Browsing Category

ଆଞ୍ଚଳିକ

ବନବିଭାଗ ଏବଂ ପ୍ରଦାନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୯/୭, ଦାରିଙ୍ଗବାଡ଼ି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଗଦଡ଼ି ଗ୍ରାମରେ ଗୋଷ୍ଠି ଗତ ଜଙ୍ଗଲ ଜମିରେ ବନବିଭାଗ ପକ୍ଷରୁ ମହୁଲ ଗଛ ଚାରା ୨୦୦ ଗୋଟି ଏବଂ କିଛି ବାଉଁଶ ମଞ୍ଜି ଲଗାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନାଞ୍ଚଳ ଅଧିକାରୀ ସତିଶ କୁମାର ଧାରୁଆ ଯୋଗ…

ବିଦ୍ୟୁତ୍‌ ସଟସର୍କିଟ ଯୋଗୁଁ ଘରପୋଡ଼ି

ଦାରିଙ୍ଗବାଡ଼ି,(୧୯/୭) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର କୁନାଲ ସେନ ନାୟକଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି । ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଆଜି ଅପରାହ୍ନ ପାଖାପାଖି ୪ ଘଣ୍ଟା ସମୟରେ କୁନାଲ ସେନ ନାୟକଙ୍କ ଘରେ ଧୂଆଁ ଉଠୁଥିବାର ଦେଖି…

ଚଲାରାସ୍ତା ନିର୍ମାଣ କାର୍ଯ୍ୟ ସରୁନି : ଜନସାଧାରଣ, ଛାତ୍ରଛାତ୍ରୀ ଦୁର୍ଦ୍ଦଶାର ସମ୍ମୁଖୀନ

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ୧୪ ନଂ ୱାର୍ଡ଼ ଅନ୍ତର୍ଗତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀ ହୁଡ଼ା ଚଲା ରାସ୍ତା ନିର୍ମାଣ ପାଇଁ ଗତ ୧ ତାରିଖ ଦିନ ଶୁଭ ଦିଆଯାଇଥିଲା । କିନ୍ତୁ ଠିକା ନେଇଥିବା ସଂସ୍ଥା ପୋଖରୀ ଚାରିପଟେ ଜେସିବି ଦ୍ୱାରା ହୁଡ଼ାକୁ ଖୋଳିଦେଇ ଗତ ଦଶ ଦିନ…

କୃଷି ରଣ ନୀତି କମିଟି ବୈଠକ : ବଜାର ସୁବିଧା ଉପଲବ୍ଧ ହେଲେ କୃଷକ ଅଣଧାନ ଚାଷ ପ୍ରତି ଆଗ୍ରହୀ ହେବେ – ଜିଲ୍ଲାପାଳ

ଛତ୍ରପୁର (୧୯/୦୭) : ଗଞ୍ଜାମ ଜିଲ୍ଲାରେ ଅଣ ଧାନ ଚାଷ ସକାଶେ ସଚେତନତା ଓ ପ୍ରଶିକ୍ଷଣ ପ୍ରଦାନ କରାଗଲେ ଚାଷୀଗଣ ଅଧିକ ଲାଭବାନ ହୋଇ ପାରିବେ । ଜିଲ୍ଲାରେ କେଉଁ ବ୍ଲକ୍ ରେ କେଉଁ ଚାଷ ଭଲ ହେଉଛି ତାହାର ଆକଳନ କରାଯାଉ । ସେହି ତଥ୍ୟକୁ ଆଧାର କରି ଉକ୍ତ ବ୍ଲକ୍ ରେ କାର୍ଯ୍ୟ ଖସଡା ପ୍ରସ୍ତୁତ ହେବ…

ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ନେଇ ଛତ୍ରପୁରରେ ବିକ୍ଷୋଭ

ଜାତୀୟ ରାଜପଥ ସହ ବ୍ୟାଙ୍କ ଓ ବିଭିନ୍ନ ମହାବିଦ୍ୟାଳୟ ବନ୍ଦ ଛତ୍ରପୁର: ଓଡିଶାର ବହୁ ଚର୍ଚ୍ଚିତ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଦୀର୍ଘ ୧୧ ଦିନ ଧରି କଲେଜ ସାମ୍ନାରେ ପରିବାର ବର୍ଗ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ନ୍ୟାୟ ଦାବି ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇ…

ବରିଷ୍ଠ ନାଗରିକଙ୍କୁ ବ୍ୟାଙ୍କର ଅଣଦେଖା ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲାରେ ଥିବା ବିଭିନ୍ନ ଷ୍ଟେଟବ୍ୟାଙ୍କ ଶାଖା ଗୁଡିକରେ କାର୍ଯ୍ୟରତଥିବା କର୍ମଚାରୀମାନେ ବରିଷ୍ଠ ନାଗରିକ ମାନଙ୍କୁ ଉଚିତ ସମ୍ମାନ ଓ ସେବା ଦେଉ ନଥିବା ଅଭିଯୋଗ ହେଉଛି । କେତେକ ବରିଷ୍ଠ ନାଗରିକ ଅଭିଯୋଗ କରି ଦର୍ଶାଇଛନ୍ତି ଯେ, ସ୍ଥଳ…

ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ

ଦାରିଙ୍ଗବାଡ଼ି,୧୯/୭ : ଦାରିଙ୍ଗବାଡ଼ି ସମ୍ମନିତ ଶିଶୁ ବିକାଶ ଯୋଜନା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମର ସହଯୋଗରେ ବୁଡାଗୁଡ଼ା ପଞ୍ଚାୟତ ସଭାଗୃହରେ ବାଲ୍ୟବିବାହ ରୋକିବା ନେଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ବୁଡାଗୁଡ଼ା ପଞ୍ଚାୟତ ସରପଞ୍ଚ ତାତୁରା ପ୍ରଧାନ,…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ୨୦ ହଜାର ଜରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ସିପୁ ଦିଗାଲ (୩୧)କୁ…

ସହିଦ ସୁଶାନ୍ତ ଗୌଡ଼ଙ୍କ ୩୯ତମ ଜୟନ୍ତୀ

ବ୍ରହ୍ମପୁର : ଆଜି ସହିଦ ସୁଶାନ୍ତ ଗୌଡ଼ ଙ୍କ 39ତମ ଜନ୍ମଦିବସ ଅବସରରେ ବଡବଜ଼ାର ଥାନା ପରିସରରେ ଥିବା ସହିଦ ସୁଶାନ୍ତ ଗୌଡ଼ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏହି ଅବସରରେ ସହିଦ ସୁଶାନ୍ତ ଗୌଡ଼ ଙ୍କ ବାପା ନିରଞ୍ଜନ ଗୌଡ଼ ପୁଅ ର ବୀରତ୍ୱ ର ଗାଥା କୁ ମନେ ପକାଇ ଭାବ…

ହିଞ୍ଜିଳି : ଶେଷରେ ଦାଦନ ଶ୍ରମିକର ଶବ ଫେରିଲା ଗାଁ କୁ …

ସରକାରଙ୍କ ଗାଁ କୁ କାମ ଓ ମାଁ କୁ ସମ୍ମାନ ର ନଗ୍ନ ଚିତ୍ର...! ହିଞ୍ଜିଳିକାଟୁ : ହିଞ୍ଜିଳି ବ୍ଳକ ଖରିଡା ଗ୍ରାମକୁ ଗ୍ରାମରେ ଶୋକାକୁଳ ପରିବେଷ ।ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ତାହା ଲୋକଙ୍କ ନିକଟରେ ନାରା ବାଜିରେ ସୀମିତ ହୋଇ ରହୁଥିବା…