Browsing Category

ଆଞ୍ଚଳିକ

ଲମତାପୁଟରେ ଜିଲ୍ଲା ପ୍ରଶାସନର ମିଳିତ ଜନଶୁଣାଣି ଶିବିର: ୩୯ଟି ଅଭିଯୋଗର ଶୁଣାଣି

କୋରାପୁଟ/ଲମତାପୁଟ (ନିସର୍ତ୍ତ): କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP) ରୋହିତ ବର୍ମା…

ପ୍ରବେଶ ଉତ୍ସବ ପାଇଁ ଅଭିଭାବକମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ

ଛତ୍ରପୁର : ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ, ଗଞ୍ଜାମ, ବରିଷ୍ଠ ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ଶିଶୁବାଟିକାରେ ଶିଶୁମାନଙ୍କୁ ପ୍ରବେଶ କରାଇବା ପାଇଁ ଆଗ୍ରହୀ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ…

ବୁଡ଼ାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନିତ

ବାଲିଗୁଡା : ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ାକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ପ୍ରମାଣପତ୍ର…

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କନ୍ଧମାଳ : ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଗୋଡ, ହାତ ଫୁଲିବା ସହ ରକ୍ତହୀନତା ଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କୁ…

ରେଡିଓ ମାଲ୍ୟବନ୍ତର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ପିରାମଲ ଫାଉଣ୍ଡେସନର ଉଚ୍ଚ ପ୍ରଶଂସା

ମାଲକାନଗିରି ଜିଲ୍ଲା ସଦର ମହାକୁମାସ୍ଥିତ କୁମୁଟିଗୁଡାଠାରେ ସ୍ଥାପିତ 'ରେଡିଓ ମାଲ୍ୟବନ୍ତ' ଗୋଷ୍ଠୀ ବେତାର କେନ୍ଦ୍ର ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଛନ୍ତି ପିରାମଲ ଫାଉଣ୍ଡେସନର ବରିଷ୍ଠ ଅଧିକାରୀ। ପିରାମଲ ଫାଉଣ୍ଡେସନ ମୁମ୍ବାଇ ମୁଖ୍ୟ…

୩୭ ତମ ବାର୍ଷିକ ତେରଶମ୍ଭୁ ମିଳନର ପ୍ରାକ ପ୍ରସ୍ତୁତି ବୈଠକ : ୧୩ ଦଣ୍ଡ ଥଳ ଅଧିକାରୀଙ୍କ ସମ୍ମତି ପ୍ରକାଶ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଏପ୍ରିଲ ୫ ତାରିଖ ରବିବାର ଦିନ ଆୟୋଜନ ହେବ l ଏହି ପରିପ୍ରେକ୍ଷୀରେ ସମିତି ର ମୁଖ୍ୟ ପରିଚାଳକ ରାଜ କିଶୋର ଦାସ ଙ୍କ ଆବାହକତ୍ୱରେ ଏକ ମିଳିତ ପ୍ରାକ…

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଇବୋଗା ଥାନା ଅଞ୍ଚଳର ଝମନକିରା ସ୍କୁଲ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ! ଗତକାଲି, ୨୧ ମାର୍ଚ୍ଚ, ୨୦୨୬, ସନ୍ଧ୍ୟା ପ୍ରାୟ ୫ଟା ସମୟରେ, ବୀରମିତ୍ରପୁର ଥାନା ଦେବକରଣ ମୁସଲିମ ଦଫାଇ ଅଞ୍ଚଳର ବାସିନ୍ଦା ବିଶାଳ…

ବନ ଓ ଅର୍ଥନୀତି: ବିଶ୍ୱ ବନ ଦିବସରେ ସଚେତନତାର ସ୍ୱର”: ସେବକ ତରଫରୁ ବିଶ୍ଵ ବନ ଦିବସ ପାଳନ

ସୁନ୍ଦରଗଡ଼ : ବଣ ପାହାଡ ମଣ୍ଡିତା, ଅରଣ୍ୟ ଶୋଭିତା, ନିର୍ଝରିଣୀର ମଧୁରତା ଓ ସାଗର ଚୁମ୍ବିତା ପୃଥିବୀମାତା ପ୍ରକୃତିର ଅପରୁପ ରୂପକୁ ପ୍ରକାଶ କରେ। ଏହି ପ୍ରକୃତି ମାନବଜାତିକୁ ଅମୂଲ୍ୟ ସମ୍ପଦର ଭଣ୍ଡାର ଦେଇଛି, ଯାହା ମଧ୍ୟରୁ ଜଙ୍ଗଲ ସମ୍ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ କେବଳ ପରିବେଶ…

ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସାମାଜିକ ସଦ୍ ଭାବନା ନେତୃତ୍ୱ ସମୂହ ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ୟବସ୍ଥା ପ୍ରମୁଖ ପିଣ୍ଟୁ ପ୍ରଧାନୀ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଭାରତ…

କବି ବଳରାମ ପୂଜାରୀଙ୍କ ୫୨ତମ ଜୟନ୍ତୀ ପାଳିତ : ବିଶିଷ୍ଠ କବି ଚକ୍ରପାଣି ପରିଚ୍ଛାଙ୍କୁ କବି ବଳରାମ ପୂଜାରୀ ସ୍ମୃତି…

ଜୟପୁର : ଓଡିଆ ଭାଷା ସାହିତ୍ୟର ଉପାନ୍ତ ପ୍ରହରୀ ମାଟିମଗ୍ନା ସ୍ଵର୍ଗତ କବି ବଳରାମ ପୂଜାରୀ ସୁପରିଚିତ । ତାଙ୍କ ରଚନାରେ ମାଲ୍ୟବନ୍ତ ମାଟିର କଥା କୁହେ । ବିଶ୍ଵ କବିତା ଦିବସରେ ଜନ୍ମ ଗ୍ରହଣ କରି ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ରାଜ୍ୟକୁ କାବ୍ୟମୟ କରି ପାରିଛନ୍ତି । ସେ ସୃଷ୍ଟି କରିଥିବା…