Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯୀଶୁଙ୍କ ଦୁଇଦିନିଆ ପୁନରୁତ୍ଥାନ ପର୍ବ ଉଦଯାପିତ
କନ୍ଧମାଳ, ତା, ୦୭/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆର ବିଭିନ୍ନ ଚର୍ଚ୍ଚ ରେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁଉତଥାନ ପର୍ବ ବହୁ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ସ୍ଥାନୀୟ କାଥଲିକ୍ ଚର୍ଚ୍ଚ ରେ ଧର୍ମ ଯାଜକ ପ୍ରଦୋଷ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଦିବ୍ୟ ଯଜ୍ଞର!-->…
ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା
ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସଛତ୍ରପୁର : ଆଜି ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା ସ୍ଥାନୀୟ ଋଷିକୂଲ୍ଯା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଓ୍ବି କୀର୍ତ୍ତି ଓ୍ବାସନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ!-->…
ଶିଶୁ କଥା ଦିବସ ଓ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖେଳକୁଦ ସହିତ ମନଦେଇ ପାଠ ପଢିବା ପାଇଁ ଜିଲ୍ଲାପାଳଙ୍କ ପିଲାମାନଙ୍କୁ ପରାମର୍ଶ
ଛତ୍ରପୁର ( ୦୭/୦୪) : ଓଡ଼ିଆ ଭାଷା ଓ ଭୂଷଣ, ସୃଜନ ଓ ସାହିତ୍ୟ, ଜୀବନ ଓ ଜାଗତିକ ଚେତନା, ପ୍ରଲୁବ୍ଧ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂସ୍କୃତିର ସରଳ ଓ ସତୀର୍ଥ ସମାହାର ହେଉଛି ବର୍ଣ୍ଣବୋଧ। ଏହା ମଧ୍ୟରେ!-->!-->!-->!-->!-->…
ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ଯୁବ ରେଡକ୍ରସ, ରେଡ ରିବନ କ୍ଲବ, ଜାତୀୟ ସେବା ଯୋଜନା ଏବଂ ଭାରତୀୟ ସ୍କାଉଟ ଆଣ୍ଡ ଗାଇଡର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ!-->…
ନନ୍ଦପୁରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର….
(୩୦ ଅଭିଯୋଗର ସମୀକ୍ଷା)
କୋରାପୁଟ :-07/04/26(ରିପୋର୍ଟ -ବସନ୍ତ ପେଗଡ଼ ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଶୋଭାଗୃହରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଙ୍କ ଅଧ୍ୟକ୍ଷତାରେ ବ୍ଲକ!-->!-->!-->!-->!-->…
ରାଜସୁନାଖଳା ଦଣ୍ଡନାଚ କଳାକାରଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼ ,୬/୪(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଗ୍ରାମ ପଞ୍ଚାୟତ ସ୍ଥିତ ମା ବେଢାକାଳିକା,କାମନା ଗୋସାଇଁ ଦଣ୍ଡ ନାଟ୍ୟ ପରିଷଦର କଳାକାର ମାନଙ୍କୁ ଅଙ୍କୁଲାପାଟଣା ସାହି ତରଫରୁ ଆୟୋଜିତ ନାଟ୍ୟ ମଞ୍ଚରେ ସମସ୍ତ କଳାକାରଙ୍କୁ ନେଇ ଏକ ପ୍ରତିଭା ସମ୍ବର୍ଦ୍ଧନା!-->…
ବ୍ରହ୍ମପୁର ରେଶମ ସହର ରେ (ସିଲ୍କ ସିଟି )ମହୋତ୍ସବ ଓ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ…
ବ୍ରହ୍ମପୁର : ଓଡ଼ିଶାର ରେଶମ ସହର ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଛି ରେଶମ ସହର ମହୋତ୍ସବ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପରିସର ଷ୍ଟାଡିୟମ୍ ଠାରେ ଆଜି ଅପ୍ରେଲ ୬ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ମହୋତ୍ସବ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ lଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି!-->…
ବ୍ରହ୍ମପୁରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି…
ବ୍ରହ୍ମପୁର : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୦୯ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା । ସେଥି ମଧ୍ୟରୁ ୯୮ ଟି ବ୍ୟକ୍ତିଗତ ଅଭିଯୋଗ!-->…
ଅସାବଧାନ ଓଭରଟେକିଂ ପାଇଁ ଭୟାବହ ଦୁର୍ଘଟଣା: ଅଳ୍ପକେ ବଞ୍ଚିଲେ ପରିବାର, ଡ୍ରାଇଭର ଫେରାର
ଉମରକୋଟ/ଝୋରୀଗାଁ : ନବରଙ୍ଗପୁର ଜିଲ୍ଲା ଝୋରୀଗାଁ ବ୍ଲକ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତ ଗତି ଓ ବେପରୁଆ ଭାବେ ଓଭରଟେକ କରିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ବଡ଼ ଧରଣର ଦୁର୍ଘଟଣାରେ ପିଣ୍ଟୁ!-->…
ଜାତିଆଣ ଭେଦଭାବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ : ଉଭୟ ପକ୍ଷରୁ ୨ ମାମଲା ରୁଜ୍ଜୁ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହଁ । ବାରୀ ଗାଁର ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୨ ମାମଲା ରୁଜ୍ଜୁ ହୋଇଛି । ୪ ଦିନ ପୂର୍ବେ ଗାଁ ପୋଖରୀରେ ଗ୍ରାମର ଜଣେ ବାଳକ ଗାଧୋଉ ଥିବା ବେଳେ!-->…