Browsing Category

ଆଞ୍ଚଳିକ

ବାଲ୍ୟ ବିବାହ ଓ ଶିଶୁ ନିର୍ଯ୍ୟାତନା ସୁରକ୍ଷା ଆଇନ କର୍ମଶାଳା…

କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ଫୁଲବାଣୀ:-ଦିନକୁ ଦିନ ବାଲ୍ୟ ବିବାହ ଓ ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ନେଇ ଏକ ସଚେତନତା ସଭା ଆଜି ଶୁକ୍ରବାର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସାହାରା ପକ୍ଷରୁ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କର୍ମଶାଳା…

ବୃଦ୍ଧାଙ୍କ ଅସ୍ତ୍ରୋପଚାର ପାଇଁ ରକ୍ତ ଆବଶ୍ୟକତାରେ ସହାୟତାର ହାତ ବଢ଼ାଇଲେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ…

ମାଲକାନଗିରି : କିଛି ଦିନ ତଳେ ପେଟ ବଥା ହେବାରୁ ଏମ ପି ଭି ୩୯ ଗ୍ରାମର ୭୨ ବର୍ଷର ବୃଦ୍ଧା ରତ୍ନମାଳା ସରକାର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ପରୀକ୍ଷା ନିରୀକ୍ଷ୍l ପରେ ଡାକ୍ତର ଅପେରସନ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅପେରସନ ସମୟରେ…

ଟିୟୁସନ ପଢିବାକୁ ଯାଇ ଛାତ୍ର ନିଖୋଜ…

ଗଂଜାମ :-ଟିୟୁସନ ପଢିବାକୁ ଯାଇ ଛାତ୍ର ନିଖୋଜ । ଏହିଭଳି ଘଟଣା ଘଟିଛି , ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମରେ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମର ନୂଆ ସାହି ବାସିନ୍ଦା ବୃନ୍ଦାବନ ବିଶ୍ୱାଳ ଙ୍କ ପୁଅ ଚନ୍ଦନ ବିଶ୍ୱାଳ ( ୧୬) ୧୦ଶ୍ରେଣୀର ଛାତ୍ର । ସବୁଦିନ ପରି ଗତକାଲି ପ୍ରାୟ…

ଚିକିଟି : ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ

ଚିକିଟି : ଚିକିଟି ସ୍ଥିତ ଏନଏସି ମାର୍କେଟ ଠାରେ ଆବହମାନ କାଳରୁ ଚାଲି ଆସିଥିବା ୫ବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି । ଆଜି ପ୍ରାତଃରୁ ମନ୍ଦିରର ପୂଜକମାନେ ମାଙ୍କୁ କ୍ଷୀର, ଦହି, ମହୁ, ଘିଅ, ନବାତଓ ଫଳରସ ଇତ୍ୟାଦି ରେ ମହାସ୍ନାନ କରି ସିନ୍ଦୁରରେ ମାର୍ଜନା କରାଯାଇ ବିଭିନ୍ନ ପୁଷ୍ପ…

ନିସର୍ତ୍ତ ଖବର ପ୍ରସାରଣର ମହାପ୍ରଭାବ : ଛାତ୍ରବାସରେ ଛାତ୍ରଙ୍କ ମୃତ୍ୟୁ ଘଟଣା, ବିଦ୍ୟାଳୟର ଦାୟିତ୍ବହୀନତା ପାଈଁ ଦୁଇ…

ମାଲକାନଗିରି //ଖଇରପୁଟ (୨୭/୦୫) : ଖଇରପୁଟ ବ୍ଲକ ଅନ୍ତର୍ଗତ ଗତ ୧୫ ମେ ୨୦୨୨ ରେ ନନ୍ଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟର ଛାତ୍ରାବାସରେ ହୋଇଥିବା ଛାତ୍ରମୃତ୍ୟୁ ଘଟଣାରେ ଗୋଟିଏ ପାଦ ଆଗକୁ ଯାଇଛି ଜିଲ୍ଲା ପ୍ରଶାସନ ମାଲକାନଗିରି। ଉକ୍ତ ଘଟଣାକୁ ନେଇ ୧୬ ମେ ୨୦୨୨ ରେ ଏକ ପ୍ରାଥମିକ ତଦନ୍ତ…

ଦାରିଙ୍ଗବାଡ଼ି ବ୍ଲକ ମହକୁମାର ବିଭିନ୍ନ ସମସ୍ୟା ନେଇ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି (୨୭/୫) : ଦାରିଙ୍ଗବାଡ଼ି ବ୍ଲକ ଆଚଂଳିକ ମିଳିତ ମହାସଂଘ, ଜନ ପ୍ରତିନିଧି, ଜୀବିକା ସୁରକ୍ଷା ମଞ୍ଚ, ଦାରିଙ୍ଗବାଡ଼ି ଦଳିତ ସମାଜ, ଆଞ୍ଚଳିକ ନାରୀ ମହାସଂଘ ଓ ଲୋକ ସଂଗଠନ ମିଳିତରେ ବିଭିନ୍ନ ଉଦ୍ଦେଶ୍ୟ କୁ ନେଇ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର…

ପୁଅର କାଠ ଫାଳୀଆ ମାଡ଼ରେ ମା’ ମୃତ

ଫୁଲବାଣୀ : ପୁଅର କାଠ ଫାଳିଆ ମାଡ଼ରେ ମାର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ l ଯାହା ସୂଚନା ରହିଚି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର ଝିଅ କଳ୍ପନା କହଁର ରହି…

ସ୍ଵଳ୍ପ ଦେୟରେ ନାଟକ ପାଇଁ ଟାଉନ୍ ହଲ୍ ଯୋଗାଇଦେବା ସପକ୍ଷରେ ମେୟର

ବ୍ରହ୍ମପୁର (୨୭/୦୫) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସାଂସ୍କୃତିକ ପ୍ରତିଷ୍ଠାନକୁ ନେଇ ଗଠିତ "ମିଳିତ କଳାକାର ମଞ୍ଚ " ପକ୍ଷରୁ ନାଟକ ପରିବେଷଣ ନିମନ୍ତେ ସ୍ୱଳ୍ପ ଦେୟରେ ଟାଉନ୍ ହଲ୍ ଯୋଗାଇଦେବା ଓ ନାଟକ ଅଭ୍ୟାସ ନିମନ୍ତେ ସ୍ଥାନାଭାବ ସମ୍ପର୍କରେ ବ୍ରହ୍ମପୁର ମେୟର୍ ଶ୍ରୀମତୀ…

ଆଠ ଶହ ଜାଗାରେ ମିଳିଲା ଛଅ ଶହ ଭତ୍ତା, ଆଉ ଦୁଇଶହ ପାଇଁ ଖର୍ଚ୍ଚ ପାଞ୍ଚ ଶହ

ଢେଙ୍କାନାଳ : ବୃଦ୍ଧ ଓ ବିକଳାଙ୍ଗ ମାନଙ୍କର ରୋଜଗାର ନାହିଁ ବୋଲି ,ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟରେ ଭତା ହେଉଛି ଗୋଟିଏ । ଏହି ଭତା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ବଣ୍ଟନ କରୁଥିଲେ। ଏବେ ଏହା ବ୍ୟାଙ୍କ ଖାତାକୁ…

ରୋଟାରୀକ୍ଲବ ଆନୁକୂଲ୍ୟରେ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ…

ରାଉରକେଲା : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଆରଜିଏଚ ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗ ରେ କୁଲର ଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ…