Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଲାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍‌ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୩ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ମିଟିଂ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ…

ଜୋନାଲସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଜୋନାଲ୍ ସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ରୀଡା ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ କବିବର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ମୁଖ୍ୟ…

ଭୟରେ ଆବାସିକ ସ୍କୁଲ ଛାଡୁଛନ୍ତି ଛାତ୍ରୀ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟର ଛାତ୍ରୀ ରୋଜା ବେହେରାଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରଠାରୁ ଅନ୍ୟ ଛାତ୍ରୀମାନଙ୍କ ସମେତ ସେମାନଙ୍କ ଅଭିଭାବକ ଭୟଭୀତ ହୋଇପଡିଛନ୍ତି। ଦୁଇ ଦିନ ମଧ୍ୟରେ ୧୫ ଜଣ…

ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ବୈଠକ

ଦାରିଙ୍ଗବାଡ଼ି,୨୧/୧୨ : ଦାରିଙ୍ଗବାଡ଼ି ପଞ୍ଚାୟତସମିତି ବୈଠକ ଆଜି ବ୍ଳକ ସଭାଗୃହରେ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ୧୦ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ,୧୧ ନଂ ଜୋନ ଜିଲ୍ଲା ପରିଷଦ…

ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉପଲକ୍ଷେ ନିମନ୍ତ୍ରଣ ବାର୍ତ୍ତା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ ର ୫୦ ତମ ବର୍ଷ ପୂର୍ତ୍ତୀ ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ ହେବ । ଏହି ବିଦ୍ୟାଳୟ ୧୯୭୨ ମସିହାରେ ଆରମ୍ଭ ହୋଇଥିଲା ଯାହାକି ଆଜି ୫୦ ବର୍ଷରେ ପହଞ୍ଚି ସାରିଛି…

ପିଲାଙ୍କ ଖେଳପଡିଆ ମଧ୍ୟରେ ହଷ୍ଟେଲ ଅତିରିକ୍ତ ଗୃହ ନିର୍ମାଣ ଉଦ୍ୟମକୁ ବିରୋଧ

ଫୁଲବାଣୀ : ରାଜ୍ୟ ସରକାର କ୍ରୀଡ଼ା ର ବିକାଶ ପାଇଁ ଓଡିଶାରେ ହକି ଖେଳକୁ ପ୍ରୋତ୍ସାହନ ଦେଇ ଆନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ କରୁଥିବା ବେଳେ ଏପଟେ ଫୁଲବାଣୀର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ରେ ଥିବା ଖେଳପଡିଆକୁ ନଷ୍ଟ କରି ସେଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ର…

ସରକାରୀ କାର୍ଯ୍ୟକ୍ରମ ସଭାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରି ଅଡୁଆରେ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ

ବ୍ରହ୍ମପୁର : ଅଭିଭାବକମାନେ ପିଲା ମାନଙ୍କୁ ସ୍କୁଲ କଲେଜ କୁ ପାଠ ପଢିବା ପାଇଁ ପଠାନ୍ତି କିନ୍ତୁ ସେମାନେ ଜାଣିବା ଦରକାର ଯେ ସ୍କୁଲ ଏବଂ କଲେଜ ରେ କଣ ସବୁ ଚାଲିଥାଏ l ଆଜି ବ୍ରହ୍ମପୁର ନିର୍ବାଚନୀ ମଣ୍ଡଳି ର 28 ନମ୍ବର ୱାର୍ଡ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ପରିସର ରେ ଭିଡ଼ିଓ…

ଭିନ୍ନକ୍ଷମ ଆଦର୍ଶ ପ୍ରଧାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଯୁବକ ଆଦର୍ଶ ପ୍ରଧାନଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ଭିନ୍ନକ୍ଷମ ସାର୍ଟିଫିକେଟ ପୂର୍ବତନ ସମିତି ସଭ୍ୟାଙ୍କ ଜରିଆରେ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି…

ଏମସିଏଲ ପକ୍ଷରୁ କମଳ ବଣ୍ଟନ 

ଫୁଲବାଣୀ : ଆଜି ଫୁଲବାଣୀ କେନ୍ଦୁପଦର ସାହି ସ୍ଥିତ ସ୍ଵଧାର ଗୃହରେ ରହୁଥିବା ଅନ୍ତେବାସୀ ଙ୍କୁଏମସିଏଲ ତରଫରୁ କମ୍ବଳ ଓ ପ୍ରଶାସନ ତରଫ ରୁ ସାନିଟେସନ କୀଟ ବଣ୍ଟନ କରାଯାଇଛି । କନ୍ଧମାଳ ସାଂସଦ ଡାଃ ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ ଏମସିଏଲ କନ୍ଧମାଳକୁ ୩୦୦୦ କମ୍ବଳ କନ୍ଧମାଳ ପ୍ରଶାସନକୁ…

ଭାରସଣ୍ଡୀ ଡିଏନକେ ଗ୍ରାମରେ ଉନ୍ନତି ମୂଳକ ନୂତନ କାର୍ଯ୍ୟର କାର୍ଯ୍ୟଦେଶ ପ୍ରଦାନ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଗୋନା ପଞ୍ଚାୟତର ଭାରସଣ୍ଡୀ ଡି ଏନ କେ ଗ୍ରାମରେ ଆଜି ଏକ ସାଧାରଣ ବୈଠକ ବ୍ଲକ ଚେୟାରମ୍ୟାନ ନବୀନା ନାୟକଙ୍କ ଅଧ୍ୟକ୍ଷତାରେ ନୂତନ ଗ୍ରାମ୍ୟ ଉନ୍ନୟନ ମୂଳକ ଚାରିଟି କାର୍ଯ୍ୟ ଯେମିତି ସିସି ରାସ୍ତା ଗ୍ରାମର ଡ୍ରେନ ଓ ଅନ୍ୟ ଅନ୍ୟ କାମ…