Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସପ୍ତାହ ଵ୍ୟାପି ପ୍ରବଚନ ଉଦଯାପିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସପ୍ତାହବ୍ୟାପୀ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଯାଇଛି । ଏହି!-->…
ବିଜୁ ପଟ୍ଟନାୟକ ବନ୍ୟ ଜୀବ ସଂରକ୍ଷଣ ନିମନ୍ତେ ପୁରସ୍କୃତ ଓ ସମ୍ମାନିତ ହେଲେ ପକ୍ଷୀରାଣୀ ଦୀପା …
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏକ ବନ ବହୁଳ ଜିଲ୍ଲା ଅଟେ l ଗତ ୧୦ ବର୍ଷ ଧରି ଘର ଚଟିଆ ସଂରକ୍ଷଣ ନିମନ୍ତେ କାର୍ଯ୍ୟକରୀ ଆସୁଛନ୍ତି ଦିପାରାଣୀ ନାୟକ l ମାଲକାନଗିରି ମହାବିଦ୍ୟାଳୟ ରେ ବାଣିଜ୍ୟ ରେ +୩ ପଢ଼ିବା ପରେ ଖଲିକୋଟ ଚାରୁକଳା ମହାବିଦ୍ୟାଳୟରୁ ଭାରତୀୟ ମୁଦ୍ରଣ ଚିତ୍ରକଳା ରେ!-->…
ଦେବାନନ୍ଦ ବିଜେଡି ସାଧାରଣ ସମ୍ପାଦକ, ନିଳମଣୀ ଓଡ଼ିଶା ମୋ ପରିବାର ସମ୍ପାଦକ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳର ବରିଷ୍ଠ ଵିଜେଡି ନେତା ଦେବାନନ୍ଦ ମହାପାତ୍ର ଙ୍କୁ ଵିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ସେ ବିଜେଡ଼ି ହିଞ୍ଜିଳିକାଟୁର ଜଣେ ଅନୁଭବୀ ଓ ପ୍ରଭାବଶାଳୀ ସଙ୍ଗଠକ। ଶ୍ରୀ ମହାପାତ୍ର!-->!-->!-->…
ନୂଆଁବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ଼…
ବୁଗୁଡ଼ା : ଇଂରାଜୀ ନବ ବର୍ଷର ଆଦ୍ଯ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ ମୂର୍ତ୍ତି ନିକଟରେ!-->…
କାର୍ଯ୍ୟରେ ଅବହେଳା ଯୋଗୁଁ ୧୦ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ନିଲମ୍ବିତ…
ମାଲକାନଗିରି : କାର୍ଯ୍ୟରେ ଅବହେଳା ଯୋଗୁଁ ମାଲକାନଗିରି ଜିଲ୍ଲାର ୧୦ଜଣ କନିଷ୍ଠ ଶିକ୍ଷକଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୧୦ ଜଣ ଶିକ୍ଷକ ଦୀର୍ଘ ଦିନ ଧରି ନିଜ କାର୍ଯ୍ୟରେ ଅବହେଳା କରୁଥିବା!-->!-->!-->…
ଏନ୍.ଟି. ରାମାରାଓ ସ୍ମାରକୀ ପୁରସ୍କାରରେ ସମ୍ବର୍ଦ୍ଧିତା ଓଡ଼ିଆ କଳାକାର ଜାନକୀ ପଣ୍ଡା…
ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଓଡ଼ିଆ କଳାକାର ମହାସଂଘ ଯୁଗ୍ମ ସମ୍ପାଦିକା ତଥା ପ୍ରତିଭା ଓ ପ୍ରଜ୍ଞାଦୀପ୍ତ ଲୋକକଳା କଳାକାର ଜାନକୀ ପଣ୍ଡା ବିଶାଖାପାଟଣା ସ୍ଥିତ ପୌର ଗ୍ରନ୍ଥାଳୟ ଠାରେ ପ୍ରଖ୍ୟାତ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଏନ୍.ଟି. ରାମାରାଓ ଜନ୍ମ ଶତବାର୍ଷକୀ ପାଳନ ଅବସରରେ "ଦାସରୀ!-->…
ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପାଳିତ…
ବୁଗୁଡ଼ା : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଯାଇଛି । ଏ ଅବସରରେ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ନୀତି, ବାଲ ସୂର୍ଯ୍ୟ ପୂଜା, ତ୍ରିକାଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ପୁରୋହିତ ଚିତ୍ତ ରଞ୍ଜନ ମିଶ୍ରଙ୍କ!-->…
ମାଲକାନଗିରି ଶିଶୁମନ୍ଦିର ପରିସରରେ ହତ୍ୟାକାଣ୍ଡ : ଗୁରୁଜୀଙ୍କୁ ହାଣିଲା ପିଅନ…
ମାଲକାନଗିରି : ନୂଆବର୍ଷ ଆରମ୍ଭ ରୁ ଆସିଛି ଅଶୁଭ ଖବର ଏକ ବିଭତ୍ସ ହତ୍ୟାକାଣ୍ଡ ଜିଲ୍ଲାବାସିଙ୍କୁ ଗଭୀର ଆଘାତ ଦେଇଛି । ଖବର ଅନୁସାରେ ଜିଲ୍ଲା ସଦର ମହକୁମା ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଗଣିତ ଶିକ୍ଷକ ନିରାକାର ସେଠି ରବିବାର ସକାଳେ ବିଦ୍ୟାଳୟକୁ ଯାଇ ଥିଲେ। ବିଦ୍ୟାଳୟ ଗେଟ!-->…
ଡିସେମ୍ବର ନଅତାରିଖରୁ ଟିକାବାଲି ଗଣ୍ଡଗାଁର ଛାତ୍ରୀ ନିଖୋଜ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗଣ୍ଡଗାଁର ଜିଏନ ଏମ ଛାତ୍ରୀ ଗତ ଡିସେମ୍ବର ୯ତାରିଖ ରୁ ଘରକୁ ଯିବାକୁ କହି କେଉଁ ଆଡେ ନିଖୋଜ ଅଛନ୍ତି।ସୂଚନାଯୋଗ୍ୟ ଯେ ଆଶାମୟୀ ମୁଖି ବୟସ ୧୯ବର୍ଷ ବାପା ଶରତ ଚନ୍ଦ୍ର ମୁଖି ଘର ଗଣ୍ଡଗାଁ ଟିକାବାଲି ଗତ ଦୁଇ ବର୍ଷ ହେଲା!-->!-->!-->…
ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ…
ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନିଯୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେଇଥିବା!-->…