲି କହିଛନ୍ତି

ଆକାରପଲ୍ଲୀ ଗାଁ ରାସ୍ତା ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଖବର ପ୍ରଚାର ପ୍ରସାର ପରେ ମାଲକାନଗିରି ବିଧାୟକ ଶ୍ରୀ ନରସିଂହ…

ମାଲକାନଗିରି, ଜୁଲାଇ ୩୦, ୨୦୨୫: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମାଟାପାକା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆକାରପଲ୍ଲୀ ଗାଁର ମୁଖ୍ୟ ରାସ୍ତା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଫଳରେ ପ୍ରାୟ ୧୨୦ଟି ପରିବାର ଏବଂ ୫୦୦ ଗ୍ରାମବାସୀ, ବିଶେଷତ ଛୋଟ ଛୁଆମାନେ, ଅସୁବିଧାର ସମ୍ମୁଖୀନ

ହାତୀ ଆକ୍ରମଣରେ ଯୁବକ ଗୁରୁତର…

ନୟାଗଡ଼: ନୟାଗଡ ଜିଲ୍ଲା ଓଡ଼ଗାଁ ଏନଏସି ଅନ୍ତର୍ଗତ ରଗଡ଼ି ସାହି ଗାଁର ପ୍ରମୋଦ ବିଶୋଇ ଙ୍କ ପୁତ୍ର କୃଷ୍ଣଚନ୍ଦ୍ର ବିଶୋଇ(୨୦) ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି ।ତାଙ୍କୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ

ଦୁଇ ନୂଆ ବାବୁଙ୍କ ଇଙ୍ଗିତ ରେ ଡ଼ି.ଏଲ ଓ ଫିଟନେସ ଟ୍ରାଇଲ ନାଁ ରେ ହଜାର ହଜାର ଟଙ୍କା ଆଦାୟ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଗସ୍ତି ନୁଆଁଗାଁ ଠାରେ ଥିବା ପରିବହନ କାର୍ଯ୍ୟାଳୟ ରେ ଦଲାଲ ଓ ସାନ ଦୁଇ ବାବୁ ଙ୍କ ରାଜୁତି ଟ୍ରାଇଲ ନାଁ ରେ ଶୋଷଣ। ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଫିଟନେନ ସମୟରେ ନା ନା ତ୍ରୁଟି ଦର୍ଶାଇ ଲୋକଙ୍କ ଠାରୁ ଦଲାଲ ମାନଙ୍କ ଜରିଆରେ ମୋଟା ଅଙ୍କ ଆଦାୟ କରୁଥିବା

ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ପକ୍ଷରୁ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାଲକାନଗିରି,୩୦/୦୭ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତର କନ୍ଧଗୁଡା ଗ୍ରାମରେ ମାଲ୍ୟବନ୍ତ ସ୍ବେଚ୍ଛାସେବୀ ସମିତି ଆନୁକୂଲ୍ୟରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବ୍ଲକ ବିଡ଼ିଓ ଅମୂଲ୍ୟ

କାହାର ନିର୍ଦ୍ଧେଶ ରେ ଆସିକା ସୁନାମ୍ବ ସାହି ଦେଇ ବେଧଡ଼କ ଚୋରା ବାଲି ଚାଲାଣ ….!

ପ୍ରଶାସନ ର ନାକ ତଳେ ହେଉଛି ଖୁଲାମ ଖୁଲା ବାଲି ଲୁଟ..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହିରେ ସଞ୍ଜ ନଇଁଲେ ହାଇୱା ଓ ଟ୍ରକ ରେ ଧାଡ଼ି ଧାଡ଼ି ହୋଇ ବାଲି ଚାଲାଣ ହେଉଛି। ସାହି ବାସିନ୍ଦାଙ୍କ ତାଗିତ ସତ୍ତ୍ୱେ ବାଲି ମାଫିଆ ମାନେ ବାଲି ନେଉଥିବା

ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଚିନ୍ତା ; ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଜି ବିଶ୍ବ ବ୍ୟାଘ୍ର ଦିବସ। ବ୍ୟାଘ୍ର ଦିବସ ଅବସରରେ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏମିତି ସୁଯୋଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କେମିତି ବା ହାତ ଛଡ଼ା କରିବ। ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ

୧ ଲକ୍ଷ ୮୧ ହଜାର ନକଲି ଚାଷୀ ସରକାରଙ୍କ ରାଜସ୍ୱ ଲୁଟ କରୁଥିଲେ: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ

ଭୁବନେଶ୍ବର: ଲୁଟୁଛନ୍ତି ନକଲି ଚାଷୀ। ରାଜ୍ୟରେ ଏତେ ସଂଖ୍ୟକ ନକଲି ଚାଷୀ ଅଛନ୍ତି, ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ। ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ନକଲି ଚାଷୀମାନେ ରାଜସ୍ବ ଲୁଟ୍ କରିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ