Browsing Category

ଆଞ୍ଚଳିକ

ଛାରଖାର ହେଉଛି ନୟାଗଡ଼ ବନଖଣ୍ଡ: ବନାଞ୍ଚଳ ଅଧିକାରୀଙ୍କ ଜଙ୍ଗଲରେ ପାଦ ପଡୁନି

ନୟାଗଡ଼ : ନୟାଗଡ଼ ବନଖଣ୍ଡରେ ଦିନକୁ ଦିନ ଅସୁରକ୍ଷିତ ହେଉଛନ୍ତି ବନ୍ୟଜନ୍ତୁ ଏବଂ ବୃକ୍ଷଲତା ।ଜଙ୍ଗଲ ସୁରକ୍ଷା ପ୍ରହସନ ରେ ପରିଣତ ହୋଇଛି।ବିଭିନ୍ନ ବନାଞ୍ଚଳ ଅଧିକାରୀ ଅଫିସରେ ବସି କାଗଜ ଚାଷରେ ବ୍ୟସ୍ତ ରହି ଜଙ୍ଗଲରେ ପାଦ ପକାଉନାହାନ୍ତି ।ନୟାଗଡ଼ ବନଖଣ୍ଡ ଅଧିନରେ ନୟାଗଡ଼, ଗଣିଆ, ମହିପୁର,…

ରାଜ୍ୟ ବାହାରକୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଫୁଲବାଣୀ ପକ୍ସୋ କୋର୍ଟରେ ହାଜର କରିଥିବା ଜଣାପଡିଛି । ସେଠାରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗ…

ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -୨୦୨୫ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ଛତ୍ରପୁର  : ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -2025 ଉପଲକ୍ଷେ ଜିଲ୍ଲା ଜରୁରୀକାଳୀନ ବିଭାଗ ଆନୁକୂଲ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ସୂଚନା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ…

ଶହଶହ କର୍ମୀଙ୍କ ସହ ଫାଣ୍ଡି ଘେରାଉ କରି ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀ

ଚିକିଟୀ : ବ୍ରହ୍ମପୁର ପୋଲିସ ଜିଲ୍ଲା ଚିକିଟୀ ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ଫାଣ୍ଡି ସାମ୍ନାରେ ନିଜର ଶହ ଶହ କର୍ମୀ ଓ ସମର୍ଥକଙ୍କ ସହିତ ଧାରଣାରେ ବସିଲେ ପୁର୍ବତନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ। ସୂଚନା ଅନୁସାରେ କୌଣସି ଅଭିଯୋଗ ନଥାଇ ଚିକିଟୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର…

ଗାଁ ଦିବସ କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ ହେଲେ ବରିଷ୍ଠ ନାଟ୍ୟକାର ପ୍ରମୋଦ

ବାଲିଗୁଡ଼ା : ଓଡ଼ିଶା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କଳାକ୍ଷେତ୍ର ତରଫରୁ ସମଗ୍ର ରାଜ୍ୟରେ ଗାଁ ଦିବସ ପାଳନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରେ ମଧ୍ୟ ଗାଁ ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ କଳାକ୍ଷେତ୍ର ଅନୁଷ୍ଠାନ ର ମୁଖ୍ୟ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି ଓ ବରିଷ୍ଠ କଳାସଂଗଠକ…

ସରକାରୀ ବାବୁଙ୍କ ଦବଙ୍ଗଗିରି ଉପରେ ବଢୁଛି ଅସନ୍ତୋଷ…

ଭାରତମାଳା ପ୍ରକଳ୍ପ ଜମି ନେଇ ଦେବାଗାଁ ପଞ୍ଚାୟତରେ ମୁଣ୍ଡ ଟେକିଚ୍ଛି ବିବାଦ... ଉମରକୋଟ,:ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତରେ ଭାରତମାଳା ରୋଡ଼ ନିର୍ମାଣ କାର୍ଯ୍ୟ ନେଇ ଗୋଟିଏ ଚାପା ଅସନ୍ତୋଷ ଚାଲିଛି। ଏହି ପ୍ରକଳ୍ପ ପାଇଁ ନିଜ ପଟ୍ଟା ଜମି ହରାଇଥିବା…

ଢ଼ୋ ଢ଼ା ରେ ବାୟୁ ପ୍ରଦୂଷଣ ସରକାରୀ ନିୟମକୁ ଫୁ….

ବ୍ରହ୍ମପୁର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଘଣ୍ଟା ବାଣ ଫୁଟା ନିୟମ ଫେଲ ମାରିଲା। ଢ଼ୋ ଢ଼ା ରେ କମ୍ପିଲା ଗଞ୍ଜାମ ଜିଲ୍ଲା ଦୀପାବଳୀ ଦିନ ତମାମ ବାଣ ଫୁଟା ଆବାଜ୍ ରେ ଗାଁ ରୁ ସହର ଥରୁଥିଲା। ରାତ୍ର ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଢ଼ୋ ଢ଼ା ଚାଲୁରହିଲା। ପ୍ରଶାସନ ପକ୍ଷରୁ ଜଣଙ୍କ ନାଁ ରେ…

ଆଲୋକର ପର୍ବ ଦୀପାବଳିରେ କୋଦଭାଟାର ମା ଶ୍ୟାମା କାଳୀ ପୂଜା ଧୁମଧାମ ରେ ପାଳିତ…

ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଅନ୍ତର୍ଗତ କୋଦଭାଟା ସାହିରେ ଥିବା ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଏ ବର୍ଷ ମା ଶ୍ୟାମା କାଳୀ ପୂଜା ଧର୍ମିୟ ଉତ୍ସାହ ଓ ହର୍ଷଉଲ୍ଲାସର ମଝିରେ ମହା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଗତ କାଲି ରାତିରେ ମାଙ୍କ ପୂଜା ଶାସ୍ତ୍ରୋକ୍ତ ଭାବରେ…

କାର୍ତ୍ତିକ ରେ ପରିବା ସାମଗ୍ରୀ ର ଦର ନିୟନ୍ତ୍ରଣ ବାହାରେ…!

ବ୍ରହ୍ମପୁର: କାର୍ତ୍ତିକ ମାସର ଦ୍ୱାହି ଦେଇ ବ୍ୟବସାୟୀ ମାନେ ନିଜ ମର୍ଜୀ ରେ ଦରଦାମ ବୃଦ୍ଧି କରିଛନ୍ତି। ଆସିକା ତଥା ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ କିସମର ପରିବା ଚାଷ ହୁଏ। ଗାଁ ଗାଁ ରେ ସମସ୍ତ ପ୍ରକାର ଚାଷ ହେବା ଫଳରେ ଆସିକା ଅଞ୍ଚଳରେ ସତେଜ ପରିବା ମିଳିବା ସାଙ୍ଗକୁ ଦରଦାମ ଅନ୍ୟ ବ୍ଲକ…

ମିନି ଶିବକାଶୀ ନଳବଣ୍ଟା ଗ୍ରାମରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ…

ଢ଼ୋ ଢ଼ା ପୂର୍ବରୁ ପୋଲିସ ପକ୍ଷରୁ ଚଢ଼ାଉ…….ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମ। ବର୍ଷ ତମାମ୍ ଏଠାରେ ଦେଶୀ ବାଣ ପ୍ରସ୍ତୁତ ହୁଏ। ନଳବଣ୍ଟା ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ଗାଁ ର ଅଧିକାଂଶ ପରିବାର ର ପିଲାରୁ…