Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜିଲ୍ଲା ସାଇବର ସୁରକ୍ଷା ସଚେତନତା ଅଭିଯାନରେ ପ୍ରଥମ ସ୍ଥାନରେ ବାଲିଗୁଡା ଛାତ୍ରୀ…
ବାଲିଗୁଡ଼ା, ତା, ୪/୧୧ : କନ୍ଧମାଳ ଜିଲ୍ଲା ପୋଲିସ ଆନୁକୁଲ୍ୟରେ ଫୁଲବାଣୀ ସ୍ଥିତ ଏଜେଓ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ଆୟୋଜିତ ଓଡ଼ିଆ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବାଲିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ!-->…
ଜିଲ୍ଲାସ୍ତରୀୟ ସୁରଭିରେ ଓଡ଼ଗାଁ କଲେଜ ଛାତ୍ରଛାତ୍ରୀଙ୍କ ସଫଳତା…
ନୟାଗଡ଼: ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବରେ ଓଡ଼ଗାଁ କଲେଜର ପ୍ରତିଯୋଗୀମାନେ ଅଭୂତପୂର୍ବ ସଫଳତା ଆଣି କଲେଜ ପାଇଁ ଗୌରବ ସାଉଁଟିଛନ୍ତି।ସମୁଦାୟ ୫ ଗୋଟି ବିଭାଗ ମଧ୍ୟରୁ ୪ ଗୋଟି ବିଭାଗରେ ପ୍ରଥମ!-->…
କଳା ଜୀବନକୁ ସରସ ସୁନ୍ଦର କରିଥାଏ : କଳାକାର ମହାସଂଘ
ବ୍ରହ୍ମପୁର : ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ପାଳନ ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ସନ୍ନିକଟ ସୁନାପୁର ଗ୍ରାମ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଶ୍ରୀ କାଶୀ ବିଶ୍ୱନାଥ ବୋଲବମ୍ ସଂଘ ତରଫରୁ ଏକ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ବୋଲବମ୍ ସଂଘ ସଭାପତି!-->…
ବଳାତ୍କାର ପ୍ରୟାସ ଅଭିଯୋଗରେ ଯୁବକ ଗିରଫ: ଉମରକୋଟ ଅଞ୍ଚଳରେ ଚାଞ୍ଚଲ୍ୟ
ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ କୁନ୍ଦେଇ ଥାନା ଅଧୀନସ୍ଥ କେବିକଙ୍ଗା ଆଦିବାସୀ ଗ୍ରାମରେ ଜଣେ ଯୁବତୀଙ୍କୁ ବଳାତ୍କାର ପ୍ରୟାସ ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଲେ କେବିକଙ୍ଗା ଡିଏନକେ ଗ୍ରାମର ନିତାଇ!-->…
ରାଜ ରାସ୍ତାରେ ଛାତ୍ରଛାତ୍ରୀ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ମଶାବାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ରାଜରାସ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମିଳିତ ବିକ୍ଷୋଭ।ସୂଚନାଯୋଗ୍ୟ ଗତ ଦୀପାବଳୀ ଅବସରରେ ବିଦ୍ୟାଳୟ ଛୁଟି!-->…
ନୂଆପଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ନୂଆପଡ଼ା : ନୂଆପଡ଼ା ଯାଦବ ଭବନ ଠାରେ ଭାରତୀୟ ମଜଦୂର ସଂଘର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ସାନ୍ତୁନୁ ମହାପାତ୍ର , ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ପ୍ରଭାରୀ ବିଶ୍ଵ ରଞ୍ଜନ ସାହା , ସଂଗଠନ ସମ୍ପାଦକ!-->…
କୋଟପାଡ଼ରେ ବେଆଇନ ମୁରୁମ ଚାଲାଣ: ପ୍ରାକୃତିକ ସମ୍ପଦ ନଷ୍ଟ, ରାଜସ୍ୱ ହାନି
କୋଟପାଡ଼ : କୋରାପୁଟ ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ଥିବା କୋଟପାଡ଼ ତହସିଲ ଅନ୍ତର୍ଗତ ବିଭିନ୍ନ ସରକାରୀ ଜମି, ବନ୍ଧହୁଡ଼ା ଏବଂ ଜଙ୍ଗଲ ଜମିରୁ ବେଆଇନ ଭାବେ ମୁରୁମ ଚାଲାଣ ନିରନ୍ତର ଜାରି ରହିଛି। ଏହି ବେଆଇନ କାର୍ଯ୍ୟକଳାପ ରାଜସ୍ୱ ବିଭାଗ କିମ୍ବା ଲଘୁ ଖଣିଜ ଅଧିକାରୀଙ୍କ ଦୃଷ୍ଟିକୁ!-->…
ଦକ୍ଷିଣ ଓଡ଼ିଶାରେ ମହିଳାଙ୍କ ସାଥିରେ ପାୱାର ପ୍ରଗତି
ଏସ୍ଏଚଜି ମହିଳାଙ୍କ ନେତୃତ୍ୱରେ ଟିପିଏସ୍ଓଡିଏଲର ବିଦ୍ୟୁତ ବିଲ୍ ସଂଗ୍ରହ ହୋଇଛି ସଫଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ତଥା ଯେଉଁଠାରେ ପାହାଡ଼, ନଦୀ, ଧାନକ୍ଷେତ ଏବଂ ଅପହଞ୍ଚ ଗାଁ’ରେ ବିଜୁଳି ତାର ସଂଯୋଗ ହୋଇଛି ସେଠାରେ ଏବେ ଏକ ନୂଆ ଶକ୍ତି ନେତୃତ୍ୱ ନେଉଛି। ଆଉ ତାହା!-->!-->!-->…
ବରିଷ୍ଠ ଡ଼ାକ୍ତର ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ବ୍ରହ୍ମପୁର : ସ୍ଥାନୀୟ 'ବିକାଶ " ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡ଼ା.ଗୋପାଳକୃଷ୍ଣ ବେହେରାଙ୍କ ଉଦ୍ଧେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭ୍ୟ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆଜି ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବହୁ ବରିଷ୍ଠ!-->…
ବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ ଶିବିର
ବଣାଇ : ବଣାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ଅଭିଯାନ ଶିବିର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ରାଉରକେଲା ସାଇବର ପୋଲିସ ଷ୍ଟେସନ ଡ଼ିଏସପି ସେ୍ରୋଫିନା ଖେସ, ସମ୍ମାନିତ ଅତିଥି!-->…