Browsing Category

ଆଞ୍ଚଳିକ

କିଶୋର କିଶୋରୀ ମେଳା ଅନୁଷ୍ଠିତ…

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଠାରେ କିଶୋର କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁବିକାଶ ଯୋଜନା ଆନୁକୁଲ୍ୟରେ ଓ ଶିଶୁ ବିକାଶ ଅଧିକାରିଣୀ ଶ୍ରୀମତୀ ହରପ୍ରିୟା ମେହେରଙ୍କ ତ୍ବତ୍ବାବଧାନରେ ୧୫ ବର୍ଷରୁ ୧୯ ବର୍ଷ ର କିଶୋର କିଶୋରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ…

ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁନେଲି ମୃତ୍ୟୁର ୭ଦିନପରେ ଚିନ୍ତାରେ ବାପର ମୃତ୍ୟୁ…

ଦାରିଙ୍ଗବାଡ଼ି, ୧୯/୦୧ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରିଗୁଡା ଗ୍ରାମ ପଂଚାୟତରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଯାହାକି ଉଲିପଦର ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଡୁଥିବା ଝିଅ ସୁନେଲି ମାଝୀର ମୃତ୍ୟୁରେ ଭାଙ୍ଗି ପଡି ପ୍ରାୟ ୭ ଦିନ ଭିତରେ ବାପା କୁଟିସା…

ଲଜିଷ୍ଟିକ ଗୋଦାମରୁ ଚୋରି ଘଟଣା : ଚୋରି ସାମଗ୍ରୀ ଉଦ୍ଧାର, ସେଲସ ମ୍ୟାନଙ୍କ ସମେତ ୨ ଗିରଫ…

ବ୍ରହ୍ମପୁର : ଗୋସାଣିନୂଆଗାଁ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଚଳିତ ମାସ ୧୬ ତାରିଖରେ ଖଜୁରିଆ ଜାତୀୟ ରାଜପଥ ସ୍ଥିତ ବଜରଙ୍ଗି କମ୍ପ୍ଲେସ ନିକଟରେ ଥିବା ଏକ ଲଜି​ଷ୍ଟିକ ଗୋଦାମରୁ ୨ ଲକ୍ଷ ୫୦ହଜାର ଟଙ୍କାର ବିଭିନ୍ନ ମୋବାଇଲଚୋରି ଘଟଣାରେ ଆଜି ଗୋସାଣିନୂଆଗାଁ ଥାନା ପୁଲିସ ଦୁଇ…

ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗାଳିଗୁଲଜ ସହ ମାଡ ଥାନାରେ ଏତଲା

ଫୁଲବାଣୀ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହିତାଧିକାରୀଙ୍କ ନା ନଥିବାରୁ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲମୀ ପଂଚାୟତର ଜଣେ ହିତାଧ୍ୟାକାରୀ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଂଜିତ କହଁରଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ । ପିଇଓ କହଁର ପଂଚାୟତ ରେ ଭତ୍ତା ବାଣ୍ଟୁଥିବା…

ଶିକ୍ଷାସୁରକ୍ଷା ରୋଜଗାର ଦାବୀରେ ଛାତ୍ର ଆକ୍ରୋଶ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଏବିଭିପି ଛାତ୍ର ସଂଗଠନର କର୍ମକର୍ତ୍ତା ସମେତ ହଜାର ହଜାର ଛାତ୍ରଛାତ୍ରୀ ଏକ ବିଶାଳ ରାଲିରେ ସ୍ଥାନୀୟ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସର ରୁ ବାହାରି ଫୁଲବାଣୀ କରୋନେସନ ପଡିଆରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ…

ଜ୍ୱାଇଁର ଛୁରାମାଡ଼ରେ ଶଶୁର ମୃତ ; ଅଭିଯୁକ୍ତ ଜ୍ୱାଇଁକୁ ଅଟକ ରଖିଛି ପୋଲିସ୍‌…

ବାଲିଗୁଡ଼ା : ଜ୍ୱାଇଁର ଛୁରା ମାଡ଼ରେ ଶଶୁରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଗୁଳିମରା ସାହିର ଟୁନା ପ୍ରଧାନ। ଖବର ଅନୁସାରେ, ଟୁନା ପ୍ରଧାନଙ୍କ ଝିଅ ବ୍ରହ୍ମପୁର ଗେଟ ବଜାର…

ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍ ସମସ୍ୟା ଜନିତ ଅନ୍ତର୍ଜାତୀୟ କର୍ମଶାଳା…

ଗୋପାଳପୁର : ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ସମ୍ମିଳନୀ କକ୍ଷରେ ଭାରତ-ଇଂଲାଣ୍ଡ ମିଳିତ କାର୍ଯ୍ୟକ୍ରମରେ ‘ସାମୁଦ୍ରିକ ପରିବେଶରେ ପ୍ଲାଷ୍ଟିକ୍‌’ ଶୀର୍ଷକ ଏକଦିବସୀୟ ଅନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

ଫିରିଙ୍ଗିଆ ବ୍ଲକରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ବ୍ଲକ ର ପଞ୍ଚମ ସାଧାରଣ ବୈଠକ ତଥା 2023 ମସିହାରେ ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ବିଡ଼ିଓ ରଶ୍ମିରଂଜନ ମହନ୍ତ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ପଂଚାୟତ ସମିତି ଅଧକ୍ଷା ନମିତା କହଁର…

ରାୟଗଡ଼ା ଲୋକଙ୍କ ମନରେ ଦୁଃଖ ଦେଲା ଚଇତି ପ୍ରସ୍ତୁତି ଅବ୍ୟବସ୍ଥା…

ରାୟଗଡ଼ା : ରାୟଗଡ଼ା ଜିଲା ଏକ ଆଦିବାସୀ ବହୁଳ ଅଂଚଳ ହୋଇଥିବାରୁ ୨୦୦୫ ମସିହାରେ ଆରମ୍ଭ ହୋଇଥିଲା ଜିଲାର ପ୍ରଥମ ଲୋକ ମହୋତ୍ସବ ଚଇତି । ବିଶେଷ ଭାବେ ଅଞ୍ଚଳ ଲୋକକଳା, ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବା ଚଇତି ମହୋତ୍ସବର ମୁଖ୍ୟ ଉଦେଶ୍ୟ । ହେଲେ ବର୍ତମାନ ବଦଳି ଯାଇଛି…

ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ବିଶ୍ୱକପ୍ ଟ୍ରଫି ସ୍ୱାଗତ, ଜନସାଧାରଣଙ୍କ ଭିତରେ ଉତ୍ସାହ…

ସୁନ୍ଦରଗଡ଼ : ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁକୁ ଗାଁ ବୁଲୁଛି ବିଶ୍ୱକପ୍ ଟ୍ରଫି। ଗତ ୧୬ ତାରିଖରୁ ଲେଫ୍ରପିଡ଼ା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ବୁଧବାର ଦିନ ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ପହଞ୍ଚିଥିଲା। ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବପିଢ଼ି, ମହିଳା ସ୍ୱୟଂ…