ଆକାଶ ଆନନ୍ଦଙ୍କୁ ନେଇ ବିଜେପିକୁ ଅଖିଳେଶଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅକ୍ଟୋବର ୯ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟିର ରାଲି ଉପରେ କଟାକ୍ଷ କରିଛନ୍ତି। ଏସପି ଅଧ୍ୟକ୍ଷ କହିଛନ୍ତି ଯେ ଆଜି, ଆକାଶ ଆନନ୍ଦଙ୍କୁ ବିଏସପି ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ଆବଶ୍ୟକତା ଅଛି। ପ୍ରକୃତରେ,

ଜେଲ ଆକାଉଣ୍ଟରୁ କଏଦୀ ଲୁଟିନେଲା ୩୦ ଲକ୍ଷ ଟଙ୍କା

ଆଜମଗଡ଼: ଉତ୍ତରପ୍ରଦେଶର ଆଜମଗଡ଼ ଜେଲରେ ଏକ ବଡ ଅବହେଳାର ମାମଲା ସାମ୍ନାକୁ ଆସିଛି। ଜେଲ ପ୍ରଶାସନର ଅବହେଳାର ସୁଯୋଗ ନେଇ ଜଣେ କଏଦୀ ଜେଲର କାନାରା ବ୍ୟାଙ୍କ ଚେକବୁକ୍ ଗାଏବ କରିଦେଇଥିଲେ। ଜେଲରୁ ବାହାରିବା ପରେ, ସେ ଜେଲର ଆକାଉଣ୍ଟରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଉଠାଇବା ପାଇଁ ସମାନ ଚେକବୁକ୍

ନଭେମ୍ବର ୧୫ରେ ହେବ ମହାନଦୀ ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଶନିବାର ମହାନଦୀ ଜଳବିବାଦ ପ୍ରାଧିକରଣରେ ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏବଂ ଛତିଶଗଡ଼ ସରକାରଙ୍କ

କମ କ୍ଷତିପୂରଣ ମିଳିବାରୁ ତହସିଲ ଅଫିସ ଆଗରେ ଟଙ୍କା ଫିଙ୍ଗିଲେ ଚାଷୀ

ମୁମ୍ବଇ: ମହାରାଷ୍ଟ୍ରରେ ଅଗଷ୍ଟ- ସେପ୍ଟେମ୍ବର ମାସରେ ହୋଇଥିବା ବର୍ଷା ଓ ବନ୍ୟା ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏହାକୁ ନଜରରେ ରଖି ସରକାର ସମୁଦାୟ ୩୧,୬୨୮ କୋଟି ଟଙ୍କାର ସାହାଯ୍ୟ ଘୋଷଣା କରିଥିଲେ; କିନ୍ତୁ ହିଙ୍ଗୋଲି ଗୋରେଗାଓଁର ଚାଷୀଙ୍କୁ ଏହି କ୍ଷତିପୂରଣ ରାଶି ପସନ୍ଦ

ପାକିସ୍ତାନରେ ପୁଣି ଭୟଙ୍କର ଆକ୍ରମଣ: ୧୧ ମୃତ, ୫୦ ଆହତ

ପାକିସ୍ତାନ : ପାକିସ୍ତାନରେ ପୁଣି ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଖାଇବର ପଖତୁନଖ୍ବା ପ୍ରୋଭିନ୍ସର ଡେରା ଇସମାଇଲ ଖାନ ଜିଲ୍ଲାରେ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏକ ପୋଲିସ ଟ୍ରେନିଂ ସ୍କୁଲରେ ବଡ଼ ଧରଣର ହମଲା କରିଛନ୍ତି । ଆତ୍ମଘାତୀ ବିସ୍ଫୋରଣ ପରେ ଆଖିବୁଜା

ଚୀନ୍ ଉପରେ ଟ୍ରମ୍ପ ଲଗାଇଲେ ୧୦୦% ଟାରିଫ

ଆମେରିକା : ଚୀନ ଉପରେ ଅତିରିକ୍ତ୧୦୦% ଟାରିଫ ଲଗାଇଲେ ଟ୍ରମ୍ପ । ଚୀନରୁ ଆମଦାନୀ ସାମଗ୍ରୀ ଉପରେ ଅତିରିକ୍ତ ଶହେ ପ୍ରତିଶତ ଟାରିଫ ନେଇ ଘୋଷଣା । ଆସନ୍ତା ନଭେମ୍ବର ୧ରୁ ଏହା ଲାଗୁ ହେବ । ‘ଟ୍ରୁଥ ସୋସିଆଲ’ ଜରିଆରେ ଟ୍ରମ୍ପ ଘୋଷଣା କରିଛନ୍ତି , ଚୀନରୁ

ଦକ୍ଷିଣ ଆମେରିକାରେ ଭୂକମ୍ପ, ତୀବ୍ରତା ୭.୧

ଶନିବାର ସକାଳେ ଦକ୍ଷିଣ ଆମେରିକାରେ ଏକ ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୧ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାତ୍ର ୧୦ କିଲୋମିଟର ବ୍ୟାପୀ ଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଦକ୍ଷିଣ ଆମେରିକାର କେପ୍ ହର୍ନ ଏବଂ ଆଣ୍ଟାର୍କଟିକାର ମଧ୍ୟରେ

ଭାଇ ଭାଇ ମଠ ମହନ୍ତ ଓ ବାବାଙ୍କୁ ଗୁଳି ମାଡ଼

ଭୁବନେଶ୍ବର: ଇନଫୋଭ୍ୟାଲି ଥାନା ଦେଉଳିଆ ପାଟଣା ମଠରେ ଘଟିଛି ଏହି ଘଟଣା । ଗୁଳି ମାଡ଼ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭଣ୍ଡ ବାବାର ଆଶ୍ରମକୁ ସିଲ୍ କରିବା ସହ, ବହୁ ଆପତ୍ତିଜନକ ସାମଗ୍ରୀ, ଗୁଳି ମାଡ଼ରେ ବ୍ୟବହୃତ ବନ୍ଧୁକ ଆଦି ପୋଲିସ ଜବତ କରିଛି । ଆସନ୍ତୁ ଜାଣିବା

ସରକାରୀ ବସ ଦୁର୍ଘଟଣାଗ୍ରସ୍ତ: କଣ୍ଡକ୍ଟର ମୃତ, ୫ ଯାତ୍ରୀ ଆହତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ଏସ ଗୋଲେଇଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଢେଙ୍କାନାଳ ଜିଲ୍ଲା କହେଁଇପାଳ ଅଞ୍ଚଳର ସ୍ବର୍ଗତ ଉତ୍ସବ ଦାସଙ୍କ ସାନ ପୁଅ

ଆସିକା ପୋଲିସ ପକ୍ଷରୁ ଅପରେସନ ଅଗ୍ନି ମିସେନ୍ ଦ୍ୱାରା ବିପୁଳ ପରିମାଣର ବାଣ ଜବତ…

ବ୍ରହ୍ମପୁର: ସାରା ରାଜ୍ୟରେ ପୋଲିସ ପକ୍ଷରୁ ଅପରେସନ ଅଗ୍ନି ମିସେନ୍ ରୁ ବେଆଇନ ବାଣ ଜବତ ସିଲସିଲା ଜାରି ରହିଛି। ଡିଜିପିଙ୍କ ଫର୍ମାନ କୁ ଫୋଲୋ କରି ଆସିକା ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ସମେତ ସ୍ୱତନ୍ତ୍ର ସ୍କୁଆଡ଼ ଦ୍ୱାରା ଆସିକା ଖମ୍ବେଶ୍ବରୀ ପାଟଣା ସ୍ଥିତ ଦୀପକ ମହାନ୍ତି ନାମକ