Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାୟଗଡ଼ା ବିଜୁ ଜନତା ଦଳର ନେତା ଏନ୍.ଭାସ୍କର ରାଓଙ୍କ ବିରୋଧରେ ସଂଘାତିକ ଅଭିଯୋଗ, ଟ୍ରକ୍ ମାଲିକ ସଂଘର ୬୦ କୋଟି ଟଙ୍କା…
ରାୟଗଡ଼ା : ରାୟଗଡା ଟ୍ରକ୍ ମାଲିକ ସଂଘରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଛି। ଏବଂ ଏହା ବରିଷ୍ଠ ବିଜୁ ଜନତା ଦଳ ର ନେତା ତଥା ସେତେବେଳର ଟ୍ରକ୍ ମାଲିକ ସଂଘର ସଭାପତି ଏନ୍.ଭାସ୍କର ରାଓଙ୍କ ଅମଳରେ ହୋଇଛି ବୋଲି ଅଭିଯୋଗ ହେଇଛି। ଆଜି ରାୟଗଡା ଟ୍ରକ୍ ମାଲିକ ସଂଘର ସଭାପତି ୟାଲା!-->!-->!-->…
ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କ୍ଲଷ୍ଟର୍ ସ୍ତରୀୟ ବୈଠକ ପରିଦର୍ଶନ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ଦ୍ଵିତୀୟ ମାସିକ ବୈଠକ ପ୍ରାଥମିକ ବିଦ୍ୟାଳୟ ବଡ଼ଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ଗୋଷ୍ଠି ଶିକ୍ଷାଧିକାରୀ ଚିକିଟୀ ପନ୍ନଗଭୂଷଣ ମାଝି, ସି ଆର ସି ସି ମିନତି କୁମାରୀ ପାଠୀ, ଉଦ୍ଘାଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ!-->…
ଆସିକାରେ ଦୀର୍ଘ ଦିନ ପରେ ବାଇକରେ ଆସି ଏରଗୋଲା ଯୁବକ ମାନଙ୍କ ଆତଙ୍କ ରାଜ….!
ପୋଲିସ କୁ ଖୋଲା ଚ୍ୟାଲେଞ୍ଜ… କି….?ବ୍ରହ୍ମପୁର: ଶୁକ୍ରବାର ଦିନ ପ୍ରାୟ ସାଢ଼େ ପାଞ୍ଚ ଟା ବେଳେ ଆସିକା ଅଞ୍ଚଳ ରେ କିଛି ଏରଗୋଲା ବସ୍ତି ର ଯୁବକ ବାଇକ ରେ ଦୁଇ ରୁ ତିନି ଜଣ ଲେଖାଏଁ ଦଶ ଜଣ ରୁ ଅଧିକ ସଂଗଠିତ ହୋଇ ବାଇକ ଚଳାଇ ରାସ୍ତା ରେ ଲୋକଙ୍କୁ ଆତଙ୍କିତ ହୋଇ ସୁନାମ୍ବ ସାହି ରାସ୍ତା ଦେଇ!-->…
ନୂତନ ଜିଲ୍ଲାପାଳଙ୍କୁ ସ୍ୱଗତ ଜଣାଇଲା ଉତ୍କଳ ସାମ୍ବାଦିକ ସଙ୍ଘ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘରର ସଭାପତି ଅଶୋକ ମିଶ୍ରଙ୍କ ନେତୃତ୍ୱର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ଶ୍ରୀ ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ!-->…
ସୁନାକ୍ରୟ ବେଳେ ଠକାମୀର ଶିକାର ହେଉଛନ୍ତିଗ୍ରାହକ, କ୍ରୟ ବେଳେ କ୍ୱାଲିଟିର ଯାଞ୍ଜ କରାଯାଉନି ବିକ୍ରି ବେଳେ କାହିଁକି….?
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ସୁନା ବ୍ୟବସାୟ ହେଉଛି। ଜିଲ୍ଲାର କୋଣ ଅନୁକୋଣ ରେ ମାଳ ମାଳ ସୁନା ଦୋକାନ କେତେକ ବ୍ୟବସାୟ ପ୍ରତିଷ୍ଠାନ ବିନା ପଞ୍ଜିକୃତ ରେ ଚାଲିଛି। ସୁନା ବ୍ୟବସାୟ ଏକ ଅତି ଲାଭ ଜନକ ବ୍ୟବସାୟ ସୁନା କ୍ରୟ ଓ ବିକ୍ରି କରିଲେ ବ୍ୟବସାୟୀ କୁ ଭଲ!-->…
ସୀମାନ୍ତରେ ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ମାଓବାଦୀଙ୍କ ସହିଦ ସପ୍ତାହରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ) ଏବଂ କୋବ୍ରା ବାଟାଲିୟନ-୨୧୦ ଯବାନଙ୍କ ଏକ ମିଳିତ ଦଳ ଜୁଲାଇ ୨୯!-->…
ଏମ.କେ.ସି.ଜି ମେଡିକାଲରେ ଠିକା କର୍ମଚାରୀଙ୍କ ଟଙ୍କା ହରିଲୁଟ ଅଭିଯୋଗ: ଆକ୍ସନ ମୋଡରେ କର୍ତ୍ତୃପକ୍ଷ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ପୁଣି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏଠାରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ କର୍ମଚାରୀ ଭବିଷ୍ୟନିଧି (ଇ.ପି.ଏଫ) ଏବଂ କର୍ମଚାରୀ ରାଜ୍ୟ ବୀମା!-->!-->!-->…
ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି: ଯୋଗାଣମନ୍ତ୍ରୀ
ଭୁବନେଶ୍ବର: ଚାଷୀ ପଞ୍ଜିକରଣ ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆହୁରି ସରଳୀକରଣ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୩୮ହଜାର ୭୩୫ ଜଣ ଚାଷୀ ପଞ୍ଜିକରଣ କରିସାରିଲେଣି। ଗତବର୍ଷ ଏହି ସମୟରେ ୩ ଲକ୍ଷ୍ୟ ୪୮ ହଜାର!-->…
କୋରାପୁଟ ଜଗଦଲପୁର ଯାତ୍ରିବାହୀ ଟ୍ରେନ ଚଳାଚଳ କରିଥିବାରୁ ବିଜୁ ଜନତା ଦଳ ତରଫରୁ ଧନ୍ୟବାଦ ଜ୍ଞାପନ
କୋଟପାଡ଼ : ଗତ ଜୁନ୍ ମାସ ଦୁଇ ତାରିଖ ଦିନ ପାହାଡ଼ରୁ ପଥର ଖସିବା ଦ୍ୱାରା କୋରାପୁଟଠାରୁ ଜଗଦଲପୁର ପର୍ଯ୍ୟନ୍ତ ପାସେଞ୍ଜେର ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା।ଯାହା ଫଳରେ କୋଟପାଡ଼, ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, କୁନ୍ଦୁରା ତଥା ପଡୋଶୀ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅଞ୍ଚଳର!-->!-->!-->…
ନବାଗତ ଛାତ୍ର ଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ବାଲିଗୁଡା, ତା, ୩୦/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ବାପୁଜୀ ଜୁନିୟର କଲେଜ ପରିସରରେ ନବାଗତ ଛାତ୍ର ଛାତ୍ରୀ ମାନଙ୍କୁ ବହୁ ଆଡମ୍ବର ସହ ସ୍ବାଗତ ସମ୍ବର୍ଦ୍ଧନା କରାଯିବା ସହ ନାରୀ ସୁରକ୍ଷା ସଚେତନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜର!-->…