Browsing Category

ଆଞ୍ଚଳିକ

ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ମା ସାରଳା ସ୍ୱୟଂ ସହାୟକ ଗୋଷ୍ଠୀ ନାରଣାଗାଁ, ତଳପଡା ମା ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ତରଗାବାଲି ଦେବାବାଲି ସ୍ୱୟଂସହାୟକ ଗୋଷ୍ଠୀ ଆଇଟିଡିଏ ଫୁଲବାଣୀ ତରଫରୁ ମିଶନ ଜୀବିକା ଯୋଜନାରେ ଅଣ୍ଡାଦିଆ କୁକୁଡ଼ା ଯୋଗାଇ ଦିଆଯାଇଛି ପ୍ରତ୍ୟକ ଦଳ…

୨୫ ରୁ ଆରମ୍ଭ ହେବ ଏକବିଂଶ ତମ ମହାନଗର ମହୋତ୍ସବ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଆରମ୍ଭ ହେବାକୁ ଯାଉଛି ୧୧ ତମ ମହାନଗର ମହୋତ୍ସବ। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମହାନଗର ମହୋତ୍ସବ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ନାରାୟଣ ମହାଙ୍କୁଡ଼ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ସାମ୍ବାଦିକ…

ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ ୮ ଗୁରୁତର…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଆଜି ସକାଳୁ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ର ଜଣାପଡିଛି।ଅଟୋରେ ଆଠ ଜଣ ଯାତ୍ରୀ ଙ୍କୁ ନେଇ ହନ୍ତାଳ ଗୁଡା ଠାରୁ ଚିତ୍ର କୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ହଠାତ୍…

ଓଡ଼ିଶାର ପ୍ରଥମ ହିନ୍ଦୀ-ଅବଧୀ ଭାଷାର ସ୍ମାର୍ଟ ସିନେମାର ମହୁରତ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକ୍ ଅନ୍ତର୍ଗତ ଐତିହାସିକ ଗ୍ରାମ କବିତୀର୍ଥ ସାନପଦର ତୃତୀୟା ଦେବ (ଜଗନ୍ନାଥ) ମନ୍ଦିରରେ ଓଡ଼ିଶାରେ ପ୍ରସ୍ତୁତ ହେବାକୁ ଯାଉଥିବା ପ୍ରଥମ ହିନ୍ଦୀ-ଅବଧି ଭାଷାର ସିନେମା "ଦି ୱେ ଅଫ୍ ଲାଇଫ୍"ର ଶୁଭ ମହୁରତ୍ ଆଜି ଅକ୍ଷୟ ତୃତୀୟାରେ ଅନୁଷ୍ଠିତ…

ଡ଼ଃ ନୃସିଂହାନନ୍ଦ ପାଇଲେ ସଙ୍ଗମ ସାହିତ୍ୟ ରତ୍ନ ସମ୍ମାନ

ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାରୁ ସଙ୍ଗମ ସାହିତ୍ୟ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ସଙ୍ଗମ ସାହିତ୍ୟରତ୍ନ ସମ୍ମାନ ପ୍ରଦାନ କରାଯାଇଛି l ଡ଼ଃ ମହାପାତ୍ରଙ୍କୁ ଉପସ୍ଥିତ ଅତିଥିମାନେ…

ସରକାରଙ୍କୁ ଚୂନ ଲଗାଉଛନ୍ତି କେନ୍ଦୁପତ୍ର ବ୍ୟବସାୟୀ – ବିନା ରସିଦରେ ଖୋଲୁଛି ଗଣ୍ଡା ଗଣ୍ଡା ଫଡ଼ି

ମାଲକାନଗିରି// କାଲିମେଳା (୨୩/୪) : ମାଲକାନଗିରି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ବର୍ଷର ବିଭିନ୍ନ ସମୟରେ ଏଠାକାର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାଆନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରୀଷ୍ମ ଋତୁ ମଧ୍ୟବର୍ତ୍ତୀ ସମୟରେ ହଜାର…

ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାବନ୍ଧ ନିକଟସ୍ଥ ପାଗଳ ବାବା ଛକ ଠାରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ର ନୂତନ କାର୍ଯ୍ୟାଳୟ ଉଦ୍ଧଘାଟିତ l ଅକ୍ଷୟ ତୃତୀୟା ଅବସର ରେ ନିଖିଳ ଉତ୍କଳ ଦାସକାଠିଆ କଳାକାର ସଙ୍ଘ ଦ୍ୱାରା ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଦାସକାଠିଆ…

କୁଇ ଭାଷାଭିତ୍ତିକ ଶିକ୍ଷକ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ

ଦାରିଙ୍ଗବାଡ଼ି,୨୩/୪ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନ ସଂହତି କାର୍ଯ୍ୟକ୍ରମ ପକ୍ଷରୁ ୫ ଦିନିଆ ତାଲିମ ଶିବିର ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଶୁଭାରମ୍ଭ ହୋଇଛି। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ବାଲ୍ୟ ବିବାହ ରୋକିବାକୁ ଶପଥପାଠ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଅକ୍ଷୟ ତୃତୀୟା ଅବସରରେ ବ୍ଲକସ୍ତରୀୟ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ବାଲ୍ୟ ବିବାହ ରୋକିବା,…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଭଜନ ମାଁ ‘ଲୋ ବୁଢ଼ୀ ଠାକୁରାଣୀ ଉନ୍ମୋଚିତ

ବ୍ରହ୍ମପୁର: ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମାଁ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଅବସରରେ ଈଶା ଭିଜନର ପ୍ରଯୋଜନାରେ ମାଁ ବୁଢୀ ଠାକୁରାଣୀଙ୍କ ଏକ ସୁନ୍ଦର ଭଜନ ଉନ୍ମୋଚିତ ହୋଇ ଯାଇଅଛି। ତେବେ ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଅରୁଣ ମନ୍ତ୍ରୀ ରଚନା କରିଥିବା…