Browsing Category

ଆଞ୍ଚଳିକ

ବିଦ୍ୟାଳୟରେ ଡେଙ୍ଗୁ ଓ ମେଲେରିଆ ସଚେତନତା କାର୍ଯ୍ୟକ୍ରମ

ଚିତ୍ରକୋଣ୍ଡା(୧୬/୦୭) : ଚିତ୍ରକୋଣ୍ଡାରେ ଡେଙ୍ଗୁର ପରିମାଣରେ ମାତ୍ରାଧିକ ବୃଦ୍ଧିକୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ସ୍ୱାଭିମାନ ଅଞ୍ଚଳରେ ନଦୀରେ ଭାସିଯାଇ ଜଣେ ମୃତ

ଚିତ୍ରକୋଣ୍ଡା (୧୬/୦୭) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ନଦୀକୁ ମାଛ ମାରିବାକୁ ଯାଇ ନଦୀରେ ଭାସିଯାଇ ମୃତୁବରଣ କରିଥିବା ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି l ମିଳିଥିବା ସୂଚନା ଅନୁଯାଇ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଗ୍ରାମ ପଞ୍ଚାୟତ ଆନିବିରିଡା…

ଭିନ୍ନକ୍ଷମ ଅଭିଜିତଙ୍କୁ ସରକାରୀ ସହାୟତା ସାତ ସପନ

ଉମରକୋଟ : ୪ବର୍ଷର ଅଭିଜିତ ଗଣ୍ଡ, ଭଲ ଭାବରେ ଚାଲି ପାରୁନି କି କଥାବିହେଇ ପାରୁନି | ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଭିନ୍ନକ୍ଷମ ଙ୍କ ପାଇଁ ସରକାରି ଯୋଜନା ସାତ ସପନ | ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସ୍ଥାନୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ଭିନ୍ନ କ୍ଷମଭତ୍ତା ରୁ…

ଆଗାମୀ ପିଢି ପାଇଁ ଶିକ୍ଷଣୀୟ କେନ୍ଦ୍ର ସାଜିବ “ସଞ୍ଜିବନୀ ବାଟିକା”

…ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ବନ ସୁରକ୍ଷା ସମିତି ପୁରସ୍କାର ନିମନ୍ତେ ସମ୍ବର୍ଦ୍ଧନା ସଭା ଓ ଔଷଧୀୟ ଉଦ୍ୟାନର ଶୁଭ ଉଦଘାଟନ….• ନିଜସ୍ଵ ଉଦ୍ୟମରେ ଶ୍ରମଦାନ ମାଧ୍ୟମରେ ଔଷଧୀୟ ବଗିଚା ସୃଷ୍ଟି କଲା ଝୁରିମାଲ ବନ ସୁରକ୍ଷା ସମିତି• ୫୬ ପ୍ରକାର ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଚାରା ରୋପଣ କଲେ ଝୁରିମାଲ…

ବ୍ରାହ୍ମଣୀଗାଁ ଥାନାର ନୂତନ ଅଧିକାରୀ ହେଲେ ଚାପଧାରୀ ପ୍ରଧାନ

ଦାରିଙ୍ଗବାଡି, ୧୬/୦୭ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଭାବେ ଚାପଧାରୀ ପ୍ରଧାନ ଦାଇତ୍ୱ ଭାର ଗ୍ରହଣ କରିଥିବା ପ୍ରକାଶ ପାଇଛି।ଏହାପୂର୍ବରୁ ସେ ବାଲିଗୁଡା ଥାନାରେ ଉପ ନିରୀକ୍ଷକ ଭାବେ କାର୍ଯ୍ୟ ରତଥିଲେ। ପୂର୍ବରୁ ଥିବା ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ପଦୋନ୍ନତି…

ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ ତିନୋଟି ଜିଲ୍ଲାର ୪୨ ଅଧ୍ୟକ୍ଷ ଓ ଅଧ୍ୟକ୍ଷା

ହିଞ୍ଜିଳିକାଟୁ (୧୬।୭): ଶନିବାର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ତରଫରୁ ମୟୁରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାର ୪୨ ଜଣ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ର ସାରୁ ଓ ଆମ୍ଵଗାଁ ଗସ୍ତ କରି ବିଭିନ୍ନ…

ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚୋରୀ ଘଟଣା, ୪ଗିରଫ

ହିଂଜିଳିକାଟୁ (୧୬।୭) : ହିଂଜିଳିକାଟୁ ଥାନା ଅନ୍ତର୍ଗତ ବେଲଗାଁ ସିଏଚସି ଅନ୍ତର୍ଗତ ସାରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରୁ ଡେସ୍କଟପ, ଏଲ ଇଡି ଟିଭି, ଇନଭେଟର ଚୋରୀ ମାମଲାରେ ତଦନ୍ତ କରୁଥିବା ହିଂଜିଳି ପୋଲିସ ହାତରେ ଅଫିସ ଚୋରୀ ସାମଗ୍ରୀ ସହ ଅନ୍ୟାନ୍ୟ ଅଂଚଳରୁ ଚୋରୀ କରୁଥିବା ଏକ…

ଅଧ୍ୟାପକ ଗଙ୍ଗାଧର ପ୍ରଧାନଙ୍କ ପରଲୋକ

ଚିକିଟି-ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟ ସ୍ଥିତ ଇତିହାସ ବିଭାଗ ଅଧ୍ୟାପକ ଗଙ୍ଗାଧର ପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଗତ କାରଣ ରୁ ଶନିବାର ମଧ୍ୟାହ୍ନ ରେ ଦେହାନ୍ତ ହୋଇଯାଇଛି। ସେଜଣେ ମେଳାପୀ ମିଷ୍ଟ ଭାସି ସୋଚଟ ଓ ଆଦର୍ଶ ଅଧ୍ୟାପକ ଭାବେ ପରିଚିତ ଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ଛାତ୍ର ଛାତ୍ରୀ,…

ଟଙ୍କା ଓ ମୋବାଇଲ ସହ ୬ଜୁଆଡ଼ି ଗିରଫ

ଭଞ୍ଜନଗର (୧୬/୭) : ଭଞ୍ଜନଗର ଥାନା ଅନ୍ତର୍ଗତ ରାଜକୁଣ୍ଡୁ ଗ୍ରାମର ଏକ ଅବ୍ୟବହୃତ ଘରେ ଜୁଆ ଖେଳ ଚାଲିଥିବା ଖବର କୌଣସି ସୂତ୍ରରୁ ପାଇ ପୋଲିସ ଅଚାନକ ସେହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା।ସେଠାରୁ ୬ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ ଓ ୩୦,୫୨୦ଟଙ୍କା…

ଶ୍ୱଶୁର ଘରେ ଜ୍ବାଇଁର ସନ୍ଦେହଜନକ ମୃତ୍ୟୁ

ଫୁଲବାଣୀ (୧୬/୦୭) : ଶ୍ଵଶୁର ଘରେ ଜ୍ବାଇଁଙ୍କ ମୃତ୍ୟୁ । ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପୁଅ ଘରଲୋକ । ଏନେଇ ପୁଅର ମା ମଦନା ଡିଗଲ ଫିରିଙ୍ଗିଆ ଥାନାରେ ଏତେଲାପରେ ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟଯେ, ଫୁଲବାଣୀ ସଦର ଥାନା କୁମୁରି ଗୁଡ଼ା ଅଞ୍ଚଳର ନଟବର ଦିଗଲ ସ୍ତ୍ରୀ…