Browsing Category

ଆଞ୍ଚଳିକ

ଏମ କେ ସି ଜି ମେଡିକାଲରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା —

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୀର୍ଘ ଚାରିମାସ ରହିଥିଲେ ବ୍ରହ୍ମପୁର ଜେଲରେ। ପେଟ ଯନ୍ତ୍ରଣାରେ ଛଟପଟ ହେବା ପରେ ଆଜି ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ଜେଲ କର୍ତ୍ତୃପକ୍ଷ। ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ

ଛଅ ହଜାର ହିତାଧିକାରୀଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କର : ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର, ତା. ୧୦.୨.୨୦୨୬:ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ସମସ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ଛଅ ହଜାର ଯୋଗ୍ୟ ନୂତନ ବୃଦ୍ଧ–ବୃଦ୍ଧା ହିତାଧିକାରୀଙ୍କୁ ଗତ ଦୁଇ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ନ କରାଯିବା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁଃଖଜନକ ବିଷୟ ବୋଲି ମାନବ ଅଧିକାର

ନିର୍ମାଣଧିନ ପୋଲର କାର୍ଯ୍ୟ ନିମ୍ନ ମାନର ହେତୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଗ୍ରାମବାସୀଙ୍କ…

ମାଲକାନଗିରି,୧୦/୦୨ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିମଟାପାଲି ପଞ୍ଚାୟତର ଏମଭି-୧୧୯ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ଆରଡି-୨ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ନେଇ ପୂର୍ବରୁ ଟେଣ୍ଡର ପ୍ରକାଶ ପାଇଥିବା ବେଳେ ଏହି

ସୁଭଦ୍ରା ଶକ୍ତି ମେଳା ର ଦ୍ୱିତୀୟ ସନ୍ଧ୍ୟା: କନ୍ଧମାଳ ଜିଲ୍ଲା ମହିଳା ସଶକ୍ତି କରଣରେ ଆଗୁଆ ଜିଲ୍ଲା- ଉପ…

ବାଲିଗୁଡ଼ା,: ତା, ୧୦/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଓଡିଶା ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି

ଖଇରପୁଟ ବ୍ଲକ ବଡଡୁରାଲ ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…

ମାଲକାନଗିରି, ୯/୨/୨୬: ଖଇରପୁଟ ବ୍ଲକ ବଡଡୁରାଲ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୫୫ ଟି ଅଭିଯୋଗ ଗୁଡ଼ିକର ଶୁଣାଣୀ ହୋଇଥିଲା । ତନ୍ମଧ୍ୟରୁ ୧୬ ଟି ବ୍ୟକ୍ତିଗତ ଓ ୩୯ ଟି

ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ…

ମାଲକାନଗିରି, ୯/୨/୨୬:ବଣ୍ଡାଘାଟିରେ ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳ ପ୍ରଥମେ ବଡଡୁରାଲ ଗ୍ରାମ ପଞ୍ଚାୟତର ସୀସାପୁଟ ଗ୍ରାମ ଗସ୍ତ କରି ମୁଖ୍ୟମନ୍ତ୍ରୀ ଜନଜାତି ମିଶନ ଅଧୀନରେ ଚାଲିଥିବା ପରିବା ଚାଷ କ୍ଲଷ୍ଟର ବୁଲି

ନାଟ୍ୟ ନିର୍ଦ୍ଦେଶକମାନେ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ସାଜିବା ଉଚିତ : ସୀମାନ୍ତ ନଟରାଜ

ବେଲଗୁଣ୍ଠା : ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକୋତ୍ସବ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର

ନୂଆଗାଁ ବ୍ଲକ୍ କଂଗ୍ରେସ ସଭାପତି ହେଲେ ଅଶୋକ

ନୟାଗଡ଼: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଳକ୍ ଓ ଏନଏସି ସଭାପତି ମାନଙ୍କର ନାମ ଘୋଷଣା କରାଯାଇଛି। ନୂଆଗାଁ ବ୍ଳକ୍ ସଭାପତି ଭାବେ ଅଶୋକ ନାୟକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ଫଳରେ ଏନେଇ ଅଶୋକ ପିସିସି ସଭାପତି ଭକ୍ତଚରଣ ଦାସ, ଏଆଇସିସି ଅଧ୍ୟକ୍ଷ

ଓଡ଼ଗାଁ ମଣ୍ଡଳସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରବୋଧନ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଜବାହରଲାଲ ବିଦ୍ୟାପୀଠରେ ଓଡ଼ଗାଁ ମଣ୍ଡଳ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପ୍ରବୋଧନ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ଵି.ଆର.ସି.ସି ରାଜକିଶୋର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରଥମ

ଉପଖଣ୍ଡ କ୍ରୀଡା ସଂଘକପ : ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଫାଇନାଲରେ ସମ୍ବଲପୁର ବନାମ ଫୁଲବାଣୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଯୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ବରଗଡ଼ ସହ ଜେ.ଡି. କ୍ଲବ-ଫୁଲବାଣୀ ର