Browsing Category

ଆଞ୍ଚଳିକ

ବାଲିଗୁଡା ଓ କୁର୍ତ୍ତମଗଡ଼ରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ଉପଲକ୍ଷେ ଏକ ବିରାଟ କଳସ

ବାଲିଗୁଡା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଦିନକୁ ଦିନ ସରକାରୀ ଜମି ଜବର ଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟlନୁଷ୍ଠାନ ଆରମ୍ଭ ହୋଇଛି l ପ୍ରଥମ ପର୍ଯ୍ୟାୟ ରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଣସ ପଡି ଅଞ୍ଚଳରେ ଉଛେଦ

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳନ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳିତ ହୋଇଯାଇଛି l ଏ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରାଜା ହରିହର ମର୍ଦ୍ଦରାଜଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ

ଅଣଗେଜେଟେଡ ବନସେବା ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ କର୍ମକର୍ତା ଚୟନ

ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ ମାଲକାନଗିରି : ଆଜି ସ୍ଥାନୀୟ ହୋଟେଲ ରାଜଶ୍ରୀ ପ୍ୟାଲେସ ଠାରେ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ

ଆସିଗଲା ବିବାହ ଋତୁ : ଡିଜେର ବିକଟାଳ ଶବ୍ଦରେ ସହରବାସୀ ଅଣନିଶ୍ୱାସୀ

ପ୍ରଶାସନ ର ଆଶୀର୍ବାଦ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ! ବ୍ରହ୍ମପୁର : ଏବେ ଆରମ୍ଭ ହୋଇଯାଇଛି ବିବାହ ଋତୁ । ପ୍ରତ୍ୟେକ ଶୁଭତିଥୀରେ ଆସିକା ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବିଭିନ୍ନ ସାହିବସ୍ତିରେ ବିବାହ କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳିଛି। ଆଉ ସେହି ସାହିବସ୍ତିରେ

ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟା ପି. ମହାଲକ୍ଷ୍ମୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା

ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡ଼ିଶା,ହିଞ୍ଜିଳି କାଟୁ ବ୍ଳକ୍ ପକ୍ଷରୁ କର୍ତ୍ତବ୍ୟ ବୋଧ ଦିବସ ପାଳିତ

ହିଞ୍ଜିଳିକାଟୁ ୧୯/୧ : ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ, ଓଡ଼ିଶା ହିଞ୍ଜିଳିକାଟୁ ବ୍ଳକ ପକ୍ଷରୁ କର୍ତ୍ତବ୍ୟ ବୋଧ ଦିବସ ପାଳିତ ହୋଇଯାଇଛି।ପାଟଣା ସାହି ରେ ଜିଲ୍ଲା ସଭାପତି କୁମୁଦଚନ୍ଦ୍ର ସାମଲଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମ ରେ ମହାସଂଘର ଉପଦେଷ୍ଟା କରୁଣାକର ବାଡ଼ତିଆ

କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ

ଆସିକା : ଆସିକା ସହରର ଶତାୟୁ ବର୍ଷର ସର୍ବ ପୁରାତନ କୃଷ୍ଣସିଂହ ପାଠାଗାରର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି l ଆସିକା ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ ନମ୍ବର ୧୪ ନିରଞ୍ଜନ ନଗର ରେ ଥିବା ଏହି ପାଠାଗାରକୁ ସୁଚାରୁରୂପେ ପରିଚାଳନା କରିବା, ପୁରାତନ ପାଠାଗାର ପ୍ରତି ଅଞ୍ଚଳ ର

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭିତ୍ତିଭୂମି ପରଖିବା ପାଇଁ କାୟାକଳ୍ପ ଟିମର ପରିଦର୍ଶନ

ବାଲିଗୁଡା : କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ର ଭିତ୍ତି ଭୂମି ପରଖିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଓଡିଶା ସରକାର ଏନକେ ପକ୍ଷରୁ ଗଠିତ ତିନିଜଣିଆ ଏକ କାୟାକଳ୍ପ ଟିମ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ସ୍ବଚ୍ଛତା ,ପରିମଳ ,ଆଇସିଡିସି କେନ୍ଦ୍ର ,ଟୀକା କାରଣ

ଆଦିବାସୀ ମହାବିଦ୍ୟାଳୟର ୩୭ତମ ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ଉଦଯାପିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି