Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦେବଗଡ଼ ବିଜେପି ବିଧାୟକଙ୍କ ଗିରଫ ପ୍ରତିବାଦରେ କନ୍ଧମାଳ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କନ୍ଧମାଳ : ଦେବଗଡ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରିବା ପ୍ରତିବାଦ ରେ କନ୍ଧମାଳ ଏସପି ଅଫିସ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ମଧ୍ୟ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଶତାଧିକ!-->…
ବ୍ରହ୍ମପୁର ପୋଲିସ ଅଧିକ୍ଷକ ଡ. ସାର୍ବଣା ବିବେକ ଙ୍କ ଦାୟିତ୍ୱ ଗ୍ରହଣ…
ବ୍ରହ୍ମପୁର : ବିଦାୟୀ ବ୍ରହ୍ମପୁର ପୋଲିସ ଅଧିକ୍ଷକ ପିନାକ ମିଶ୍ର ଆଜି ନୂତନ ଏସ୍ ପି ସର୍ବଣା ବିବେକ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପିନାକ ମିଶ୍ର କଟକ ଡିସିପି ଭାବେ ବଦଳି ହେବା ପରେ ଜଣେ ଯୁବ ସୁଲଭ ବହୁମୁଖୀ ପ୍ରତିଭା ଡ ସର୍ବଣା ବିବେକ ଙ୍କୁ ପୋଲିସ ଅଧିକ୍ଷକ ଭାବେ ପାଇବା!-->!-->!-->…
ପ୍ରକାଶ ମାଝୀଙ୍କୁ ଶିଘ୍ର ଗିରଫ କରିବାକୁ ଦାବି
ଉମରକୋଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ରେ ହେଉଥିବା ଦୁର୍ନୀତି , ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝୀଙ୍କ ନାମରେ ଆସିଥିଵା ଯୌନ କେଳେଙ୍କେରି ଓ ଅହେତୁକ ଵିଦ୍ୱତ କାଟ୍ ର ପ୍ରତିଵାଦ ରେ ବିଜେପି ଉମରକୋଟ ତରଫରୁ ଏକ ଵିରାଟ ଶୋଭାଯାତ୍ରାରେ ସହର ପରିକ୍ରମା!-->…
କୁଟୁରା ମାଂସ ସହ ତିନି ଅଭିଯୁକ୍ତ ଗିରଫ
ରାଉରକେଲା/ବଣାଇ,(୦୫/୦୫) : ବଣାଇ ବନଖଣ୍ଡ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ ବଳିତା କୁଦର ଗ୍ରାମର ନାଳ ପାଖରେ କୁଟୁରା ମାଂସ କାଟୁଥିବା ସମୟରେ ତିନି ଅଭିଯୁକ୍ତ କୁ ଗିରଫ କରାଯାଇଛି ସେମାନେ ହେଲେ ମହାନ୍ତ ମୁଣ୍ଡା, ଲିଙ୍ଗରାଜ ପେଣ୍ଠେଇ, ସୋମନାଥ ପ୍ରଧାନ।ସୂଚନା ଅନୁସାରେ ବର୍ତ୍ତମାନ!-->!-->!-->…
ଠୁରୁବୁରାଇରେ ଡାଇରିଆ ଘଟଣାରେ ନିସର୍ତ୍ତର ପ୍ରଭାବ : ଖାସପା ଗ୍ରାମରେ ସ୍ବାସ୍ଥ୍ୟଵିଭାଗ ଟିମ
ହିଞ୍ଜିଳିକାଟୁ : ମୁଖ୍ୟମନ୍ତ୍ରୀଙ୍କନିର୍ବାଚନ ମଣ୍ଡଳୀ ଶେରଗଡ ବ୍ଲକର ବିଭିନ୍ନ ଗ୍ରାମରେ ଗତ ପାଚଂ ଦିନ ଧରି ଡାଇରିଆ ରୋଗ ମହାମାରୀ ରୂପ ନେଇଥିବା ନେଇ ନିସର୍ତ ରେ ଖଵର ପ୍ରକାଶନ ପାଇଥିଲା ।ଖବର ପ୍ରକାଶନ ପରେ ଗୁରୁବାର ସଂନ୍ଧ୍ୟାରେସ୍ବାସ୍ଥ୍ୟ ବିଭାଗର ଏକ ଟିମ ଶେରଗଡ ବ୍ଳକ ଠୁରୁବୁରାଈ!-->…
ମିଡ଼ିୟୁବାନ୍ଦା ପ୍ରପାତ ପାହାଡରେ ଠାବ ହେଲା ହନୁମାନଙ୍କ ଆକାରର ପଥର, ଦେଖିବାକୁ ଅଞ୍ଚଳ ବାସୀଙ୍କ ଭିଡ଼
ଦାରିଙ୍ଗବାଡ଼ି,୫/୫ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ବେସ ପରିଚିତ। ଏହି ବ୍ଲକ ଅନ୍ତର୍ଗତ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଛି। ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି!-->!-->!-->…
ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର ସ୍କେଟରମାନଙ୍କ ବ୍ରୋଞ୍ଜ…
ବ୍ରହ୍ମପୁର : ଅପ୍ରେଲ ମାସ 21 ତାରିଖଠାରୁ 30 ତାରିଖ ଦୀର୍ଘ 10 ଦିନ ଧରି ପଞ୍ଜାବର ମୋହାଲିଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଜାତୀୟ ରୋଲର ଗେମ୍ସ-2022ରେ ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲ୍କି ରୋଲର ସ୍କେଟିଂ ଏକାଡେମୀର 4 ଜଣ ସ୍କେଟର ଭାଗନେଇଥିଲେ । ଏଥିରେ ରୋଲର ଡରବୀରେ ତିନି ଜଣ!-->…
ପାହାଡିଆ ଓ ଘାଟି ଅଞ୍ଚଳ ତାଗାବେଡା ଗ୍ରାମକୁ ରାସ୍ତା ନିର୍ମାଣ
ମାଲକାନଗିରି ଖଇରପୁଟ (୫/୦୫),ତା-୦୫/୦୫/୨୦୨୨ ରିଖ, ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପ°ଚାୟତ ର ପାହାଡିଆ ଘାଟି ଅ°ଚଳ ତାଗାବେଡା ଗାଁ । ଭାରତ ସ୍ୱାଧିନ ହେବାର ୭ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଗାଁକୁ ପକ୍କା ରାସ୍ତାଟିଏ ନଥିଲା, ଥିଲା ଏକ ପାଦଚଲା ଅ°କାବ°କା ପାହାଡିଆ ରାସ୍ତା । ବର୍ତ୍ତମାନ!-->…
ମହିମା ଅଲେଖ ଧର୍ମର ଉପାସକଙ୍କ ପରଲୋକ
ଚିକିଟି : ପାତ୍ରପୁର ବ୍ଲକ ଖରଣୀପଡା ପଞ୍ଚାୟତ ଅନ୍ତର୍ଗତ ଆମୁଣ୍ଡି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ମହିମା ଅଲେଖ ଧର୍ମର ବିଶିଷ୍ଠ ଉପାସକ ମାଗୁଣି ମହାନ୍ତିଙ୍କ ପରଲୋକ ହୋଇଯାଇଛି । ବ୍ରହ୍ମପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ ପରେ ତାଙ୍କ ମୃତ ଦେହକୁ ଆମୁଣ୍ଡି ଗ୍ରାମକୁ ଅଣାଯାଇଥିଲା।ମହିମା!-->…
କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ
ପାତ୍ରପୁର : ଜରଡ଼ା ଥାନା ବାଦପୁର ପଞ୍ଚାୟତ ଦେସାରି ଗ୍ରାମର ସିମାଞ୍ଚଳ ନାଇକ (କାଳୁ) ୨୮ କେରଳ ର ଏକ କମ୍ପାନୀ ରେ କାମ କରିବାକୁ ୧୫ ଦିନ ତଳେ ଯାଇଥିବା ବେଳେ ବୁଧବାର ଭୋର୍ ସକାଳୁ ଏକ ଛାତରୁ ପଡ଼ି ମୃତ୍ୟୁ ବରଣ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମମାଟି ଦେଶାରି ଗ୍ରାମକୁ ଆଣିବା!-->…