Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ବାଲିଗୁଡା : ଗୋପାଳପୁର ଠାରୁ ରୟପୁର କୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ରୁ ଗାଜାଲବାଡ଼ି ଦେଇ ଗଞ୍ଜାମ ଜିଲ୍ଲାକୁ ଯାଇଥିବା ରାସ୍ତାର ପୁନଃରୁଧାର ଓ ପ୍ରଶସ୍ତିକରଣ ଦାବୀ ନେଇ ଆସନ୍ତା ୧୭ ତାରିଖରେ ଦାରିଙ୍ଗବାଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବନ୍ଦ!-->…
ଜିଲ୍ଲା ସ୍ତରୀୟ ମହିଳା ବିରୋଧୀ ହିଂସା ନିବାରଣ ଓ ନିରାକରଣ ପକ୍ଷ ପାଳନର ଅନ୍ତିମ ଦିବସ…
ମାନବାଧିକାର ଦିବସ ପାଳନ ପରିପ୍ରେକ୍ଷୀରେ ମହିଳା ବିରୋଧି ହିଂସା ନିରାକରଣ ନିମନ୍ତେ ସଚେତନତା ବାର୍ତ୍ତା
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ କଲ୍ଯାଣ ବିଭାଗ, ଆଇ ଏସ ଆର ଡି- ୱାନ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର ମିଳିତ ଆନୁକୁଲ୍ଯରେ ମହିଳା ଓ ବାଳିକା ମାନଙ୍କ!-->!-->!-->…
ବିଏସଏଫ୍ ପକ୍ଷରୁ କମ୍ବିଂ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବିଏସ୍ଏଫ୍ ଜବାନ ମାନେ କମ୍ବିଂ ଅପରେସନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ ପଣ୍ଡ କରିପାରିଛନ୍ତି । ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ ସିକିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ!-->…
ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ :୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ…
କୋରାପୁଟ:09/12/25: ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା I ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଲକ୍ଷ ଧାର୍ଯ୍ୟ କରା ଯାଇଛି I ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ!-->!-->!-->…
ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବାଇକ: ଦୁଇ ମୃତ, ଜଣେ ଗୁରୁତର
ବାଲିଗୁଡ଼ା : ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେଲା ବାଇକ୍ । ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବିରାଗୁଡ଼ା ଗ୍ରାମ ନିକଟରେ ।!-->…
ଶ୍ରୀ ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ
ବାଲିଗୁଡା,ତା, ୦୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା ଟ୍ରଷ୍ଟି ଗଠନ କରାଯାଇଛି l ଏଥିରେ ସ୍ଥାନୀୟ ଉପ-ଜିଲାପାଳ, ଥାନା ଅଧିକାରୀଙ୍କ ସମେତ ଟ୍ରଷ୍ଟି ଭାବେ ମଧୁସୁଦନ ଦାସ, ଗଙ୍ଗାଧର ସାହୁ, ଟି.ଶ୍ରୀନିବାସ ରାଓ, ଭଗବାନ ପଣ୍ଡା, ରଞ୍ଜିତ କୁମାର!-->…
ବାଲିଗୁଡା ବ୍ଲକସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ଏବଂ ସମ୍ମାନିତ ଅତିଥି ଭାବେ!-->…
ଡ଼ା. କେ. ଲକ୍ଷ୍ମୀ ବାଇଙ୍କୁ ସାକ୍ଷାତ କଲେ ଖଣି ଓ ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ…
ବ୍ରହ୍ମପୁର, ୮/୧୨ : ସେବା, ସମର୍ପଣ ଓ ତ୍ୟାଗର ପ୍ରେରଣା ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର ମାଟିର ଗର୍ବ ପ୍ରସିଦ୍ଧ ଅବସରପ୍ରାପ୍ତ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କେ.ଲକ୍ଷ୍ମୀ ବାଇଙ୍କୁ ଭାବାନଗର ସ୍ଥିତ ନିଜ ବାସଭବନରେ ଓଡ଼ିଶା ସରକାରଙ୍କ ମାନ୍ୟବର ଖଣି ଓ ଇସ୍ପାତ ଏବଂ ବାଣିଜ୍ୟ ଓ ପରିବହନ!-->!-->!-->…
କୋଟପାଡ଼ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର
କୋରାପୁଟ/କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ପରିସରରେ ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଗୋଷ୍ଠୀ ଗତ ଭାବେ 17 ଗୋଟି ଏବଂ ବ୍ୟକ୍ତିଗତ 29 ଟି ମୋଟ 46 ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଶିବିରରେ ଉପ!-->!-->!-->…
ମୁଣ୍ଡବିହୀନ ମହିଳାଙ୍କ ଶବକୁ ନେଇ ଦିତୀୟ ଦିନରେ ପୁଣି ଏମ୍ଭି-୨୬ଗ୍ରାମରେ ଘରପୋଡିଲେ ଶତାଧିକ ପୁରୁଷ ମହିଳା
ମାଲକାନଗିରି : ଗତକାଲି ରାଖେଲଗୁଡ଼ା ଗ୍ରାମ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଦୁଇ ଗାଁ ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି ତୀବ୍ର ହୋଇଛି। ଗତକାଲି ଗୋଟିଏ ଗୋଷ୍ଠୀ ଏମ୍ଭି-୨୬ ଗାଁରେ କିଛି ଘର ଜାଳି ଦେଇଥିବା ବେଳେ ଆଜି ପୁନର୍ବାର ଏମ୍ଭି-୨୬ ଗାଁ ର କିଛି ଘରକୁ ନିଆଁ!-->!-->!-->…