Browsing Category

ଆଞ୍ଚଳିକ

ଗଂଜାମ ଜିଲା ବିଶ୍ୱକର୍ମା ସମାଜ ମହାଅଧିବେଶନ ନୂତନ କାର୍ଯ୍ୟକାରିଣୀ ଗଠିତ

ହିଂଜିଳିକାଟୁ (୨୧ା୮) : ଗଂଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ପ୍ରଥମ ମହା-ଅଧିବେଶନ ହିଂଜିଳିକାଟୁ ନିକଟ ଶ୍ୟାମଳାଇ ମନ୍ଦିର ପରିସରରେ ରବିବାର ପୂର୍ବଖଣ୍ଡ ତାଲୁକା ସଭାପତି ତଥା ମହାଅଧିବେଶନ ପରିଚାଳନା କମିଟି ଅଧ୍ୟକ୍ଷ ଅଜୟ କୁମାର ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ…

ସୁନ୍ଦରପୁରଠାରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦରେଶ୍ୱର ମନ୍ଦିର ପଡିଆ ଠାରେ ଭୁବନେଶ୍ୱର ସ୍ଥିତ ଓ ସୁନ୍ଦରପୁରଗ୍ରାମ ପଂଚାୟତର ମିଳିତ ଆନୁକୂଲ୍ୟରେ ଏକ ବ୍ଲକ ସ୍ତରୀୟ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ…

ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବଡିଭିଜନ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଛତ୍ରପୁର : ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବଡିଭିଜନ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ସଭାପତି ପ୍ରମୋଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ତାରିଣୀ ଚରଣ ରଥ, ଜିଲ୍ଲା…

ନଦୀ ସ୍ରୋତ ରେ ଭାସି ଯୁବତୀ ମୃତ୍ୟୁ…

ଝରୀଗାଁ : ବନ୍ୟା ସ୍ରୋତ ରେ ଭାସିଗଲା ଯୁବତୀ ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଅନ୍ତରଗତ ଚଚା ଗ୍ରାମ ପଞ୍ଚାୟତ ର ଗୋବାଗୁଡା ଗ୍ରାମ ର ଝିଅ ତୁଲାବତୀ ଜାନୀ, ସେ ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ନଦୀ ପାର ହେବା ସମୟରେ ପାଣି…

ନବରଙ୍ଗପୁର ସାଂସଦଙ୍କ ସତୀଗୁଡା 5ଟି କନ୍ୟାଶ୍ରମ ଗ୍ରସ୍ତ ସହ ବହୁ ସାଧାରଣ ସଭାରେ ଯୋଗଦାନ…

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଲ ଗ୍ରାମ ପଞ୍ଚାୟତ ର ସତୀଗୁଡା କନ୍ୟାଶ୍ରମ ବିଦ୍ୟାଳୟ ଗ୍ରସ୍ତ କରି ମାନ୍ୟବର ପୂର୍ବତ୍ତନ କେବିନେଟ୍ ମନ୍ତ୍ରୀ ତଥା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ ଓ ମାଲକାନଗିରି ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ…

ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ

ବ୍ରହ୍ମପୁର : ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବିନାୟକ ଆଚାର୍ଯ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ଥାନାନ୍ତରଣ ପ୍ରତିବାଦରେ ଏଆଇଡିଏସ୍ଓ ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆଜି ଅଲ ଇଣ୍ଡିଆ ଡିଏସଓ, ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଐତିହ୍ୟ…

ପଦ୍ମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବରୁ ରୋଗୀସେବା ବାଧାପ୍ରାପ୍ତ

ମାଲକାନଗିରି, ୨୦।୮ : ମାଲକାନଗିରି ଜିଲ୍ଲା ଦିନକୁ ଦିନ ବିକାଶ ଆଡକୁ ଅଗ୍ରସର ହେଉଥିବା ବେଳେ ଜିଲ୍ଲାରେ ଚିକିତ୍ସା ବ୍ୟାବସ୍ଥାରେ ମଧ୍ୟ ପୂର୍ବ ଅପେକ୍ଷା ଅନେକ ସୁଧାର ଓ ବିକାଶ ଆସିଛି । ଜିଲ୍ଲାର ଅନେକ ନିଷ୍ଠାବାନ ଡାକ୍ତରଙ୍କ ଉତ୍ତମ ସେବା ଏବଂ ପ୍ରଶାସନର ଚେଷ୍ଠା ଫଳରେ ଜିଲ୍ଲାର…

ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ

ଚିକିଟି : ଚିକିଟି ଆର୍ଯ୍ୟ ସମାଜ ପରିବାର ତରଫରୁ ବକ୍ସି ବଜାର ସ୍ଥିତ ମୁକ୍ତେଶ୍ଵର କଲ୍ୟାଣ ମଣ୍ଡପ ପରିସରରେ ଶ୍ରାବଣୀ ଉପାକର୍ମ ଉପଲକ୍ଷେ ବୈଦିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଦ ସମ୍ମତ କାର୍ଯ୍ୟ କଲେ ମନୁଷ୍ୟ ସକଳ ଐଶ୍ୱର୍ଯ୍ୟ ର ଅଧିକାରୀ ହେବା ସହିତ ଇଶ୍ୱରଙ୍କ ସାନିଧ୍ୟ…

କାର୍ଯ୍ୟରତ ଦୁଇ କର୍ମଚାରୀ ଚୋରି କରି ହଟହଟା, ବହୁ ସାମାନ ଜବତ

ବ୍ରହ୍ମପୁର : ଆଇଆଇଏସଇଆର କମ୍ପାନୀରେ କାର୍ଯ୍ୟରତ ଦୁଇ କର୍ମଚାରିକୁ ଗୋଳନ୍ଥରା ଥାନା ପୋଲିସ ଚୋରି ଅଭିଯୋଗ ରେ ଗିରଫ କରିଥିଲା l ସେମାନେ ହେଲେ ଗଳନ୍ଥରା ଥାନା ଅନ୍ତର୍ଗତ ହୁନ୍ତୁଲୁ ଗ୍ରାମ ର ଆର ଦୁର୍ୟୋଧନ ରେଡି ଏବଂ ପ୍ରମୋଦ ବେହେରା l ସୂଚନା ପ୍ରକାରେ, ଗୋଳନ୍ଥରା ଥାନା ନିକଟରେ ଲୌଡ଼ି…

ସ୍ବାମୀ ସାଜିଲା ସଇତାନ, ସ୍ତ୍ରୀଙ୍କୁ ଗାଁ ଦାଣ୍ଡରେ ପିଟି ହତ୍ୟା

ହିଂଜିଳିକାଟୁ(୨୦ା୮) : ଗଂଜାମ ଜିଲା ହିଂଜିଳି ଥାନା ନନ୍ଦିନୀ ସେତୂ ନିକଟ ପର୍ବତ ପାଦଦେଶସ୍ଥିତ ମହିରକଣା ଗାଁରେ ଶୁକ୍ରବାର ରାତିରେ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ନିର୍ମମ ଭାବେ ପିଟି ସ୍ୱାମୀ ହତ୍ୟା କରିଛି । ମୃତା ମହିଳା ଜଣକ ହେଲେ ଅନୀତା ନାଇକ (୨୬) । ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ…