Sign in
Sign in
Recover your password.
A password will be e-mailed to you.
ଗୋଟିଏ ସପ୍ତାହରେ ୪ କ୍ବିଣ୍ଟାଲ ସୁନା କିଣିଲା ରିଜର୍ଭ ବ୍ୟାଙ୍କ
ମୁମ୍ବାଇ : ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, ଯାହା ଦ୍ଵାରା ଦେଶର ମୋଟ ସୁନା ଭଣ୍ଡାର ୨୭ ଜୁନ୍ ସୁଦ୍ଧା ୮୭୯.୮ ଟନ୍ ହୋଇଛି।!-->…
ଜିଲ୍ଲା ଅଦାଲତ ପକ୍ଷରୁ ନାବାଳିକା ସୁରକ୍ଷା ଓ ନ୍ୟାୟ ସମ୍ପର୍କରେ କାର୍ଯ୍ୟକ୍ରମ
ମାଲକାନଗିରି : ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ, ମାଲକାନଗିରି ଜିଲ୍ଲା ନ୍ୟାୟାଳୟ ଦ୍ୱାରା "ନାବାଳିକା ସୁରକ୍ଷା: ଭାରତରେ ଝିଅ ପାଇଁ ଏକ ନିରାପଦ ଓ ସାହାଯ୍ୟକାରୀ ପରିବେଶ ନିର୍ମାଣ ପ୍ରତି" ବିଷୟବସ୍ତୁ ଉପରେ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର, ଜିଲ୍ଲା ଓ ଦୌରାଜଜ୍ ଡ଼କ୍ଟର!-->…
ସହିଦ ସପ୍ତାହ ଆରମ୍ଭରୁ ନିଜର ସ୍ଥିତି ଜାହିର ପୋଷ୍ଟର ଓ ବ୍ୟାନର ଲଗାଇଲେ ମାଓବାଦୀ
ମାଲକାନଗିରି : ମାଓ ସଙ୍ଗଠନ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଥିବା ବେଳେ ଏହି ସପ୍ତାହର ପ୍ରଥମ ଦିନରେ ନିଜର ସ୍ଥିତି ଜାହିର ପାଇଁ ମାଓ ସଙ୍ଗଠନ ଲଗା ଯାଇଛି ବ୍ୟାନର ଓ ପୋଷ୍ଟର। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦ୍ରି କୋଥାଗୁଡେମ ଜିଲ୍ଲାରେ!-->…
ଗୋପାଳପୁର ଗଣଦୁଷ୍କର୍ମ: ୫୭୪ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ
ଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ୫୭୪ ପୃଷ୍ଠାର ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୋପାଳପୁର କାଠପୋଲ!-->!-->!-->…
ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ୧୩ତମ ପାଳି। ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ!-->…
ଅପରେସନ ସିନ୍ଦୂରରେ ବିମାନ ନଷ୍ଟ ନେଇ ଜବାବ ରଖିଲେ ରାଜନାଥ, କହିଲେ-ପରୀକ୍ଷାର ଫଳ ଗୁରୁତ୍ୱପୂର୍ଣ୍ଣ, ପେନସିଲ ଭାଙ୍ଗିବା…
ନୂଆଦିଲ୍ଲୀ ୨୮।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ସାମରିକ ଅଭିଯାନ କାଳରେ ଭାରତୀୟ ବାୟୁସେନାର କେତୋଟି ବିମାନ ନଷ୍ଟ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି।!-->…
କନଭେଣ୍ଟ ସ୍କୁଲରେ ପୂଜା କରାଯାଉ ନାହିଁ କାହିଁକି ?
ବଣାଇ : ବଣାଇ ଗଡ଼ ଅନ୍ତର୍ଗତ ଦେଓଗାଁ ଠାରେ ଥିବା ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ଠାରେ ଶତକଡା 70 ଭାଗ ହିନ୍ଦୁ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l କିନ୍ତୁ ଦେଖିବାକୁ ଗଲେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ମାନଙ୍କରେ ଜ୍ଞାନ ଦାତା ଶ୍ରୀ ଗଣେଶ ପୂଜା, ବିଦ୍ୟାଦାତ୍ରୀ ସରସ୍ବତୀ ପୂଜା!-->…
ନିର୍ଯାତନା ଅଭିଯୋଗରେ ଆରଏମସି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ
ରାଉରକେଲା: ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (ଆରଏମସି)ର ଜଣେ ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ନିର୍ଯାତନା ଅଭିଯୋଗ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।
ସରସ୍ୱତୀ ସାମନ୍ତ ନାମକ ଏହି ମହିଳା ଜଣକ ସୋସିଆଲ ମିଡିଆରେ ଲାଇଭ୍ ଆସି ନିଜ ମାନସିକ ସ୍ଥିତି ବିଷୟରେ କହିବା ପରେ ଏଭଳି ଚରମ!-->!-->!-->…
ମାଲକାନଗିରିରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର : ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ଗ୍ରାମରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୃକ୍ଷ ମିତ୍ର ପଦକ୍ଷେପ ଅଧୀନରେ ଏହା!-->…
ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ସହାୟତା ମିଳିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି।
ପାଗ ଅନୁକୂଳ ହେଲେ ଆସନ୍ତା କାଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ!-->!-->!-->…