Browsing Category

ଆଞ୍ଚଳିକ

ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଭାବ ଓ ଅବଦାନ ଥିଲା…

ଉତ୍କଳ ବିଶ୍ବବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୨ତମ ଜୟନ୍ତୀମୁଦ୍ରଣାଳୟରେ ଉଦଘାଟିତ ହେଲା ଅତ୍ୟାଧୁନିକ ନୂତନ ମେସିନ ଓ ହାଇସ୍ପିଡ ପ୍ରିଣ୍ଟରଭୁବନେଶ୍ୱର: ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ…

ବଡଦିନ ପାଳନ ନିମନ୍ତେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଆଡିଟରିୟମ ହଲରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ ବଡଦିନ ନିମନ୍ତେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ…

ସାପ କାମୁଡା ରେ ମାମୁ ଓ ଭାଣିଯିର ମୃତ୍ୟୁ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଘଟିଛି ଏକ ଦୁଃଖଦ ଘଟଣା ଯାହାକି ମାମୁ ଭାଣିଜିଙ୍କ ସାପ କାମୁଡ଼ା ରେ ମୃତ୍ୟୁ ଘଟିଛି । ଚାଲାଣ ଗୁଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗା ଦୁରୁଆ କମଳା ଦୂରୁଆ ଗତକାଲି ରାତି ରେ ଘରେ ଶୋଇ ଥିବ ବେଳେ ଏକ ନାଗ ସାପ ଦୁଇ ଜଣଙ୍କୁ କାମୁଡିବା ଫଳରେ ଘଟଣା ସ୍ଥଳ…

ସାଇକେଲରୁ ପଡି କଲେଜ ଛାତ୍ର ଗୁରୁତର…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଜନୈକ +୨ କଳା ପ୍ରଥମ ବର୍ଷ ଛାତ୍ର ସାଇକେଲରୁ ପଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ର ଜଣକ ହେଲେ ବୁଗୁଡ଼ା ଅନ୍ଧାରୁଆ ସାହିର ଆଶିଷ କୁମାର ସାହୁ (୧୬) । ପ୍ରକାଶ ଯେ, ଆଜି ସକାଳେ ଆଶିଷ ସାଇକେଲରେ…

ଦାରିଦ୍ର୍ୟ ମୁକ୍ତ କରି ଦୀର୍ଘସ୍ଥାୟୀ ବିକାଶ ହାସଲ ନିମନ୍ତେ ୧୭ଗୋଟି ଲକ୍ଷ୍ୟ…

ଫୁଲବାଣୀ : ଆମେ ଚାହୁଁଥିବା ଭବିଷ୍ୟତ ଓ ଜନମାନସର ସାମଗ୍ରିକ ଉନ୍ନତି ପାଇଁ ଭାଗିଦାରୀ ଆଧାରରେ ସହସ୍ରାଦ୍ଧ ବିକାଶ ଲକ୍ଷ୍ୟର ବିଭିନ୍ନ ସଫଳତାକୁ ପାଥେୟ କରି ବିଶ୍ବଶାନ୍ତି ବଜାୟ ରଖିବାରେ ଜାତିସଂଘ ଦ୍ବାରା ବିଶ୍ଵର ୧୯୩ଟି ଦେଶ ପାଇଁ ୧୭ଟି ନିରନ୍ତର ତଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ…

ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ…

ଶେରଗଡ଼ : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗା ପଦର ପ୍ରାଥମିକ ସେବା ସମବାୟ ସମିତି ରେ ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି…

ବୁଗୁଡା ବ୍ଳକ ସ୍ତରୀୟ ଧାନମଣ୍ଡିର ଶୁଭାରମ୍ଭ…

 ବୁଗୁଡା ବୁଗୁଡା ବ୍ଳକ ଅନ୍ତର୍ଗତ ଏ.କରଡାବାଡି ସେବା ସମବାୟ ସମିତିରେ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ବ୍ଳକ ସ୍ତରୀୟ ଧାନ ମଣ୍ଡିର ଶୁଭାରମ୍ଭ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର ସଂଗ୍ରାମ କେଶରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡି ଉଦ୍ଘାଟନ କରିବା ସହ ବ୍ଳକରେ ମଣ୍ଡି…

ଏମ୍ ଭି ୭୯ ଏସ ଏସ ଡି ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ହାତରେ କଳା କନା ବାନ୍ଧି କଳା ଦିବସ ପାଳନ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ ଥିବା SSD ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ହାତରେ କଳା କନା ବାନ୍ଧି ସେମାନେ କଳା ଦିବସ ପାଳନ କରୁଛନ୍ତି । ୨୦୦୬ ମସିହାରୁ ଓଡ଼ିଶା ରେ କାର୍ଯ୍ୟ ରତ ଥିବା ୧୧୬ ଜଣ…

ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ସଚେତନତା ଶିବିର…

ଦାରିଙ୍ଗବାଡ଼ି, ୧୬/୧୨, କନ୍ଧମାଳ ଜିଲ୍ଲା ପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବାନାଞ୍ଚଳ ଅଧିକାରୀ ବିରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ନିଆଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ୮ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ବଡ଼ଦିନ ଓ ନୂଆଁବର୍ଷ ପର୍ବ ପାଳନ ନେଇଁ ଶାନ୍ତି ଜମିଟି…

ଦାରିଙ୍ଗବାଡ଼ି :୧୬/୧୨, କନ୍ଧମାଳ ଜିଲା, ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଜନ ପ୍ରତିନିଧି, ଗ୍ରାମ ମୁଖିଆ, ବଣିକ ସଙ୍ଘ, ସ୍ବେଚ୍ଛା ସେବୀ, ବ୍ଲକ ଅଞ୍ଚଳ ହ୍ୟୁମାନରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟଙ୍କୁ ନେଇଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଥାନା ସଭା…