Browsing Category

ଆଞ୍ଚଳିକ

ଦୁର୍ଗମ ଅଞ୍ଚଳକୁ ଘରୋଇ ବସ ଚଳାଚଳ ଆରମ୍ଭ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ"ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ…

“ସେ ଦିଗବଳୟ” ଉନ୍ମୋଚିତ

ବ୍ରହ୍ମପୁର : ସ୍ଥାନିୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମିଳନି କକ୍ଷରେ ଅନୁଷ୍ଠିତ ସୁଶ୍ରୀ ସୁଚେତା ପାଣିଗ୍ରାହିଙ୍କ ରଚିତ କବିତା ପୁସ୍ତକ "ସେ ଦିଗବଳୟ" ର ଉନ୍ନୋଚନ ପର୍ବ ଅନୁଷ୍ଠିତ ହୋଇଥିଲା ା ସଭାପତି ଗୌର ଚଂଦ୍ର ଷଢଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବରେ ବିଷିଷ୍ଟ…

କୋଠିଶାଳ ପୂଜାରେ ସରପଞ୍ଚଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ, ୬।୧୦(): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ ଅନ୍ତର୍ଗତ ତହଁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶିବରାମ ମେହେଣା ଙ୍କୁ କାଞ୍ଜିଆମା ଗ୍ରାମ ରେ ମଙ୍ଗଳବାର ରାତିରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କାଞ୍ଜିଆମା ଗ୍ରାମ ରେ କୋଠିଶାଳ ଯାତ୍ରା କୁ…

ଗଛଶାଖା ଭାଙ୍ଗି ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା ଅବରୋଧ

ବୁଗୁଡ଼ା : ବୁଗୁଡ଼ା ବ୍ଲକର ଗୌଡିଆବୋରଦା ଗ୍ରାମରୁ ଗାନ୍ଧୀଗ୍ରାମ ଅଭିମୁଖେ ଯାଇଥିବା ରାସ୍ତା ଉପରେ ପଡିଥିବା ଏକ ଆମ୍ବ ଗଛର ବଡ ଶାଖାକୁ ଦମକଳବାହିନୀ ହଟାଇଥିବା ଜଣାପଡିଛି । ପ୍ରକାଶ ଯେ , ଆଜି ଅପରାହ୍ନରେ ଲଗାଣ ବର୍ଷା କାଳରେ ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା କଡରେ ଥିବା ଏକ ଆମ୍ବ ଗଛର…

ଦୁର୍ଗାପୂଜା ମଜାକୁ ଧୋଇନେଲା ବର୍ଷା, ଶ୍ରଦ୍ଧାଳୁଙ୍କ ମନ ଫିକା

ବୁଗୁଡା : ଦୁଇ ବର୍ଷ ବ୍ୟବଧାନରେ ବହୁ ଆଡମ୍ବରରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ମହାସପ୍ତମୀରେ ମା' ଦୁର୍ଗାଙ୍କ ପୂଜା ଉତ୍ସବ ଆରମ୍ଭ ହେଲା । ବୁଗୁଡାର ମଦନ ମୋହନ ଛକ ଓ ନୂଆଁ ବସଷ୍ଟାଣ୍ଡ ସମେତ ବାଦୁଆ, ବି.କରଡ଼ାବାଡ଼ି ଓ ବାଲିପଦର ଆଦି ଗ୍ରାମରେ ଆକର୍ଷଣୀୟ ମେଢମାନ ପ୍ରସ୍ତୁତ…

ଗଞ୍ଜାମ ଜିଲ୍ଲା ସବ୍ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର କେନ୍ଦୁଝର ଗସ୍ତ

ବ୍ରହ୍ମପୁର (୦୬/୧୦) : ଆସନ୍ତା ୭ ଓ ୮ ତାରିଖରେ କେନ୍ଦୁଝରରେ ହେବାକୁ ସବ୍ ଜୁନିଅର ବାଳକ ଓ ବାଳିକା ଆନ୍ତଃ ଜିଲ୍ଲା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ଜଣ ସବ୍ ଜୁନିଅର ବାଳକ ଓ ୧୬ଜଣ ବାଳିକା ଦଳ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ।ଉଭୟ ଦଳର ଖେଳାଳି…

ଭୁସ୍ଖଳନ ଘଟଣାରେ ପ୍ରଶାସନଙ୍କ ପ୍ରୟାସରୁ ସ୍ଥାନାନ୍ତରିତ ହେଲେ ଗ୍ରାମବାସୀ

ଦାରିଙ୍ଗବାଡି (୬/୧୦) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାରେ ଲଘୁଚାପ ଜନିତ ବର୍ଷା ପାଇଁ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । କୁମ୍ଭାରିପଦର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ତାମାଙ୍ଗି…

ଜିଲ୍ଲାପାଳ ଙ୍କୁ ଭେଟିଲେ ଟ୍ରାକଟର ମାଲିକ ସଂଘ

ଦାରିଙ୍ଗବାଡ଼ି (୬/୧୦) : ଦାରିଙ୍ଗବାଡ଼ି ତହସିଲ ଅଂଚଳରେ କୌଣସି ବାଲି ଓ ପଥର ଖାଦାନ ନାହିଁ । ସରକାରୀ ଯୋଜନାରେ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ବାଲି,ପଥର,ଗୋଡ଼ି,ଇଟା ଟ୍ରାକଟର ମାଧ୍ୟମରେରେ ପରିବହନ କରାଯାଏ । କେତେବେଳେ ପଥରର ଆବଶ୍ୟକ ପଡେ ତ ଆଉ କେତେବେଳେ…

କନ୍ଧମାଳ ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ହେଲେ ବିଜୟ ନାୟକ

ଫୁଲବାଣୀ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଆଜି ରାଜ୍ୟରେ ବିଜେଡି ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲାରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି l ଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡି…

ନିରୁଦ୍ଦିଷ୍ଟ ଥିବା ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୬/୧୦, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଭ୍ରମରବାଡ଼ି ପଂଚାୟତ ବୁଡାନପିପାଲି ଗ୍ରାମର ବିଭାଇତ ମହିଳା ସୁମିତ୍ରା ପ୍ରଧାନ(୩୨) ନିରୁଦିଷ୍ଟ ଥିବା ସ୍ୱାମୀ ପ୍ରକାଶ ପ୍ରଧାନ ଗତକାଲି ବୁଧବାର ଦିନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ…