Browsing Category

ଆଞ୍ଚଳିକ

ବାଇକ୍‌ ଉପରେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍: ବାପା, ଦୁଇ ଝିଅ ଓ ନାତି ମୃତ

ଭଞ୍ଜନଗର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି।…

ଖୋର୍ଦ୍ଧାରୁ ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୬ ଗିରଫ

ଖୋର୍ଦ୍ଧା: ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ଖୋର୍ଦ୍ଧା ଅବକାରୀ ବିଭାଗ। ଗୋଡିପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୁଇ ଗୋଟି କାରକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଉକ୍ତ ଦୁଇ…

ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା : ୭ଟି ବ୍ଲକରୁ ୧ ଲକ୍ଷରୁ ଅଧିକ…

• ପାଇଲଟ୍ ଭିତ୍ତିରେ ପ୍ରଥମ ଥର ପାଇଁ ଏସଏଚଜିକୁ ଧାନ ସଂଗ୍ରହ ଦାୟିତ୍ୱ• ୭ଟି ବ୍ଲକରେ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିୟୋଜିତ• ଆଗାମୀ ଖରିଫ୍ ୠତୁରେ ୫୦ଟି ଗୋଷ୍ଠୀକୁ ଯୋଡ଼ିବା ଲକ୍ଷ୍ୟ ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ…

ଫୁଲବାଣୀ ସହରରେ ଟ୍ରାଫିକ ସମସ୍ୟା ଧର୍ମକୁ ଆଖିଠାର…!

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟ୍ରାଫିକ ସମସ୍ୟା ଏବେ ମୁଖ୍ୟ ସମସ୍ୟାରେ ପରିଣତ ହେଇଛି । ଟ୍ରାଫିକ ପୋଲିସ ଜଗୁଛନ୍ତି ସତ କିଏ ପାନ ଦୋକାନ ପିଣ୍ଡା ରେ ତ କିଏ ଚା ଦୋକାନ ଦାଣ୍ଡରେ ମୋବାଇଲରେ ଵ୍ୟସ୍ତ ରହୁଛନ୍ତି । ଏହି ସମୟରେ ଯୁବ ପିଢ଼ି କଲେଜ ପଢୁଆ ଛାତ୍ର ଛାତ୍ରୀ ସ୍କୁଟି ବାଇକରେ ୬୦…

ଟିବି ମୁକ୍ତ ଭାରତ ପାଇଁ ଶପଥ ନେଲେ ଟନେଲକ୍ୟାମ୍ପ ପଞ୍ଚାୟତ ବାସି…

ଚିତ୍ରକୋଣ୍ଡା :-ଭାରତ କୁ ଟିବି (ଯକ୍ଷ୍ମା) ମୁକ୍ତ ଅଭିଯାନ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶନ ଙ୍କ ଆହ୍ୱାନ ରେ ଚିତ୍ରକୋଣ୍ଡା ବ୍ଲକ…

ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା ସଭା ପଦଯାତ୍ରା…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲ କ୍ୟାମ୍ପ ଠାରେ ଆଇସିଡିଏସବ ଆନୁକୂଲ୍ୟରେ ପଞ୍ଚାୟତ ପ୍ରତିନିଧି, ବିଶୋରି ବାଳିକା,ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ…

କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରାଉରକେଲା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ରାଉରକେଲା : କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୋମବାର ଦିନ ରାଉରକେଲା…

ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ…

ରାଜସୁନାଖଳା/ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପଡିଆ (୦୪/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ମାଧମରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ…

ଉତ୍କଳ ଦିବସ ଉପଲକ୍ଷେ କବି ସମାରୋହ

ଦାରିଙ୍ଗବାଡି (୦୪/୦୪) : ଉତ୍କଳ ଦିବସ ଉପଲକ୍ଷେ ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ଆନୁକୁଲ୍ୟରେ ଗତ ଏପ୍ରିଲ ୩ ତାରିଖ ରବିବାର ଦିନ ଦିଗପହଣ୍ଡି ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼ ଉତ୍ସବରେ ଦାରିଙ୍ଗବାଡିର ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ…