Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଭୀମପୁର ନିକଟରେ ବଗି ନଦୀ କେନାଲ ଭାଙ୍ଗିଲା
ପାତ୍ରପୁର : ବଙ୍ଗୋପସାଗର ରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷାରେ ଚାଷି କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପାତ୍ରପୁର ବ୍ଳକ୍ ଭୀମପୁର ଗ୍ରାମ ନିକଟ ବଗି କେନାଲ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ଉପର ମୁଣ୍ଡରେ ପ୍ରବଳ!-->…
ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ଶିଶୁ ବାଟିକା ମାତୃ ସମ୍ମିଳନୀ ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର ନାଥ ପାଢ଼ୀ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ପରିଚାଳନା କମିଟିର ସଭାପତି ତଥା!-->…
ଅଧ ରାସ୍ତାରେ ଡ୍ରାଇଭରକୁ ବନ୍ଧୁକ ଦେଖାଇ କାର ଲୁଟ ଉଦ୍ୟମ
ବୁଗୁଡ଼ା (୧୧/୦୯) : ବ୍ରହ୍ମପୁର ଯିବେ କହି କାର ଭଡା କରି କାରରେ ଚଢିବା ପରେ ଅଧ ରାସ୍ତାରେ କାର ଡ୍ରାଇଭରକୁ ମାଉଜର ଦେଖାଇ ଲୁଟି ନେଉଥିବା ବେଳେ ଖବର ପାଇ ଗାଁ ଲୋକ ଅଟକାଇବା ପରେ କାର ଛାଡି ଦୌଡିଲେ ଦୁର୍ବୁତ୍ତ l ଏମିତି ଏକ ଘଟଣା ଘଟିଛି ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ!-->…
ପରିତ୍ୟକ୍ତ ଘରୁ ୧୬ ଲକ୍ଷ ୧୧ ହଜାର ନକଲି ଟଙ୍କା ଜବତ, ଜଣେ ଗିରଫ
ରାଉରକେଲା : ସୁନ୍ଦରଗଡ ଜିଲ୍ଲା ରାଉରକେଲା ରୁ ଧରା ପଡ଼ିଲା ଆନ୍ତରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ STF , ରାଉରକେଲା ୧୫ ନମ୍ବର ସେକ୍ଟର ପୋଲିସ ସହାୟତା ରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ସି- ୨୩୧ ନମ୍ବର କ୍ୱାର୍ଟର ରୁ ଗିରଫ କରିଛି। ଗିରଫ ଶେଖ!-->!-->!-->…
ପାରମ୍ପରିକ ଢେମସା ନାଚରେ ପାଛୋଟି ନେଇ ଅହିଂସା ରଥକୁ ସ୍ବାଗତ ସମ୍ବର୍ଦ୍ଧନା
ଚିତ୍ରକୋଣ୍ଡା (୧୧/୦୯) : ଆଜାଦି କା ଅମୃତ ମହୋତ୍ସବ ଶୁଭ ଅବସରରେ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ତରଫରୁ ଅହିଂସା ରଥ କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି l ଦିନେ ଅହିଂସା ନୀତିକୁ ଆପଣେଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆହ୍ୱାନ କ୍ରମେ ହଜାର ହଜାର ଭାରତୀୟ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ!-->…
ସାତ୍ତ୍ୱିକ ସୋଲ୍ ସଙ୍ଗଠନର ତୃତୀୟ ବର୍ଷ ପୂର୍ତ୍ତି ଉତ୍ସବ
ଭୁବନେଶ୍ୱର : ସାତ୍ତ୍ୱିକ ସୋଲ୍ ସଙ୍ଗଠନର ୩ ବର୍ଷ ପୂର୍ତ୍ତି ଉତ୍ସବ ଗତ ରବିବାର ଦିନ ଷ୍ଟୋନ୍ ପାଲେସ, ଇନ୍ଫୋସିଟି ଠାରେ ସଫଳ ପୂର୍ବକ ପାଳିତ ହୋଇଯାଇଛି। ଏହି ଅବସର ରେ ଐଶ୍ୱର୍ଯ୍ୟା ମହାନ୍ତି , ଜାହିଦ୍ ଅଖତର୍, ଅଂଶୁମାନ ରଥ ପ୍ରମୁଖ ମୁଖ୍ୟ ଅତଥିଭାବେ ଯୋଗଦାନ କରି ଦୀପ ପ୍ରଜ୍ଜ୍ୱଳନ କରି!-->…
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି
ବୁଗୁଡ଼ା (୧୧/୦୯) : ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ବୁଦ୍ଧଗିରି ବିଦ୍ୟାପୀଠରେ ସ୍କ୍ରାପ୍ ବୁକ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ପ୍ରସନ୍ନ କୁମାର ବେହରା ଓ!-->…
ଚିକିଟିରେ ପାଳିତ ହେଲା “ଆଜାଦୀ କି ଅମୃତ ମହୋତ୍ସବ “
ଚିକିଟି : ଆଜି ସମଗ୍ର ଶିକ୍ଷl, ଗଞ୍ଜାମ ସୌଜନ୍ୟରୁ ଚିକିଟୀ ପେଣ୍ଠ ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବିନ୍ଦ୍ର ନାଥ ସାହୁ ଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି "ଆଜାଦୀ କି ଅମୃତ ମହୋତ୍ସବ " | ଏହି ଉତ୍ସବରେ ବ୍ଲକ ସ୍ତରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ!-->!-->!-->…
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଘର କାନ୍ଥ ପଡି ଦୁଇ ଗାଈ ମୃତ
ଦାରିଙ୍ଗବାଡ଼ି(୧୧/୯) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଆଜି ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ!-->…
ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ
ନବରଙ୍ଗପୁର (୧୧.୯) : ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର କଲେଜର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ,ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ପୂର୍ବତନ ବିଧାୟକ ସଦନ ନାୟକ ଉପସ୍ଥିତିରେ!-->…