Sign in
Sign in
Recover your password.
A password will be e-mailed to you.
ଅର୍ଥନୀତିରେ ଜୋଏଲ ମୋକିର, ଫିଲିପ ଆଘିଅନ ଓ ପିଟର ହାଓ୍ବିଟ।ଙ୍କୁ ନୋବେଲ
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଅନ ଏବଂ ପିଟର ହାଓ୍ବିଟ। ‘ଅଭିନବୀକରଣ ଆଧାରିତ ଅର୍ଥନୈତିକ ଅଭିବୃଦ୍ଧି’ ଉପରେ ବିଶ୍ଳେଷଣ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତାମାନଙ୍କୁ ୧୧ ନିୟୁତ ସ୍ଵେଡିଶ!-->…
୨୦୨୭ ଅଗଷ୍ଟରେ ଗଡ଼ିବ ବୁଲେଟ୍ ଟ୍ରେନ୍
ନୂଆଦିଲ୍ଲୀ: ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଗୁଜରାଟରେ ରେଳ ଚଳାଚଳର ଐତିହାସିକ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ସମୟରେ!-->…
ଇସ୍ରାଏଲ ସଂସଦରେ ଟ୍ରମ୍ପଙ୍କୁ ବିରୋଧ
ତେଲ ଅବିବ : ଇସ୍ରାଏଲରେ ବିରୋଧର ସମ୍ମୁଖୀନ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଦୁଇ ଜଣ ସାଂସଦ, ଏମାନ ଓଡେ ଏବଂ ଓଫର କାସିଫ, ହଙ୍ଗାମା ସୃଷ୍ଟି କରିଥିଲେ ଓ ତାଙ୍କୁ ବିରୋଧ କରିଥିଲେ । ସେମାନେ ଟ୍ରମ୍ପଙ୍କୁ ଉପରେ ନରସଂହାର!-->…
ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ୫ମ ଅଭିଯୁକ୍ତ ଗିରଫ, ଉନ୍ନତ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଓଡ଼ିଶା ଆଣିବାକୁ ଦାବି କଲା…
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ମାମଲାରେ ପଞ୍ଚମ ଅଭିଯୁକ୍ତ ଗିରଫ । ଗ୍ୟାଙ୍ଗ ରେପ ଘଟଣାରେ ଚାଲିଛି ତନାଘନା ତଦନ୍ତ । ପଞ୍ଚମ ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରିଛି ପୋଲିସ । ଗତକାଲି ଗିରଫ ଚାରି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ୧୦ଦିନିଆ ରିମାଣ୍ଡରେ ନେଇଛି!-->…
ପେସା ମୋବିଲାଇଜରଙ୍କ ଦାବି, ଉଚିତ ପାରିଶ୍ରମିକ ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପେସା ଗ୍ରାମସଭା ମୋବିଲାଇଜର ସଦସ୍ୟମାନେ ନିଜର ବିଭିନ୍ନ ଦାବି ନେଇ ଆଜି ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ଜୁନ୍ ୧୬, ୨୦୨୫ ରେ ସେମାନେ ଦରମା ବୃଦ୍ଧି, ସରକାରୀ ମାନ୍ୟତା, କାର୍ଯ୍ୟସୂଚୀ, ପେନ୍ସନ୍, ଇପିଏଫ୍ ସହିତ!-->!-->!-->…
ତାଜମହଲରେ ଲାଗିଲା ନିଆଁ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଆଗ୍ରାରେ ଥିବା ବିଶ୍ବ ପ୍ରସିଦ୍ଧ ତାଜମହଲର ଦକ୍ଷିଣ ଦ୍ବାରରେ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ୍ କାରଣରୁ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପରି ଘଟଣା ଗତକାଲି ସକାଳେ ଦେଖିବାକୁ ମିଳିଛି!-->…
ଇସ୍ରାଏଲୀ ବନ୍ଦୀଙ୍କୁ ଛାଡୁଛି ହମାସ
ହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ ବନ୍ଧକଙ୍କ ମୁକ୍ତ କରିବ ହମାସ ।
ଆଜି ସକାଳେ!-->!-->!-->…
ପୁଟିନଙ୍କୁ ଟ୍ରମ୍ପଙ୍କ ଧମକ, ଯୁଦ୍ଧ ବନ୍ଦ ନ କଲେ ୟୁକ୍ରେନକୁ ଦେବେ ଟୋମାହକ୍ ମିସାଇଲ
ଆମେରିକା : ରୁଷକୁ ପୁଣିଥରେ ଚେତାବନୀ ଦେଲେ ଟ୍ରମ୍ପ । ଯଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧ ବନ୍ଦ ନ କରନ୍ତି, ତେବେ ସେ ୟୁକ୍ରେନକୁ ଦୂରଗାମୀ ଟୋମାହକ୍ କ୍ଷେପଣାସ୍ତ୍ର ଦେଇପାରିବେ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଇସ୍ରାଏଲ ଯାଉଥିବା ସମୟରେ ଏହି!-->…
କରୁର ଦଳାଚକଟା : ତଦନ୍ତ କରିବ CBI
ତାମିଲନାଡୁ : ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ!-->…
କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରୁଥିବାବେଳେ ଚାଲିଗଲା ବୋଲରଙ୍କ ଜୀବନ
ଉତ୍ତର ପ୍ରଦେଶ : କ୍ରିକେଟ୍ ମ୍ୟାଚରେ ଘଟିଲା ବଡ଼ ଅଘଟଣ । ମ୍ୟାଚ୍ ବେଳେ ଚାଲିଗଲା ଖେଳାଳିଙ୍କ ଜୀବନ । ଶେଷ ବଲ୍ ବୋଲିଂ କଲେ ହଠାତ୍ ପଡ଼ିଗଲେ । ସବୁଦିନ ପାଇଁ ଦୁନିଆ ଛାଡ଼ି ଦେଲେ ବୋଲର । ଉତ୍ତର ପ୍ରଦେଶର ମୋରାଦାବାଦ ରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ବିଲାରିର ଚିନି କଳ!-->…