Browsing Category

ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଡିଓ ଏବଂ ବିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ଶିକ୍ଷକ ଭବନ ଠାରୁ ଶିକ୍ଷକମାନେ ଏକ ଶୋଭାଯାତ୍ରାରେ ବାହାରି ପ୍ରାଥମିକ…

ବାଲିମେଳାରେ ବିଶ୍ୱ ପାଇଖାନା ଦିବସ ପାଳିତ

ବାଲିମେଳା,୧୯।୧୧ : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ବିବେକାନନ୍ଦ ସ୍ମାର୍ଟ ସ୍କୁଲ ର କୁନି କୁନି ପିଲା ଆଜି ବିଶ୍ୱ ପାଇଖାନା ଦିବସ ପାଳନ କରିଛନ୍ତି। ଏହି ଅବସରରେ ଆଜି ବିଦ୍ୟାଳୟ ରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଇଖାନା ଦିବସ…

ଏନୱାଇକେ ପକ୍ଷରୁ ଜାତୀୟ ଏକତା ଦିବସ କାର୍ଯ୍ୟକ୍ରମ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକର ବାଳନ୍ଦାପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ମା ବରାଳୀ ଯୁବ ପରିଷଦ ବଟାବହାଳିର ମିଳିତ ଆନୁକୂଲ୍ୟରେ ଜାତୀୟ ଏକତା ଦିବସ ପାଳିତ ହୋଇ ଯାଇଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତର ସରପଞ୍ଚ ନିରାକର…

ପ୍ରେମ ସଞ୍ଜିବନୀ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବୁଗୁଡା : ତା ୧୯/୧୧/୨୨ : ସ୍ଥାନୀୟ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାଇ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତ ଦାତା ମାନଙ୍କଠାରୁ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର…

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ପତ୍ର ବିଇଓଙ୍କୁ ପ୍ରଦାନ

ଦାରିଙ୍ଗବାଡ଼ି, ୧୯/୧୧, ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ସମ୍ବଳିତ ଦାବି ପତ୍ର ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କରଙ୍କୁ ପ୍ରଦାନ କରାଯାଇଛି। ଏହି ଦାବୀ ପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ…

ସମିତି ସଭ୍ୟଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଦାରିଙ୍ଗବାଡ଼ି, ୧୯/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ ଜାଗୃତି ସଭାଗୃହ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ , ପଞ୍ଚାୟତିରାଜ ବିଭାଗ ଓ ଜିଲ୍ଲା ଡିଆର୍ଡିଏ ର ମିଳିତ ଆନୁକୂଲ୍ୟରର ୩ଦିନ ଧରି ଚାଲିଥିବା ସମିତିସଭ୍ୟ ମାନଙ୍କୁ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…

୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଦାରିଙ୍ଗବାଡ଼ି,୧୯/୧୧ : କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ୧୬ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜି.…

୫ମ ଦିନରେ ପହଞ୍ଚିଛି ଆଉଟ ସୋରସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଲାର ପ୍ରତିଟି ବ୍ଲକରେ ଏବଂ ସଦର ମହକୁମା ଆଉ ଜ଼ୀଲ୍ଲା ସ୍ତରରେ ମଧ୍ୟ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ପ୍ରଥମ…

ପୌରପରିଷଦ ବିଚିତ୍ର ନୀତି ସରକାରୀ ଡ଼ଷ୍ଟବିନକୁ କବାଡି ହାତରେ ବିକିଲେ

ମାଲକାନଗିରି : ଗତକାଲି ରାତିରେ ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସଦର ମହକୁମା ଶିବମ ପେଟ୍ରୋଲ ପମ୍ପ ସମ୍ନାରେ । ଘଟଣାରୁ ପ୍ରକାଶ ପେଟ୍ରୋଲ ପମ୍ପ ମାଲିକ ମାଲିକ ପେଟ୍ରୋଲ ପୁମ୍ପ ସାମ୍ନାରେ ଥିବା ଡ଼ଷ୍ଟବିନ ଟି ପେଟ୍ରୋଲ ପମ୍ପର ସୌନ୍ଦର୍ଯ୍ୟ ହାନି କରୁଥିବା ଦର୍ଶାଇ…

ସିମନବାଡ଼ିରେ ସୁନେତ୍ର କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିମନବାଡ଼ି, ବାଡ଼ାବାଙ୍ଗା, କିରୀକୁଟି, ତିଲୋରୀ, ବୁଡାଗୁଡା ଓ ଗୁମିକିଆ କ୍ଲଷ୍ଟରରୁ ୪୩୨ ଜଣ ଛାତ୍ରଛାତ୍ରୀ ନିଜର ଆଖି…