Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
Kcc ବ୍ୟାଙ୍କରେ କୋଟିଏରୁ ଉର୍ଦ୍ଧ ଟଙ୍କା ହଡପ କରି ନିଲମ୍ବିତ ହେଲେ ଶାଖା ପରିଚାଳକ
ମାଲକାନଗିରି : ମାଲକାନଗିରି KCC ବ୍ୟାଙ୍କ୍ ର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶୁବେନ୍ଦୁ ଖରା ୧ କୋଟି ୭ଲକ୍ଷ ୭୫ ହଜାର ଟଙ୍କା ହଡପ କରିଥିବା ନେଇ ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି। ପୋଟେରୁ ଓ ମାଲକାନଗିରି ଲ୍ୟାମ୍ପ ରେ ହିତାଧିକାରୀ ମାନେ ଋଣ ଖାତା ଓ ସେଭିଙ୍ଗ ଏକାଉଣ୍ଟ ରେ ଟଙ୍କା ଜମା!-->…
ଗଣମlଧ୍ୟମ ପ୍ରତିନିଧିଙ୍କ ପିତୃ ବିୟୋଗ…
କୋଷାଗୁମୁଡା:- 22/04/26ବସନ୍ତ ପେଗଡ଼ ) କୋଷlଗୁମୁଡା ବ୍ଲକ ସଦରର ବରିଷ୍ଠ କଂଗ୍ରେସ କର୍ମୀ ରମେଶ ଚନ୍ଦ୍ର ପାତ୍ର ଜଗଦଲପୁର ସ୍ଥିତ ଡିମରାପlଲ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି lସେ ଜଣେ ଅଞ୍ଚଳର ଜଣାଶୁଣା ସମାଜସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ନରେନ୍ଦ୍ର ପାତ୍ରଙ୍କ ପିତା!-->!-->!-->…
ଭୁବନେଶ୍ୱରରେ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍: ମାଲକାନଗିରିର ଯୁବକଙ୍କ ଚମକଦାର ସଫଳତା
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୮ ଓ ୧୯ ଅପ୍ରେଲ ୨୦୨୬ ତାରିଖରେ ଆୟୋଜିତ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍ରେ ମାଲକାନଗିରି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।ମାଲକାନଗିରିର ରୟାଲ ଫିଟନେସ ଜିମ୍ରୁ କୁରୁବାନ୍ ଅଲି ସରଦାର, ଆଦର୍ଶ!-->…
‘ନାରୀ ଶକ୍ତି ବନ୍ଦନ’ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଲା ବିଜେପି: ସଂସଦରେ ମହିଳାଙ୍କ ପ୍ରତି…
ବ୍ରହ୍ମପୁର : ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକ ଦେଶର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କର ଏହି ଆଚରଣ ସେମାନଙ୍କ ମହିଳା-ବିରୋଧୀ ମାନସିକତାକୁ!-->!-->!-->…
କୋରାପୁଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ…
କୋରାପୁଟ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ଆଜି କୋରାପୁଟ ସ୍ଥିତ ଆର୍ଟ ଗ୍ୟାଲେରୀ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ସକାଳ ୯ ଘଣ୍ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର!-->…
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କୋରାପୁଟରେ ୩୩ ଯୋଡ଼ା ବରବଧୂଙ୍କ ସାମୂହିକ ବିବାହ ସମ୍ପନ୍ନ
କୋରାପୁଟ : ଓଡ଼ିଶା ସରକାରଙ୍କ ପକ୍ଷରୁ ବାଲ୍ୟବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଏକ ବିରାଟ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ!-->!-->!-->…
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ସାମୂହିକ ବିବାହ ଉତ୍ସବ ସମ୍ପନ୍ନ
୧୧୧ ଜଣ ଦମ୍ପତିଙ୍କ ସାମୁହିକ ବିବାହ ସମ୍ପନ୍ନ
ବ୍ରହ୍ମପୁର, ୨୧ /୪: ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ୨୧ ତାରିଖ ମଙ୍ଗଳବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲନ୍ଥରା ନିକଟସ୍ଥ ମା’ ସିଦ୍ଧ ଭୈରବୀ ମନ୍ଦିର ପ୍ରାଙ୍ଗଣରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ!-->!-->!-->…
ଚୋରା ସୁନାର ହୋବ୍ ରୂପେ ଆସିକା ମହାତ୍ମାଗାନ୍ଧୀ ରୋଡ଼ ଚର୍ଚ୍ଚିତ…
ଚାଲିଛି ନୂଆ ତରିକରେ ଚୋରା ସୁନା କ୍ରୟ …..!
୮୬ ଖଣ୍ଡ କଣ୍ଟା ବାଉଁଶ ସହ ଗାଡି ଜବତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ର ଆଦିବାସୀ ବହୁଳ ଚଢ଼େୟା ପଲ୍ଲୀ ପଂଚାୟତ ର ହନୁମନ୍ତ ଛକ ଠାରୁ ଦଶପଲ୍ଲା ବନବିଭାଗ ତରଫରୁ ଚଢାଉକରାଯାଇ ଶନିବାର ରାତିରେ ୨ ଟି ଟାଟା ଗାଡି ସହ ସେଥିରେ ଆସୁଥିବା ୮୬ ଖଣ୍ଡ କଣ୍ଟା ବାଉଁସକୁ ଜବତ କରାଯାଇଥିବା ଜଣାଯାଇଛି,ଜବତ ବାଉଁଶର ମୁଲ୍ୟ ୨୦ ହଜାର!-->…
ବ୍ରହ୍ମପୁରରେ ପୁଣି ଜୀବନ ନେବା ଧମକ : ବୈଦ୍ୟନାଥପୁର ଥାନାରେ ଅଭିଯୋଗ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣିଥରେ ଜୀବନ ନେବା ଧମକ ଘଟଣା ସମ୍ମୁଖକୁ ଆସିଛି। କନିସି ମଦନପୁର ଗ୍ରାମର କେ. ସୁରେଶ ନାମକ ଜଣେ ଯୁବକ ଜାମିନରେ ବାହାରିବା ପରେ ପୁଣି ଏସ. ଯୁଧିଷ୍ଠିରଙ୍କୁ ମାରିଦେବା ପାଇଁ ସୋସିଆଲ ମିଡ଼ିଆରେ ଧମକ ଦେଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ପୂର୍ବରୁ!-->!-->!-->…