Browsing Category

ଆଞ୍ଚଳିକ

ପୌରପରିଷଦ ତରଫରୁ ହିଞ୍ଜିଳିକାଟୁରେ ଜଳଛତ୍ର

ହିଞ୍ଜିଳିକାଟୁ (୧୪/୪) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରରେ ହିଞ୍ଜିଳିକାଟୁ ପୌରପରିଷଦ ତରଫରୁ ପାନୀୟ ଜଳସେବା ଯୋଗାଣ ଖୋଲାଯାଇ ପଣା ବଣ୍ଟନ ବ୍ୟବସ୍ଥା କରାଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ଙ୍କ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଟର୍ଚ୍ଚରେ ଆକ୍ରମଣ

ହିଞ୍ଜିଳିକାଟୁ (୧୩।୪) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ଙ୍କୁ ଟର୍ଚ୍ଚ ଲାଇଟରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଗୁରୁତର ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ…

ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟରେ ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ତନୁଜା ସିଂହ ସଭାପତିତ୍ବ ଦାୟିତ୍ଵ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଫୁଲବାଣୀ…

କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଓ ମାନବାଧିକାର ମିଶନର ପରିବର୍ତ୍ତନ ବୈଠକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ଓ ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ଏକ ପରିବର୍ତ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ମୂଖ୍ୟ…

ଓଡିଆ ଭାଷା ସୁରକ୍ଷା ଏବଂ ବ୍ୟାବହାରିକ ସଚେତନତା ଲାଗି ଗଞ୍ଜାମ ଜିଲ୍ଲା କୋଷାଗାରର ଅଭିନବ ପ୍ରୟାସ

ଛତ୍ରପୁର(୧୩.୦୪) ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା କୋଷାଗାର ଗଞ୍ଜାମ ତରଫରୁ ପ୍ରଥମ ମାର୍ଚ୍ଚ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କୋଷାଗାର ଦ୍ବାରା…

ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

ଦାରିଙ୍ଗବାଡି (୧୩/୦୪) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ଵିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ ନେଇଁ ଆଜି ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସଭା ଗୃହରେ ବ୍ୟବସାୟୀ ଗୋଷ୍ଠୀକୁ ନେଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍‌ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ ପରେ ବି ଏହି ଦାବି ପୂରଣ…

ପତ୍ର ଏବଂ କରପତ୍ର ମାଧ୍ୟମରେ ଦଣ୍ଡୁଆମାନଙ୍କୁ ସଚେତନ କରାଇଲା ଜାଗରଣ ମଂଚ…

ଫୁଲବାଣୀ : ଗତ କିଛିଦିନ ହେଲା ଫୁଲବାଣୀ ସହରରେ ଦଣ୍ଡନାଚ ସଂପ୍ରଦାୟ ସହରବାସୀଙ୍କ ମନୋରଞ୍ଜନ ତଥା ମାନସିକ ପୁରଣ ସକାସେ ଦଣ୍ଡନାଚ ପରିବେଶଣ କରିଚାଲିଛନ୍ତି । ଗତ ତା.୨୧/୦୨/୨୨- ୨୦ ୨୩ ରିଖରେ କନ୍ଧମାଳ ଜାଗରଣ ମଂଚ ଆୟୋଜନରେ ବୌଦ୍ଧ, ଦଶପଲ୍ଲା, କନ୍ଧମାଳର ଦଣ୍ଡୁଆ ଭାଇମାନେ ଏକତ୍ରିତ ହୋଇ…

ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜୀବନ ଅସ୍ତବ୍ୟସ୍ତ

ବ୍ରହ୍ମପୁର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ଦିନକୁ ଦିନ ବୃଦ୍ଧି ପାଉଛି ତାପମାତ୍ରା | ବ୍ରହ୍ମପୁର ସହରରେ ଅସ୍ତବ୍ୟସ୍ତ ହୋଇପଡୁଛି ସାଧାରଣ ଜୀବନ ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରୁ ଅଧିକା ରହିଛି । ଏହି ଗ୍ରୀଷ୍ମକୁ ନେଇ ଚିନ୍ତାରେ ଲୋକେ । ଚଳିତ…

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ…

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ମିଳିଛି ବଡ଼ ସଫଳତା | ମୋହନାରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ ଜଣେ ଗିରଫ ହୋଇଛି। ଆଜି ପୂର୍ବାହ୍ନ ରେ ବିଶେଷ ସୂତ୍ରରୁ ଖବର ପାଇଁ ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳରେ ଯାଞ୍ଚ କରିଥିଲା ଅବକାରୀ…