Browsing Category

ଆଞ୍ଚଳିକ

ଚିତ୍ରକୋଣ୍ଡା ପୋଲିସ ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ…

ଚିତ୍ରକୋଣ୍ଡା : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଚିତ୍ରକୋଣ୍ଡା ପୋଲିସ ବିଭାଗ ପକ୍ଷରୁ ଏକତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଥିଲା ଏଥିରେ ଚିତ୍ରକୋଣ୍ଡା ପୋଲିସ ସୁରକ୍ଷାବାହିନୀ ସଦସ୍ୟମାନେ ଓ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗଜପତି ନଗରରୁ ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି l ସ୍ଥାନୀୟ ବାସିନ୍ଦା ଉକ୍ତ ପକ୍ଷୀକୁ ଦେଖିବା ପରେ ପରିବେଶ ପ୍ରେମୀ ପି. ଅରବିନ୍ଦ ଦେଶିବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ପହଞ୍ଚି ଆହତ ପକ୍ଷୀ ଟିକୁ ଉଦ୍ଧାର

ଲୈାହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ୧୫୦ ତମ ଜୟନ୍ତି : ଆସିକା ପୋଲିସ ପକ୍ଷରୁ ଗଣଦୈାଡ

ବ୍ରହ୍ମପୁର : ଏକତା ପାଇଁ ଦୈାଡିବା ଏବଂ ରାଷ୍ଟ୍ର ପାଇଁ ନିର୍ମାଣ ପାଇଁ ସଜାଗ ହେବା ବାର୍ତା ନେଇ ଆଜି ଲୈାହମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତି ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି । ଏହି ଅବସରରେ ଆସିକା ପୋଲିସ ପକ୍ଷରୁ ଏକ ଗଣଦୈାଡ ପ୍ରତିଯୋଗିତା କାର୍ଯ୍ୟକ୍ରମ

ସଂକୀର୍ତ୍ତନ କଳାକାରମାନେ ସମାଜର ମୋକ୍ଷକାମୀ : ସୁରେନ୍ଦ୍ର ଜେନା

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ବନ୍ଧୁ ମିଳନ ଉତ୍ସବ ଭଞ୍ଜନଗର ଉପକଣ୍ଠ ଜିଲୁଣ୍ଡି ଗ୍ରାମସ୍ଥ କୋଠ ଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କୁ ମହାବୀର ନଦିୟା ସଂଘ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣଦୌଡ଼ ଅନୁଷ୍ଠିତ

ମାଲକାନଗିରି : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାଲକାନଗିରି ଠାରେ ଆୟୋଜିତ ହୋଇଯାଇଅଛି ଏକ ଗଣଦୌଡ଼।ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ

ରାୟଗଡ଼ା ୟୁଜିଏମ୍ଆଇଟିରେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ: ଛାତ୍ରୀଙ୍କ ଧାରଣା

ରାୟଗଡା : ରାୟଗଡ଼ାସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (UGMIT)ରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ଅନୁଷ୍ଠାନ ସମ୍ମୁଖରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ 'ନ୍ୟାୟ ଦିଆଯାଉ' ବୋଲି ବିକ୍ଷୋଭ

ରାୟଗଡ଼ା ରାଷ୍ଟ୍ରୀୟ ଏକତା ଦିବସ ପାଳନ : “ପଦଯାତ୍ରାକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ”

"ରାଷ୍ଟ୍ରୀୟ ଏକତା ଶପଥ ନେଲେ ସମସ୍ତ କର୍ମଚାରୀ " ରାୟଗଡା : ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ନିର୍ଦ୍ଦେଶ କ୍ରମେ ରାୟଗଡ଼ାରେ 'ଏକତା ପାଇଁ ଦୌଡ଼' (Run

ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହେଲେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ

ଛତ୍ରପୁର : ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗର ନିବାସୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ( ୭୫) ପରଲୋକ ଘଟିଛି । ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି, ଏନେଇ ଅଂଚଳ ରେ ଶୋକ ରେ ଛାୟା ଖେଳି ଯାଇଛି, ସେ ଜଣେ ମେଳାପୀ, ପରୋ ପକାରୀ, ଧାର୍ମିକ ଏବଂ ଦକ୍ଷ ଆଇନଜୀବି

ଦୁର୍ନୀତି ନିବାରଣ ପାଇଁ ଟିପିଏସ୍ଓଡିଏଲର ୱାକାଥନ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରଠାରେ ଦୁର୍ନୀତି ନିବାରଣ ସଚେତନତା ମାସ ୨୦୨୫ ଅବସରରେ ୱାକାଥନ ଆୟୋଜିତ ହୋଇଛି। ଯାହା କମ୍ପାନୀର ସତ୍ୟନିଷ୍ଠା, ସ୍ବଚ୍ଛତା ଏବଂ ନୈତିକ ଶାସନ ପ୍ରତି ଥିବା ତା’ର ପ୍ରତିବଦ୍ଧତାକୁ

ମାଥିଲିରେ ଦୁର୍ନୀତି ନିବାରଣ ସପ୍ତାହ ନେଇ ସଚେତନତା ଶୋଭାଯାତ୍ରା

ମାଲକାନଗିରି : ଆଜି ଦୁର୍ନୀତି ନିବାରଣ ଶାଖା ଓ ମାଥିଲି ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପ୍ରଶାସନ ତରଫରୁ ବିଦ୍ୟାଳୟ ର