Browsing Category

ଆଞ୍ଚଳିକ

ତ୍ରିସ୍ତରୀୟ ପଞ୍ଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଦାରୀଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ଵ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗଡା, ଗଦାପୁର, ସରାମୁଳି, ତାଜୁଙ୍ଗି ଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନରେ ନବ ନିର୍ବାଚିତ ସରପଞ୍ଚ,…

ଦୁର୍ଘଟଣା ରେ ଅସ୍ବାଭାବିକ ହେଲା ଜୀବନଶୈଳୀ : ଅର୍ଥାଭାବ କାରଣରୁ ଅମୀର ଙ୍କ ଚିକିତ୍ସା ରେ ବ୍ୟାଘାତ…

ବାଲିମେଳା : ଘଟଣା ସାମ୍ନାକୁ ଆସିଛି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ-୭ ରୁ । ୨୬ ବର୍ଷୀୟ ଯୁବକ ଅମୀର ଡାକୁଆ,ବାପା-ଶ୍ରୀ ପଦ୍ମନାଭ ଡାକୁଆ(୫୫), ମାଆ-ଶ୍ରୀମତୀ ଝୁନୁ ଡାକୁଆ (୪୫) । ପରିବାର କହିଲେ ୪ପ୍ରାଣୀ କୁଟୁମ୍ବ,ଅମୀରଙ୍କ ସାନଭାଇ,ଅମୀର ଓ ତାଙ୍କ ବାପା ମାଆ ।…

ଆଶା ଓ ଗାଁ କଲ୍ୟାଣ ସମିତିର ବାର୍ଷିକ ସମ୍ମିଳନୀ…

ବ୍ରହ୍ମପୁର : ସାମ୍ପ୍ରତିକ ସମୟରେ ଗ୍ରାମଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘରେ ଘରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୋଷ୍ଟୀ ର ସହଭଗୀତା ନିତ୍ୟାନ୍ତ ଜରୁରୀ ବୋଲି ବହୁ ବ୍ୟକ୍ତା ମତ ରଖି ଥିଲେ.ଆଜି ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଆୟୋଜିତ ଆଶା ଓ ଗାଁକଲ୍ୟାଣ…

ବେସାହାରାର ସାହାରା ପାଲଟିଛି ଟିମ ହ୍ୟୁମାନିଟି…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଟିମ୍ ହ୍ୟୁମାନିଟି ବେସାହାରାର ସାହାରା ପାଲଟିଛି ଟିମ ହ୍ୟୁମାନିଟି ବୋଲି ଚର୍ଚ୍ଚା ହେଉଛି ସମଗ୍ର ଅଞ୍ଚଳରେ। କନ୍ଧମାଳ ଜିଲ୍ଲାରେ ବିଶେଷ କରି ଫୁଲବାଣୀ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ଅସହାୟ ବେସାହାରାଙ୍କ ପାଖରେ ପହଞ୍ଚି ନିଜର ଧର୍ମ,ସେବା…

ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଲିଗୁଡା ସ୍ଥିତ ବନବାସି ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକ ପାଳନ ନିମନ୍ତେ ଅନୁଷ୍ଠାନ କର୍ମୀଙ୍କ ମଧ୍ୟରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |…

ଭଞ୍ଜନଗର ବେଲଗୁଣ୍ଠା ରୋଡ଼ ଝଙ୍କେରେଇ ମନ୍ଦିର ନିକଟରେ ଦୃର୍ଘଟଣା…

ଭଞ୍ଜନଗର:- ଆଜି ସନ୍ଧ୍ୟା ପ୍ରାୟ ୮.୩୦ ମିନିଟ ସମୟରେ ଭଞ୍ଜନଗର ବେଲଗୁଣ୍ଠା ରୋଡ଼ ଝଙ୍କେରେଇ ମନ୍ଦିର ନିକଟରେ ଗୋଟିଏ ଅଲ୍ଟୋ କାର (ନମ୍ବର OD07S0209) ଆଗରେ ଯାଉଥିବା ହିରୋହୋଣ୍ଡ ପେଶନ ମଟର ସାଇକେଲ (ନମ୍ବର OD321143) କୁ ଧକ୍କା ଦେବା ଫଳରେ ବାଇକ ଆରୋହି ବାଣତୁମ୍ବୁ ଗ୍ରାମର ଅମୀୟ ରାଉତ…

ଦୁଇଦିନିଆ ଭାରତ ବନ୍ଦ ପାଇଁ ଡାକରା ଦେଲେ ବିଭିନ୍ନ ଟ୍ରେଡ଼ ୟୁନିୟନ…

ରାଉରକେଲା : କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି କୁ ବିରୋଧ କରି ଦେଶର ୧୦ଟି ଟ୍ରେଡ଼ ୟୁନିୟନ ପକ୍ଷରୁ ଦୁଇଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଆସନ୍ତାକାଲି ଠାରୁ ୨୮ ଏବଂ ୨୯ ତାରିଖ ଦୁଉଦିନ ବନ୍ଦ ଡାକରା ଯୋଗୁଁ ବିଭିନ୍ନ କ୍ଷତ୍ରରେ ଦିଆଯାଉଥିବା ସେବା ଗୁଡିକ ପ୍ରଭାବିତ ହେବାର…

ଗାଧେଇବା ପାଇଁ ଖାଦାନକୁ ଯାଇଥିବା ବେଳେ ଖାଦାନରେ ବୁଡ଼ି ବୃଦ୍ଧା ନିଖୋଜ…

ରାଉରକେଲା : ରଘୁନାଥପାଲ୍ଳୀ ଥାନା ଅନ୍ତର୍ଗତ ଦେଓଗାଁ ଫାଣ୍ଡି ଅଧୀନରେ ଥିବା ସ୍ଲଗ ଗେଟ ଖାଦାନ ବସ୍ତିରେ ରହୁଥିବା ଜଣେ ବୃଦ୍ଧା ଆଜି ସକାଳେ ଗାଧୋଇବା ପାଇଁ ଖାଦାନକୁ ଯାଇଥିବାବେଳେ ଅସବଧାନତା ଯୋଗୁଁ ପୋଖରୀରେ ବୁଡ଼ି ଯାଇଥିଲେ ପରେ ସ୍ଥାନୀୟ ଲୋକେ ଘଟଣାର ସୂଚନା ଦମକଳ ବାହୀନି କର୍ମୀଙ୍କୁ…

ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ବ୍ରହ୍ମପୁର (27/03) : ସ୍ଥାନୀୟ ଭି.ଭି. ଗିରି ସରକାରୀ ମାଧ୍ୟମିକ ପ୍ରଶିକ୍ଷଣ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁରଠାରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଅଛି | ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ମହାନଗର ନିଗମର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ…

ପିପିଟିର ଦ୍ବିତୀୟ ବାର୍ଷିକୋତ୍ସବ : ସମାଜକୁ ସୁଧାରିବାରେ ସାମାଜିକ ଗଣମାଧ୍ୟମର ଗୁରୁଦାୟିତ୍ବ ରହିଛି ।

ବ୍ରହ୍ମପୁର (୨୭/୦୩) : ସମାଜକୁ ସୁଧାରିବାରେ ସର୍ବଦା ମୁଖ୍ୟ ଧାରାର ଗଣମାଧ୍ୟମ ସହ ସାମାଜିକ ଗଣମାଧ୍ୟମମାନଙ୍କର ଦାଇତ୍ୱକୁ କେହି ଅସ୍ବୀକାର କରିପାରିବେ ନାହିଁ। ଅତଏବ ପିପିଟି ଭଳି ସୋସିଆଲ ମିଡିଆ ଅନୁଷ୍ଠାନ ମାନେ ସମାଜ ପାଇଁ ସତର୍କ ପ୍ରହରୀ ଭଳି କାମ କରି ଏକ ଅଲୋକବର୍ତିକ ଭଳି ଜଳିବା…