Browsing Category

ଆଞ୍ଚଳିକ

ଜିଲ୍ଲାରେ ହକି ବିଶ୍ଵ କପ୍ ଟ୍ରଫି ପରିକ୍ରମା ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି : ଚଳିତ ମାସ ୩୧ ଡିସେମ୍ବରରେ ହକି ବିଶ୍ଵ କପ୍ ଟ୍ରଫି ମାଲକାନଗିରି ପହଞ୍ଚିବ। ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବ । ଏ ନେଇ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…

ଚକାପାଦରେ ଲୋକ ପ୍ରତିନିଧି, ବ୍ଲକ ପ୍ରଶାସନ ଓ କିନ୍ନରମାନଙ୍କ ସମନ୍ୱୟ ଓ ସଚେତନତା କର୍ମଶାଳା

ଫୁଲବାଣୀ, ୧୭/୧୨ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ପ୍ରଶାସନ ଓ ସ୍ବାତୀର ମିଳିତ ଆନୁକୁଲ୍ୟରେ ପଂଚାୟତ ସମିତି ବୈଠକ ଗୃହରେ ଟ୍ରାନସ୍କେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ଏକ ସମନ୍ୱୟ ଓ ସଚେତନତା କର୍ମଶାଳା ପଂଚାୟତ ସମିତି ଅଧକ୍ଷା ବୈନତ୍ରୀ କହଁରଙ୍କ ଅଧକ୍ଷତା ରେ…

ସ୍ଵାଭିମାନ ଅଞ୍ଚଳରୁ ଜୀବନ୍ତ ବୋମା ଉଦ୍ଧାର କରିଲେ ବିଏସଏଫ ବାହିନୀ…

ମାଲକାନଗିରି // ଚିତ୍ରକୋଣ୍ଡା:- ୧୭/୧୨ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରି ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲ ରୁ ମାଟି ତଳେ ଖଞ୍ଜା ଯାଇଥିବା ଜୀବନ୍ତ ବୋମା କୁ ଉଦ୍ଧାର କରିଛନ୍ତି ବିଏସଏଫ। ମାର୍ଚ୍ଚ ୩୧ ତାରିଖରେ ଯନ୍ତ୍ରି ପଞ୍ଚାୟତରେ ବିଏସଏଫ ନବମ ବାଟାଲିୟନ ପକ୍ଷରୁ…

ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : ସରକାରଙ୍କ ଯୋଜନା ଓ ସମନ୍ବୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ-୨୦୩୦ ତାଲିମ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ପ୍ରଶିକ୍ଷାର୍ଥୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ । ସେଥିପାଇଁ…

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଉଦଯାପିତ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭାବାନୀଶଙ୍କର ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଏବଂ ପରିବେଶ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ସାମିଲ ହୋଇଥିବା ମୋଟ ୯୦ଟି ପ୍ରକଳ୍ପ ଭିତରୁ ୫ଟି ରାଜ୍ୟସ୍ତରୀୟ ପ୍ରଦର୍ଶନୀ ପାଇଁ ମନୋନିତ ହୋଇଛି। ଏହି ଅବସରରେ…

ବରିଷ୍ଠ ନାଗରିକ ମଞ୍ଚ ସଭାପତିଙ୍କ ବିୟୋଗରେ ଶୋକସଭା

ବୁଗୁଡ଼ା : ବାଲିପଦର ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣମୂର୍ତ୍ତୀ ଆଚାରୀଙ୍କ ଅକାଳ ବିୟୋଗରେ ଏକ ଶୋକସଭା କାଦପଡା ତନ୍ତୁବାୟ ସହଯୋଗ ସମିତି ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ମାଧବ ଚନ୍ଦ୍ର ଭୋଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ…

ଧନୁ ସଂକ୍ରାନ୍ତିରୁ ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ

ବୁଗୁଡା : ପବିତ୍ର ପୌଷ ଧନୁ ସଂକ୍ରାନ୍ତି ଠାରୁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଯାଇଛି । ବୁଗୁଡା ସହରାଞ୍ଚଳର ବଳଦେବ ମନ୍ଦିର, ବିରଞ୍ଚି ନାରାୟଣ ମନ୍ଦିର, କାଳୀ ମନ୍ଦିର, ମାଳିଝୋଳା ମନ୍ଦିର, କାଦପଡା ଜଗନ୍ନାଥ ମନ୍ଦିର ସମେତ ଗ୍ରାମାଞ୍ଚଳରେ ଆଦିପୁରର…

ବଡ଼ଦିନ ଓ ନୂଆବର୍ଷ ପାଇଁ ବ୍ଲକସ୍ତରୀୟ ଶାନ୍ତି ବୈଠକ

ଦାରିଙ୍ଗବାଡ଼ି, ୧୭/୧୨: ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବ୍ଲକ ଅଞ୍ଚଳରେ ବଡ଼ ଦିନ ପର୍ବ ଓ ନୂଆଁ ବର୍ଷ ଶାନ୍ତି ଶୃଙ୍ଖଳାରେ ପାଳନ ହେବା ନେଇ…

ଆଙ୍କୁଲି-ଶିଳ୍ପାଞ୍ଚଳ ଛକ ଓଭର ବ୍ରିଜର ଉଭୟ ପାର୍ଶ୍ୱରେ ରାସ୍ତା ନିର୍ମାଣ ଓ ଟାଉନ ବସ ଚଳାଇବା ଦାବୀରେ ବିକ୍ଷୋଭ

ବ୍ରହ୍ମପୁର : ସିପିଏମର ଆଙ୍କୁଲି ଓ ଶିଳ୍ପାଞ୍ଚଳ ଶାଖା ପକ୍ଷରୁ ଅତିଶିଘ୍ର ରାସ୍ତା ନିର୍ମାଣ ଓ ଲାଞ୍ଜି ପଲି ,ଶିଳ୍ପାଞ୍ଚଳ ,ଆଙ୍କୁଲି ଦେଇ ଟାଉନ ବସ ପ୍ରଚଳନ ଦାବୀରେ ଶିଳ୍ପାଞ୍ଚଳ ଛକରେ ପ୍ରତିବାଦ କରାଯାଇଥିଲା।ଶତାଧିକ କର୍ମୀ ଛକ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ପରେ…

ଦାରିଙ୍ଗବାଡ଼ିଠାରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ସମାବେଶ

ଦାରିଙ୍ଗବାଡ଼ି, ୧୭/୧୨ : ଆଜି ପୂର୍ବାହ୍ନ ୧୧ ଘଟିକ ସମୟରେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଭିନ୍ନ ଦାବିନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ନେତ୍ରୀ ରଶ୍ମି ରଞ୍ଜିତା ନାୟକ ଓ ପ୍ରୋମଦା ମଲ୍ଲିକ ଏହି ସମାବେଶର ନେତୃତ୍ୱ ନେଇଥିଲେ ।…