Browsing Category

ଆଞ୍ଚଳିକ

ସ୍ଵତନ୍ତ୍ର ଉନ୍ନୟନ ସଭ୍ୟସଭ୍ୟାମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ : ପ୍ରଦୀପ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ସ୍ଵତନ୍ତ୍ର ଉନ୍ନୟନ ପରିଷଦର ମାନନୀୟ ଉପଦେଷ୍ଟା ପ୍ରଦୀପ ମାଝି ଏହି ସମ୍ବର୍ଦ୍ଧନା ସଭାରେ…

୧୮ ନଂ ୱାର୍ଡ଼ ଅନ୍ତର୍ଗତ ତ୍ରିବେଣୀ ନଗର ଅଞ୍ଚଳରେ ବଡ଼ନାଳ ନିର୍ମାଣ କରିବା ଦାବୀ…

ବ୍ରହ୍ମପୁର : ତ୍ରିବେଣୀ ନଗର ଅଚଂଳରେ ଥିବା ବଡ଼ ନାଳ ନିର୍ମାଣ କରିବା ପାଇଁ ବାରମ୍ବାର ଦାବୀ ହୋଇଛି । ଏହି ନାଳର ପୁର୍ନରୁଦ୍ଧାର ହୋଇନଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନରେ ଦେଖାଦେଇଛି ସମସ୍ୟା । । ନାଲର ସ୍ଥାନେ, ସ୍ଥାନେ ପୋଲିଥିନ ଏବଂ ଘାସ, ଅଳିଆ ଆବର୍ଜନା ରେ ପୋତି ହୋଇଯାଇଛି ବଡ଼ ନାଳ।।…

ବିଜୁ କନ୍ୟାରତ୍ନ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୧୦/୩ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ହିଂଜିଲିକାଟୁ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଜୁ କନ୍ଯା ରତ୍ନ ଯୋଜନା ଉପରେ ଜନପ୍ରତିନିଧିଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ…

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଶାଳ ମହିଳା ସମାବେଶ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି ମହିଳା ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ତତ୍ତ୍ୱବଧାନରେ ଏବଂ ଯୁବ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ହଜାର ହଜାର ମହିଳା ଯୋଗଦେଇଥିଲେ। ମହିଳାଙ୍କୁ ସଶକ୍ତ…

ବିଜୁଳି ମାଡ଼ରେ ଜଳିଲା ନଡ଼ିଆ ଗଛ…

ଟିକିରି : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ପୋଡାପାଡି ପଞ୍ଚାୟତ ଆଜି ୫ଟା ୧୫ ମିନିଟ ସମୟରେ ଘଡ ଘଡ଼ି ହେବା ସହ ଅଳ୍ପ ବର୍ଷା ସେହି ସମୟ ପୋଡାପାଡି ପଞ୍ଚାୟତ ମୁଣ୍ଡା ଗାଁ ଗ୍ରାମ ର ଉଦୟ ପାତ୍ର ଙ୍କ ନଡ଼ିଆ ଗଛ ରେ ବିଜୁଳି ମାଡ ହୋଇ ହୁତ ହୁତ ଜଳି ଯାଇଛି। ସେହି ସମୟରେ ତାଙ୍କ ସ୍ତ୍ରୀ ଘର…

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ…

ସୁନ୍ଦରଗଡ଼/ ରାଉରକେଲା : ଆଜି ଦୁଇ ଦିନିଆ ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଉରକେଲା ସହରର ବିର୍ସା ଛକଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌…

ମାଟ୍ରିକ ପରୀକ୍ଷା : କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ

ଫୁଲବାଣୀ : ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ -୨ ମାଟ୍ରିକ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ…

ନିଃସର୍ତ୍ତ ନ୍ୟୁଜର ମହାପ୍ରଭାବ ରେ ନୂତନ ଅଧ୍ୟାୟ : ଶବରୁ ଶୋଷଣ, ଫରେଷ୍ଟ୍ର ପରେ ବଳି ପଡିଲେ ରେଞ୍ଜର…

ମୃତ ବ୍ୟକ୍ତିଙ୍କ ଟଙ୍କା ହଡ଼ପ ଘଟଣାରେ ଛୋଟ ମାଛ ପରେ ବଡ଼ ମାଛ ମଧ୍ୟ ହରଡ଼ଘଣାରେ ମାଲକାନଗିରି/କୁଡୁମୁଲୁଗୁମ୍ମା : ଜଙ୍ଗଲ ବିଭାଗରେ ହୋଇଥିବା ଏକ ଅତ୍ୟନ୍ତ ଅମାନବୀୟ ଦୁର୍ନୀତି ଘଟଣାର ଖବର ନିସର୍ତ୍ତ ପୋର୍ଟାଲରେ ପ୍ରକାଶ ପାଇବା ପରେ ସଂପୃକ୍ତ ବିଭାଗ ପକ୍ଷରୁ ପ୍ରଥମେ ଫରେଷ୍ଟର ଓ…

ଜାତୀୟ ବିଦ୍ୟୁତସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୪ ଦାରିଖ ଠାରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ ହେବ। ବିଦ୍ୟୁତ…

ଆରମ୍ଭ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା…

ବ୍ରହ୍ମପୁର : ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷା କେନ୍ଦ୍ର ମାନଙ୍କରେ ଘଣ୍ଟାଏ ଆଗରୁ ପହଞ୍ଚିବ ପ୍ରଶ୍ନପତ୍ର ପହଞ୍ଚି ଥିବା ବେଳେ ଗୋଟାଏ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀ ମାନେ ଧାଡି ବାନ୍ଧି ନିଜ ନିଜ ପରୀକ୍ଷା କେନ୍ଦ୍ର କୁ ପ୍ରବେଶ…