Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବ୍ରହ୍ମପୁର ଷ୍ଟେସନର ବିକାଶ ଓ ରେଳ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଇଷ୍ଟ-କୋଷ୍ଟ ଡି.ଜି.ଏମ ଓ ସି.ପି.ଟି.ଏମ ଙ୍କ ସହ…
ବ୍ରହ୍ମପୁର : ଓଡ଼ିଆ ର ସର୍ବ ପୁରାତନ ବ୍ରହ୍ମପୁର ରେଳ ଷ୍ଟେସନର ବିକାଶ, ବ୍ରହ୍ମପୁର ଠାରେ ରେଳ ଟର୍ମିନାଲ ପ୍ରତିଷ୍ଠା ଓ ଦକ୍ଷିଣ ଓଡ଼ିଶାରେ ଦଶକ ଦଶକ ଧରି ପଡି ରହିଥିବା ରେଳ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରି ସାରିବା ପାଇଁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆଜି ପୂର୍ବତଟ ରେଳବାଇର ଉପ-!-->!-->!-->…
ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା
ବ୍ରହ୍ମପୁର : ପବିତ୍ର ଚୈତ୍ରମାସ ତୃତୀୟ ମଙ୍ଗଳବାର ପାଇଁ ମାଁ ବୁଢୀ ଠାକୁରାଣୀ ମନ୍ଦିରରେ ପ୍ରବଳ ଭିଡ ଲାଗି ରହିଥିଲା । ଶ୍ରଦ୍ଧାଳୁ ମାନେ ଧାଡି ବାନ୍ଧି ମାଁ ଦର୍ଶନ କରିବା ସହିତ ପଣା, ନୈବେଦ୍ୟ ଆର୍ପଣ କରି ପୂଜାର୍ଚ୍ଚନା କରିଥିଲେ।
ଚଳିତ ବର୍ଷ ମାଁ ଯାତ୍ର ହେବାକୁ ଥିବା ବେଳେ!-->!-->!-->!-->!-->…
ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ମାଁ ଙ୍କ ଆସ୍ଥାୟୀ ପୀଠ କାର୍ଯ୍ୟ ଶେଷ ପର୍ଯ୍ୟାୟରେ
ବ୍ରହ୍ମପୁର : ଆସନ୍ତା ଏପ୍ରିଲ ୪ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଯାତ୍ରା ମେ୧ତାରିଖରେ ସମାପନ ହେବ।ଯାତ୍ରକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଉପରେ ଅଧିକା ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ।ଗତବର୍ଷ କୋଭିଡ କଟକଣା ରେ ଯାତ୍ର ଅନୁଷ୍ଠିତ ହୋଇଥିଲା, ତେବେ ଚଳିତ ବର୍ଷ ଅଧକା!-->…
ମାଁ ଶ୍ୟାମଳାଈ ପୀଠରେ ଭକ୍ତଙ୍କ ଭିଡ଼…
ହିଞ୍ଜିଳିକାଟୁ : ମାଁ ଶ୍ୟାମଳାଈ ଙ୍କ ଚୈତ୍ର ପର୍ବ ତୃତୀୟ ପାଳୀ ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୁଆଁବୁରୁପଡା ନୀକଟ ମାଁ ଶ୍ୟାମଳାଈ ପୀଠରେ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି । ଏହାକୁ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ସେଥିପାଇଁ ହିଞ୍ଜିଳି ପୋଲିସ ପ୍ରଶାସନ!-->…
ଉମରକୋଟର ପ୍ରସିଦ୍ଧ ମାଁ ଠାକୁରାଣୀ ଯାତ୍ରା ମହା ଧୁମଧାମରେ ଆଜିଠାରୁ ଆରମ୍ଭ…
,ଉମରକୋଟ : ଉମରକୋଟ ସହରରେ ପ୍ରତ୍ୟକ ବର୍ଷ ଚୈତ୍ର ମାସରେ ମହା ଧୁମ ଧାମରେ ଶ୍ରୀ ଶ୍ରୀ ମାଁ ଜଗତ ଜନନୀ ଠାକୁରାଣୀ ଯାତ୍ରା ଦୀର୍ଘ ନଅ ଦିନ ଧରି ପାଳନ କରାଯାଉଥିଲା | କିନ୍ତୁ ବିଗତ ୨ ବର୍ଷ ମହାମାରୀ କରୋନା କାରଣରୁ ଏହି ଉତ୍ସବଟି ବନ୍ଦ ଥିଲା | ଏବର୍ଷ କଟକଣା ନ ଥିବାରୁ ଉମରକୋଟ ସହରରେ!-->…
୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ମନେପଡ଼ିବା ଦୁର୍ଭାଗ୍ୟଜନକ: ବିଜେପି
ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରାଥମିକ ନିର୍ବାଚନ ପ୍ରଚାର କରିଛନ୍ତି । ୨୪ ବର୍ଷ ପରେ ଉପେକ୍ଷିତ ଗଞ୍ଜାମକୁ ଏକ ନମ୍ବର କରିବାକୁ ସପନ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ରାଜନୀତି!-->…
ଫୁଲବାଣୀ ବନାନୀ କଳା ସଙ୍ଗମ ପକ୍ଷରୁ, ବିଶ୍ଵନାଟ୍ୟ ଦିବସ ୨୦୨୩ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବନାନୀ କଳା ସଙ୍ଗମ ଠାରେ ବିଶ୍ଵ ନାଟ୍ଯ ଦିବସ ୨୦୨୩ ପାଳିତ ହୋଇ ଯାଇଛି l ଏହି ଅବସରରେ ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ "ଦୁନିଆ ଏକ ରଙ୍ଗ ମଞ୍ଚ" ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଉକ୍ତ!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆଜିର ଅନୁଷ୍ଠିତ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ରେ ଜିଲ୍ଲାପାଳ ଡ. ପରାଗ ହର୍ଷ ଗଭାଲୀ ଓ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ଯୋଗ ଦେଇ!-->…
ଦଣ୍ଡନାଚ ଅଧିକାରୀଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା, ଜଣେ ଗିରଫ
ହିଞ୍ଜିଳିକାଟୁ (୨୭।୩) : ହିଞ୍ଜିଳି ଥାନା ସାରୁ ଗ୍ରାମରେ ରବିବାର ସଂଧ୍ୟାରେ ଦଣ୍ଡକାଳୀ ନାଚ ଧୋବା ପୁଂଜାର ଅଧିକାରୀ ଟୁନା ସେଠୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ଘଟଣାରେ ହିଞ୍ଜିଳି ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସାରୁ ଗ୍ରାମର ସୁଶାନ୍ତ ସେଠି। ହିଞ୍ଜିଳି ପୋଲିସ!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ସରସ୍ୱତୀ ସଂସ୍କାର କେନ୍ଦ୍ର ଉଦ୍ଘାଟିତ…
ଫୁଲବାଣୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଆନୁକୂଲ୍ୟରେ ଏକ ସରସ୍ବତୀ ସଂସ୍କାର କେନ୍ଦ୍ର ଉଦ୍ଘାଟନ କରାଯାଇଥିଲା । ଉଦ୍ଘାଟନୀ ଉତ୍ସବରେ ଦକ୍ଷିଣ-ପୂର୍ବ ସମ୍ଭାଗର ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଫୁଲବାଣୀ ବିଭାଗ ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ, ଫୁଲବାଣୀ!-->…