Browsing Category

ଆଞ୍ଚଳିକ

ପିଏମ ଶ୍ରୀ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ

ସୁନ୍ଦରଗଡ : ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଭାରତରେ ପାଳନ କରାଯାଏ। ୧୯୨୮ ମସିହାରେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସାର ସି ଭି ରମଣଙ୍କ ଦ୍ୱାରା “ରମଣ ପ୍ରଭାବ” ଆବିଷ୍କାର ହେବାର ସ୍ମୃତିରେ ଏହି ଦିବସ ପାଳିତ ହୁଏ। ଏହି ଐତିହାସିକ ଆବିଷ୍କାର ପାଇଁ ସେ ୧୯୩୦…

ବେଆଇନ ବାଲି,ମୋରମ ଚାଲାଣ ରୋକିବ କିଏ ?

ସୂଚ଼ନା ଫଳକ ଲଗାଇ ଦାୟୀତ୍ୟ ସଂପୂର୍ଣ୍ଣ କଲେ କି ସମ୍ପୃକ୍ତ ବିଭାଗୀୟ ଅଧିକାରୀ କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ ଅଧିନରେ ଥିବା ଲଘୁ ଖଣିଜ ଉତ୍ସର ଦୀର୍ଘ ମିଆଦି ଲିଜ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଟେଣ୍ଡର ହୋଇ ନ ଥିବା ବେଳେ…ଛତିଶଗଡ ସୀମାନ୍ତ କୋଟପାଡ଼ ତହସିଲ…

୧୫ କିମି ରାସ୍ତାକୁ ୧୮କୋଟିରୁ ଅଧିକ ବ୍ୟୟ : ବାରଖମା-ରେବିଙ୍ଗିଆ ରାସ୍ତା ମରଣଯନ୍ତା ପାଲଟିଛି

ବାଲିଗୁଡା, ତା, ୨୮/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଠାରୁ ରେବିଙ୍ଗିଆ ରାସ୍ତା ଟି ଦୀର୍ଘ ଦିନ ହେଲା ମରଣଯନ୍ତା ପାଲଟି ଯାଇଛି l ବାରମ୍ବାର ଅଞ୍ଚଳ ବାସୀ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ପରେ ମଧ୍ୟ ସୁଧୁରିନାହିଁ l ପ୍ରକାଶ ଯେ, ବାରଖମା ଠାରୁ ରେବିଙ୍ଗିଆ ଭାୟା…

ଆଦିବାସୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ପାଠଚକ୍ର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ତରଫରୁ ଏକ ପାଠ ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଠଚକ୍ର ର ବିଷୟ ବସ୍ତୁ ଥିଲା " ପରବର୍ତ୍ତୀ ବିଶ୍ଵ…

ଆସିକା ରେ ବ୍ୟବସାୟୀ ଟ୍ୟାକ୍ସ ଠକେଇ କରି କୋଟିପତି :ବ୍ୟକ୍ତି ବିଶେଷ ଙ୍କ ଉପରେ ଇଡ଼ିର ଛାଟ କେବେ ପଡ଼ିବ….?

ବ୍ରହ୍ମପୁର: ଆସିକା ସମେତ ଏହାର ଆଖ ପାଖ ଅଞ୍ଚଳ ରେ ବହୁ ବ୍ୟବସାୟୀ ଟ୍ୟାକ୍ସ ଠକେଇ କରି କୋଟିପତି ସାଜିଥିବାର ନଜିର ରହିଛି। ଚୋରା ସୁନା କାରବାର ଠାରୁ ଆରମ୍ଭ କରି ୯ କୁ ୧୦ ଟଙ୍କା ରେ କଳନ୍ତର ଦେଇ ବଡ଼ ବଡ଼ କୋଠା କମ୍ପ୍ଲେକ୍ସ ସାଙ୍ଗଳୁ ସହ ସହ ଏକର ଜମିର ମାଲିକ ସାଜିଥିବାର ନଜିର ରହିଛି।…

ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମର ତ୍ରୈମାସିକ ସମୀକ୍ଷା ବୈଠକ…

“ନିର୍ଭୟା କଢ଼ି, ମୋ ଗେଲ୍ହା ଝିଅ” ଅଭିଯାନକୁ ସଠିକ ଭାବରେ ସମ୍ପାଦିତ କରିବା ପାଇଁ ଜ଼ିଲ୍ଲାପାଳଙ୍କ ପରାମର୍ଶ ଛତ୍ରପୁର : ଶିଶୁଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅବସରରେ “ନିର୍ଭୟା କଢ଼ି, ମୋ ଗେଲ୍ହା ଝିଅ”, ଶିଶୁ ଶ୍ରମିକ ନିରାକରଣ ପାଇଁ ଜ଼ିଲ୍ଲା ଟାସ୍କ ଫୋରସ କମିଟି, ଜିଲ୍ଲା…

ଗଂଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ କର୍ମଶାଳା

ବିଗତ ବର୍ଷ ଗଂଜାମ ଜଳ ସଂରକ୍ଷଣରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲା ଛତ୍ରପୁର : ଗଂଜାମ ଜିଲ୍ଲାର “ନାକୁଇମ୍ ସୁପାରିଶ ଓ ଭୂତଳ ଜଳ ପରିଚାଳନା” ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଓ୍ବି…

ବାସୁକୀ ନଦୀ ପାର କରି ଲୋକଙ୍କ ପାଖକୁ ପହଞ୍ଚିଲେ ଜିଲ୍ଲାପାଳ

କୋରାପୁଟ : କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ନନ୍ଦପୁରକୁ ମାରାଥନ ଗସ୍ତ କରିଛନ୍ତି।ସ୍କୁଲ, କଲେଜ, ମେଗା ପାନୀୟ ପ୍ରକଳ୍ପ, ନିର୍ମାଣଧୀନ ମେଡିକାଲ ଓ ବତ୍ରିଶ ସିଂହାସନ ସମେତ ନନ୍ଦପୁର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି।ପ୍ରଥମେ ଜିଲ୍ଲାପାଳ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ…

ଭୁବନେଶ୍ୱର, ୨୬ ଫେବୃଆରୀ (ନିସର୍ତ୍ତ ନ୍ୟୁଜ): କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ…

ଆଗାମୀ ପର୍ବପର୍ବାଣୀ ପାଇଁ ସଜାଗ ପୋଲିସ: ଶୃଙ୍ଖଳା ରକ୍ଷା ଓ ଗୁଜବ ରୋକିବାକୁ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ

କଟକ (ନିସର୍ତ୍ତ ନ୍ୟୁଜ): ଆଗାମୀ ଦିନରେ ରାଜ୍ୟରେ ପାଳିତ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର…