Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚୈତ୍ର ଦ୍ବିତୀୟ ମଙ୍ଗଳବାର : ଶ୍ୟାମଳାଇ ଓ କରେଇଶୁଣୀ ପୀଠରେ ୫ଶହରୁ ଉର୍ଦ୍ଧ୍ବ ଶିଶୁଙ୍କ ମୁଣ୍ଡନ
ହିଞ୍ଜିଳିକାଟୁ : ଚୈତ୍ର ମାସ ଦ୍ବିତୀୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ସ୍ଥିତ ଶକ୍ତିପୀଠ ମା ଶ୍ୟାମଳାଇଙ୍କ ପୀଠରେ ଭକ୍ତଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ, ବାଳଭୋଗ ଓ ସମସ୍ତ!-->…
ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ଦଣ୍ଡନାଚ…
ହିଞ୍ଜିଳି, ଡି. ପାଟପୁର ଓ ବେଲଗାଁରେ ୨୧ ଦିନିଆ ଦଣ୍ଡନାଚର ଶୁଭାରମ୍ଭଢୋଲ ଓ ମହୁରୀ ଶବ୍ଦ ସାଙ୍ଗକୁ ରୁଦ୍ରକାଳୀଙ୍କୁ ଭଜ ହେ ଧ୍ୱନିରେ କମ୍ପିଲା ଗାଁ ଦାଣ୍ଡହିଞ୍ଜିଳିକାଟୁ : ଗଞ୍ଜାମ ପ୍ରସିଦ୍ଧ ଦଣ୍ଡଯାତ୍ରା ଚୈତ୍ର ମାସରେ ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ନିଜ ନିଜର ମାନସିକ!-->…
ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଗୁରୁତର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମହିଳା ସମେତ ଦୁଇ ଜଣ ଗୁରୁତର ଆହାତ। ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ସଦର ନିକଟସ୍ଥ ଗୋଜିଆ ଗୁଡା ଗାଁ ନିକଟରେ ଉଭୟ ପଟରୁ ଆସୁଥିବା ଦୁଇ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା।!-->…
ମହିଳାଙ୍କୁ ଦୁର୍ଷ୍କମ ଘଟଣା, ଫେରାର ଯୁବକ ଗିରଫ
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଦୁର୍ଷ୍କମ କରିବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଥିଲେ। ଘଟଣା ନେଇ ନେଇ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-!-->…
ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନ ସାହିରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଲାଇନମ୍ୟାନ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହିଞ୍ଜିଳିକାଟୁ ଟିପିଏସଡିଏଲ ବିଭାଗରେ କାର୍ଯ୍ୟରତ ଲାଇନମ୍ୟାନ ତଥା ଜରଡ!-->…
ମାଲକାନଗିରି ବନବିଭାଗକୁ ସଫଳତା ଏମଭି ୨୩ ଗ୍ରାମରୁ ବିପୁଳ କାଠ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମରେ ବନ ବିଭାଗ ପକ୍ଷରୁ ବିପୁଳ କାଠ ଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ଏମଭି ୨୩ ଗ୍ରାମରେ ଚୋରା କାଠ ଗଛିତ ରଖି ବିଭିନ୍ନ ସାମଗ୍ରୀ କରି ବିକ୍ରୟ କରାଯାଉଥିବା ନେଇ ଖବର!-->…
କଂଗ୍ରେସର ବିଧାନସଭା ଘେରାଉ ପାଇଁ ଆସିକାରେ ଖବରଦାତା ସମ୍ମିଳନୀ
ବ୍ରହ୍ମପୁର : ନାରୀଙ୍କୁ ସୁରକ୍ଷା ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉ କୁ ନେଇ ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି!-->…
ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ
ନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୂଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ ଭାରତବର୍ଷ ରୂପେ ଦେଖିବାକୁ ଆମ!-->…
ମେଗା ପ୍ରକଳ୍ପରୁ ପାଇପ୍ ଚୋରି ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ
କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମ ନିକଟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପରୁ ଲୁହା ପାଇପ୍ ଚୋରି କରିବା ଅଭିଯୋଗରେ ଦୁଇଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୁଲିସ । ସେମାନେ ହେଲେ ଏମଭି-୮ ଗ୍ରାମର ଦେବବ୍ରତ ହାଲଦାର (୩୪) ଓ ଏମଭି-୧୭!-->…
ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୯୦ତମ ଉତ୍କଳଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି
ବାଲିଗୁଡା : ବୀର ପ୍ରସବିନି ଉତ୍କଳମାତାରା ବୀରପୁତ୍ରମାନଙ୍କ ଆଜୀବନ ସଂଗ୍ରାମ, ସାଧନା, ତ୍ୟାଗ, ସାହସିକତା, ଦେଶପ୍ରେମ ଓ ଅପୂର୍ବ ଆତ୍ମ ଉତ୍ସର୍ଗ ଯୋଗୁଁ ୧୯୩୬ ମସିହା ଅପ୍ରିଲ୍ ମାସ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଉକ୍ତ ଦିବସକୁ ଉତ୍କଳ ଦିବସ ରୂପେ!-->!-->!-->…