Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିଦ୍ୟୁତ ଆଘାତରେ ଠିକା କର୍ମଚାରୀ ଗୁରୁତର
ହିଂଜିଳିକାଟୁ (୮।୯) : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଡି ପାଟପୁର ଓ ଶିଖରପୁର ରାସ୍ତା ମଧ୍ୟରେ ୧୧ କେଭି ଲାଇନ ମରାମତି କାର୍ଯ୍ୟ କରୁଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ଜଣଙ୍କ ଧର୍ମ ଟୁଡୁ(୨୨) । ସେ!-->…
ନଦୀରେ ବୁଡି ବୃଦ୍ଧା ମୃତ
ହିଞ୍ଜିଳିକାଟୁ (୮/୯) : ହିଞ୍ଜିଳି ଥାନା ପିତଳ ଋଷିକୁଲ୍ୟା ନଦୀ ପାଣିରେ ବୁଡି ଜୈନିକା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ସନ୍ତୋଷ ପୂର ପିତଳ ଗ୍ରାମ ଖରୁଡା ସାହିର କ୍ରିଷ୍ଣାମଣି ପାତ୍ର । ଏ ନେଇ ହିଞ୍ଜିଳି ଥାନାରେ କେଶ ନମ୍ବର ୨୪/୨୨ ରେ ଏକ ଅପମୃତ୍ୟୁ!-->…
୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫୁଲବାଣୀ : ଗତକାଲି ଠାରୁ ୨ ଦିନିଆ ଜିଲ୍ଲାସ୍ତରୀୟ ଛାଗ ପାଳନ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଏସ୍.ବି.ଆଇ., ଆର୍. ସେ.ଟି. ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କର ପୌରହିତ୍ୟରେ ୧୦ ଜଣ ଅଗ୍ରଣୀ ଛାଗ ଚାଷୀ!-->!-->!-->…
ବ୍ରହ୍ମପୁର ଏମ୍କେସିଜି ପୁଣି ଥରେ ଅଘଟଣ
ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ପୁଣି ଥରେ ଅଘଟଣ, ସୁପରସ୍ପେଶାଲିଷ୍ଟ ୱାର୍ଡ଼ର ପଞ୍ଚମ ମହଲାର ୟୁରୋଲୋଜି ଅସ୍ତ୍ରୋପଚାର ବିଭାଗର ଛାତ ସିଲିଂ ଆଜି ଖସି ପଡିଛି।କିଛିଦିନ ପୂର୍ବେ ଏହି ଅସ୍ତ୍ରୋପଚାର ଗୃହରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଜି ସେହି ବିଭାଗର ପଂଚମ ମହଲାର ଛାତ ସିଲିଂ ଖସିବା!-->…
ଚିତ୍ରକୋଣ୍ଡା ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ ସ୍ୱାମୀ ଶିବାନନ୍ଦଙ୍କ ୧୪୫ ତମ ଜନ୍ମ ଦିବସ ପାଳିତ
ଚିତ୍ରକୋଣ୍ଡା(୦୮/୦୯) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଦିବ୍ୟ ଜୀବନ ସଂଘ ଶାଖା ତରଫରୁ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୪୫ତମ ଜନ୍ମ ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତରୁ ସନ୍ଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିଥିଲା!-->…
ସ୍ୱାଭିମାନ ଅଞ୍ଚଳରେ ପ୍ରଥମଥର ବୃତ୍ତି ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ
ଚିତ୍ରକୋଣ୍ଡା(୦୮/୦୯) : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ୧୦ ଗୋଟି ପଂଚାୟତ ବଡ଼ପଦର, ବଡ଼ପଡ଼ା, ପାପରମେଟେଲା, ରାଲେଗାଡା, ଧୂଳିପୁଟ,!-->…
ଏନୱାଇକେ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର ପିକରଡ଼ି ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ସ୍ୱମନିତ ଶିଶୁ ବିକାଶ ଟିକାବାଲିର ମିଳିତ ଆନୁକୂଲ୍ୟରେ ପୋଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ!-->!-->!-->…
ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ସଂଘର ବୈଠକ
ବୁଗୁଡ଼ା (୦୮/୦୯) : ସ୍ଥାନୀୟ ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରସ୍ଥ ଭାଷା-ବିଜ୍ଞାନାଗାରରେ ଅଭିଭାବକ-ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ରଜନୀ କାନ୍ତ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ବୈଠକରେ ପରିଚାଳନା!-->…
ଦାଦା ବଟି ଓ ଚୋରି ଅଭିଯୋଗରେ ଆସାମୀ ଗିରଫ
ଭୁବନେଶ୍ୱର : ଆଜି ଅଭିଯୋଗକାରୀ ଶ୍ରୀ ଦୁଷ୍ମନ୍ତ କୁମାର ସାହୁଙ୍କ ଅଭିଯୋଗକ୍ରମେ କେଶ ନମ୍ବର 325/2022 ଲକ୍ଷ୍ମୀସାଗର ଥାନାରେ ଉପରୋକ୍ତ U/s-294/379/385/506 IPC. ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ଲକ୍ଷ୍ମୀସାଗର ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ!-->!-->!-->…
ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି : ଏକ ମାସ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ଗ୍ରାମବାସୀ
ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବିଶିଶାଇ ଠାରେ ବିଦ୍ୟୁତ ଟ୍ରାନ୍ସଫର୍ମ ପୋଡି ଯାଇ ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି କିମ୍ବା ନୂତନ ବିଦ୍ୟୁତ ଟ୍ରାନ୍ସଫର୍ମର ବସା ଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ ।!-->!-->!-->…