Browsing Category

ଆଞ୍ଚଳିକ

କଥାକାର ରଞ୍ଜନ ପ୍ରଧାନଙ୍କୁ ମୃତୁଞ୍ଜୟ ରଥ ଗଳ୍ପ ସମ୍ମାନ…

ଫୁଲବାଣୀ,୨୮/୧୨: କଥାକାର ତଥା ସାମ୍ବାଦିକ ଡ. ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର ସମ୍ମାନଜନକ ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ‘ମୃତ୍ୟୁଞ୍ଜୟ ରଥ ଗଳ୍ପ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି। ଭୁବନେଶ୍ବରର ଗୀତଗୋବିନ୍ଦ ସଦନ ପରିସରରେ ନିମାପଡ଼ା ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଅବସରରେ ଡ.…

କିଡ଼ନୀ ରୋଗରେ ସାମ୍ବାଦିକ ପୀଡିତ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର ବର୍ଗ…

ମାଲକାନଗିରି : ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଦୀର୍ଘ ବର୍ଷ ଧରି ସମାଜସେବା ସହ ସାମ୍ବାଦିକତା କରି ଜଣେ ୩୯ ବର୍ଷର ବ୍ୟକ୍ତି କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଦିନ କାଟୁଛନ୍ତି | ଖିରୋଦ ବେହେରା ନାମକ ଏହି ଅଳ୍ପ ବୟସର ସାମ୍ବାଦିକ ଜଣକ…

ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ସ୍ବାଗତ…

ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ମହାସମାରୋହର ସହିତ ସ୍ବାଗତ କରିବା ପରେ ସହର ପରିକ୍ରମା କରାଇବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗତକାଲି ଖଜୁରୀପଡ଼ା ଠାରେ ବ୍ଲକ ପ୍ରଶାସନ,…

ଚିକିତ୍ସା ନପାଇ ଜୀବନ ମରଣ ସହ ଲଢ଼ୁଛନ୍ତି ଯଶୋଦା, କାମରେ ଆସିଲା ନାହିଁ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ…

ଦାରିଙ୍ଗବାଡି,୨୮/୧୨ : ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ଯୁଡ଼ାବାଡି ଗ୍ରାମର ଅମିତ ପ୍ରଧାନଙ୍କ ସ୍ତ୍ରୀ ଯୋଷଦା ପ୍ରଧାନ ଚଳିତ ବର୍ଷ ଗତ ଅଗଷ୍ଟ ମାସରେ ଏକ ବାଇକରେ ଯିବା ସମୟର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ହେବା ପରେ ଯୋଷଦାକୁ ବ୍ରହ୍ମପୁର ବଡ…

ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ…

ଦାରିଙ୍ଗବାଡ଼ି,୨୮/୧୨ : ରାଜ୍ୟ ସରକାରଙ୍କ ମେକ ଇନ ଓଡ଼ିଶା-୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକର ଜୟଶ୍ରୀ ମହିଳା ମଣ୍ଡଳ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୋୖରବ ଆଣିଲେ । ମେକ ଇନ ଓଡ଼ିଶା -୨୦୨୨ ମିଶନ ଶକ୍ତି ଉଦ୍ୟୋଗ ସମାବେଶ ଭୁବନେଶ୍ୱରର ଜନତା…

ହିଞ୍ଜିଳିକାଟୁରେ ବିଶ୍ଵକପ୍ ହକି ଟ୍ରଫିକୁ ସମ୍ବର୍ଦ୍ଧନା…

ହିଞ୍ଜିଳିକାଟୁ ୨୮।୧୨ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପୌଇଷରରେ ବିଶ୍ଵକପ୍ ହକି ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି, ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧୀ ଶରତ ଚନ୍ଦ୍ର ମହାପାତ୍ର ,,ଗ୍ରୀଟ…

ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ…

ଦାରିଙ୍ଗବାଡ଼ି, ୨୮/୧୨ : କନ୍ଧମାଳ ଜିଲା, ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ଜାତୀୟ କଂଗ୍ରେସ ଦିବସ ପାଳନ କରିଛନ୍ତି। ବ୍ଲକ ଅଞ୍ଚଳର ବିଭିନ ପଞ୍ଚାୟତରୁ ଆସିଥିବା କଂଗ୍ରେସ କର୍ମୀମାନେ ଦାରିଙ୍ଗବାଡ଼ି ସ୍ଥିତ ପଥ ପ୍ରାନ୍ତ ସେବା କେନ୍ଦ୍ରରେ ଏକତ୍ରିତ ହୋଇ, ପ୍ରଥମେ ଗଠିତ ହୋଇଥିବା ଜାତୀୟ…

କଂଗ୍ରେସ ପ୍ରତିଷ୍ଠା ଦିବସ : ବିଭାଜନକାରୀ ଶକ୍ତି ବିରୁଦ୍ଧରେ ଏକହୁଅ..!

ବ୍ରହ୍ମପୁର -- ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯାଳୟ ବାପୁଜୀ ଆଶ୍ରମ ଠାରେ ଆଜି ଜାତୀୟ କଂଗ୍ରେସର 138ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଦେଶରେ ବୃଦ୍ଧି ପାଉଥିବା ଧର୍ମ ନାଁ ରେ ରାଜନୀତି, ଜାତିବାଦ ଓ ଆଞ୍ଚଳିକତାବାଦ ବିରୁଦ୍ଧରେ ଏକ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ l…

ଓଡିଶା ସୀମାନ୍ତ ମୋଟୁ ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଅଟକ…

ମାଲକାନଗିରି : ଆଜି ସକାଳେ ଗୋରୁ ବୋଝେଇ କଣ୍ଟେନର ଓଡିଶା ସୀମାନ୍ତ ମୋଟୁ ଠାରେ ଦୁଇଟି ଗୋରୁ ବୋଝେଇ କଣ୍ଟେନର ଯାଂଚ ସମୟରେ ଅଟକ ରହିଥିବା ଜଣାପଡିଛି । ଗାଡ଼ିରେ ଥିବା ପ୍ରାୟ 100ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ସ୍ଥାନୀୟ ଗ୍ରାମର କିଛି ଲୋକ ଉଧାର କରି ଥିବାବେଳେ ଉକ୍ତ ଦୁଇ ଗାଡିର ଡ୍ରାଇଭର…

ସାଇବର ଠକେଇ ପ୍ରତିରୋଧ ଉପରେ ସଚେତନତା…

ଫୁଲବାଣୀ :- ଆଜିର ସମାଜରେ ସାଇବର ଠକେଇରୁ କିପରି ସତର୍କ ଓ ସଜାଗ ହୋଇପାରିବେ ସେହି ସମ୍ବନ୍ଧରେଫୁଲବାଣୀ ସ୍ଥିତ ସାଇନସ୍ ପାର୍କ ଠାରେ ଅଗ୍ରଣୀ ସଚ୍ଛାସେବୀ ଅନୁଷ୍ଠାନ ସ୍ଵାତି ଆନୁକୁଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ସାଇବର ବିଶେଷଜ୍ଞ ବିଶ୍ବଜିତ ସାହୁ ବିଭିନ୍ନ…