Browsing Category

ଆଞ୍ଚଳିକ

ବୁଗୁଡ଼ା ଏନଏସିର ପ୍ରାକ୍ତନ କାଉନସିଲରଙ୍କ ପରଲୋକ

ବୁଗୁଡା : ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରାକ୍ତନ କାଉନସିଲର ସତ୍ୟ ନାରାୟଣ ବିଷୋୟୀ(୭୫)ଙ୍କ ପରଲୋକରେ ଦୁଃଖର ଛାୟା ଖେଳିଯାଇଛି । ସୋମବାର ସକାଳ ୬ଟା ସମୟରେ ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କୁ ବୁଗୁଡ଼ା ମେଡିକାଲକୁ ନିଆ ଯାଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା…

ବୁଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ନାହିଁ : ଗର୍ଭବତୀ, ରୋଗୀ ହଟହଟା

ବୁଗୁଡ଼ା : ହାତ ପାହାନ୍ତାରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ବିଶେଷକରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଗାଁ ଗାଁରେ ଆଶା ଓ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଛନ୍ତି । ତେବେ ଗର୍ଭବତୀ ମହିଳାମାନଙ୍କ…

ଜିଲାଜଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କଲେ ସଚିବ

ଫୁଲବାଣୀ : ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଆଧାରରେ ମାନ୍ୟବର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଅନୁଶିଳା ରୟ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଥିବା ଜଣାଯାଇଛି। ବିଧବା ଭତ୍ତା ପାଇବାରୁ ବଞ୍ଚିତ ଖବର ଏବଂ ଇଚ୍ଛାମୃତ୍ୟୁ…

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

ଭୁବନେଶ୍ୱର (୧୨/୧୨) : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ନବୀନ ନିବାସ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଗତ ୨୨ ତାରିଖ ଦିନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସଭାପତି ବିଜୟ ମହାନ୍ତି ଙ୍କ ନେତୃତ୍ୱରେ ୧୨ ଦଫା ଦାବି…

ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

ବୁଗୁଡ଼ା : ତା ୧୨/୧୨/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୫ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ, ଶିଶୁ, ବାଲ୍ ଓ କିଶୋର ଆଦି ବର୍ଗର ମୋଟ ୨୩୫ ଜଣ…

କରନାଳୀ ପାଣି ପଞ୍ଚାୟତ ନିର୍ବାଚନ : ସରିତାରାଣୀ ପଟ୍ଟନାୟକ ସଭାପତି ନିର୍ବାଚିତ

ହିଞ୍ଜିଳିକାଟୁ (୧୨।୧୨) : ହିଞ୍ଜିଳିକାଟୁ ରିଷିକୁଲ୍ୟା ଜଳସେଚନ ପ୍ରଣାଳୀ ଅନ୍ତର୍ଗତ ୬ ନମ୍ବର କରନାଳୀ ପାଣି ପଞ୍ଚାୟତ ନିର୍ବାହୀ କମିଟି ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ସରିତାରାଣୀ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ…

ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି (୧୨/୧୨) : ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ବୈଠକରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ…

କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ଫୁଲବାଣୀ କୂଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଆୟୋଜିତ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ରର ଆଜି ତୃତୀୟ ଦିବସରେ ଉଦଯାପିତ ହୋଇଯାଇଛି l ଏହି କର୍ମଶାଳାରେ ଫିରିଙ୍ଗିଆ ଅଂଚଳର ଦୀନବନ୍ଧୁ କହଁରଙ୍କ ପ୍ରସ୍ତୁତ…

“ଉଫୁନା” ତରଫରୁ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ

ଫୁଲବାଣୀ : ଫୁଲବାଣୀର ବିଶିଷ୍ଠ ସାହିତ୍ୟିକ ଓ ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପତ୍ରଙ୍କୁ ବିଶ୍ୱ ମାନବିକ ଦିବସ ଅବସରରେ ଉତ୍କଳ ଫେଡେରେସନ ଅଫ ଯୁନାଇଟେଡ଼ ନେସନସ ଆସୋସିଏସନ, ( ଉଫୁନା ), ଓଡିଶା ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶରର ଭଞ୍ଜ କଲମଣ୍ଡପ ଠାରେ ଆୟୋଜିତ ଏହି ସମର୍ଦ୍ଧନା…

ଲକ୍ଷାଧିକ ଟଙ୍କାର ଗୁଟ୍‍ଖା ସହ ଗଞ୍ଜେଇ ଜବତ ୭ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ତିନୋଟି ସ୍ଥାନରେ ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଗୁଟ୍‍ଖା ସହ ୪୫ କିଲୋ ଗଞ୍ଜେଇ ଜବତ ହୋଇଛି। ଉଭୟ ଘଟଣାରେ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର…