Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସାମ୍ୟବାଦୀ ଆନ୍ଦୋଳନର ବାର୍ତ୍ତାବହ ରଘୁନାଥ ପଣ୍ଡାଙ୍କ ସ୍ମରଣରେ ସ୍ମୃତିସଭା
ବ୍ରହ୍ମପୁର : ସ୍ବାଧୀନତା ସଂଗ୍ରାମୀ ଏବଂ ଚାଷୀ ମୁଲିଆ, ଶ୍ରମିକ ନେତା କବିରାଜ ରଘୁନାଥ ପଣ୍ଡାଙ୍କ ୧୮ ତମ ତିରୋଧାନ ଦିବସରେ ଆଜି ସ୍ଥାନୀୟ ଗିରିରୋଡ ସ୍ଥିତ ପାଢ଼ୀ ସେଲିବ୍ରେଶନ ସଭା କକ୍ଷରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅଲ୍ ଇଣ୍ଡିଆ ଖେତ ମଜଦୂର କିଶାନ ସଭାର ଜିଲ୍ଲା ସଭାପତି!-->…
ହାଇୱା ଗାଡିର ଧଡ଼ଧଡ଼ ଖଡ଼ଖଡ଼ ଶବ୍ଦରେ ସହରବାସୀ ଆତଙ୍କିତ !
ସୁନାମ୍ବ ସାହିରେ ଚୋରା ବାଲି ହାଇୱା ଟ୍ରେନ ବଗି ଭଳି ଲାଇନ ଛୁଟୁଛି…..!ଖଣି ବିଭାଗ ବଟି ନେଇ ନିଘୋଡ଼ ନିଦ୍ରା ରେ…!ବ୍ରହ୍ମପୁର: ସଞ୍ଜ ନଇଁଲେ ଆସିକା ସୁନାମ୍ବ ସାହିରେ ଧାଡ଼ି ବାନ୍ଧି ହାଇୱା ଗାଡ଼ି ଦେଖିବାକୁ ମିଳେ। ରାତ୍ର ୮ ଘଣ୍ଟାରୁ ଭୋର ୮ ପର୍ଯ୍ୟନ୍ତ ଧଡ଼ ଧଡ଼ ଖଡ଼ ଖଡ଼ ହୋଇ ତାଲୁକା ଛକ!-->…
କାର୍ତ୍ତିକ ମାସ ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ରେ କାର୍ତ୍ତିକ ମାସ ଉପଲକ୍ଷେ ଏକ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ମାସ ୧୭ ଓ ୧୮ ତାରିଖ ଦୁଇଦିନ ଧରି ସନ୍ଧ୍ୟା ୫ ଘଣ୍ଟ ରେ ଆୟୋଜିତ କରାଯିବା ପାଇଁ ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ଏଥିରେ!-->…
ପେସା ମୋବିଲାଇଜରଙ୍କ ଦାବି, ଉଚିତ ପାରିଶ୍ରମିକ ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପେସା ଗ୍ରାମସଭା ମୋବିଲାଇଜର ସଦସ୍ୟମାନେ ନିଜର ବିଭିନ୍ନ ଦାବି ନେଇ ଆଜି ପୁଣିଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୂର୍ବରୁ ଜୁନ୍ ୧୬, ୨୦୨୫ ରେ ସେମାନେ ଦରମା ବୃଦ୍ଧି, ସରକାରୀ ମାନ୍ୟତା, କାର୍ଯ୍ୟସୂଚୀ, ପେନ୍ସନ୍, ଇପିଏଫ୍ ସହିତ!-->!-->!-->…
ଶ୍ରାଦ୍ଧ ବାର୍ଷିକୀରେ ନବରତ୍ନପୁରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ.!
ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ନବରତ୍ନପୁର ସ୍ଥିତ ପାଠାଗାର ରେ ଆଜି ସ୍ବର୍ଗତ ବିପ୍ର ଚରଣ ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାୟକ,ପୁଅ ରଘୁନାଥ ନାୟକ,ସଞ୍ଜୟ ନାୟକ ରକ୍ତ ଭଣ୍ଡାର ର ଡାକ୍ତର ଟୁନୁ ଭାତ୍ରିଆ!-->…
ଉମରକୋଟ: ଆଶାକର୍ମୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ ତୀବ୍ର
ଉମରକୋଟ : ଉମରକୋଟ ବ୍ଲକର ବଡବାସୀନି ଗ୍ରାମର ଆଶାକର୍ମୀ ଦମୟନ୍ତି ଭତରାଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ଘଟଣାରେ ଏକ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଆଜି ନବରଙ୍ଗପୁର ଜିଲ୍ଲାରେ ଆଶାକର୍ମୀ ସଂଘ ପକ୍ଷରୁ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା!-->!-->!-->…
ବାଲିମେଳାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ୨୬ଟି ଅଭିଯୋଗ ଶୁଣିଲେ ଜିଲ୍ଲା ପ୍ରଶାସନ
ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ନଗର ଭବନ ପରିସରରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ଜିଲ୍ଲା!-->…
ଉମରକୋଟରୁ ନିଖୋଜ ମା, ଓ ଝିଅ ର, ୨୪ ଦିନ ପରେ ମଧ୍ୟ ନାହିଁ କୌଣସି ଖବର…
ଫେରିବା ଆଶାରେ ପରିବାରର ଲୋକେ...
ଉମରକୋଟ/ (୧୩/୧୦/୨୦୨୫), ନବରଙ୍ଗପୁର ଜିଲ୍ଲାର ଉମରକୋଟ ଥାନା ଅନ୍ତର୍ଗତ ବକୋଦା ଗ୍ରାମରେ ଗତ କିଛି ଦିନ ଧରି ଏକ ଅଭାବନୀୟ ଘଟଣା ନେଇ ଚର୍ଚ୍ଚା ତିବ୍ର ହୋଇଯାଇଛି। ବକୋଦା ଗ୍ରାମର ନିବାସୀ ଖଗପତି ହରିଜନ (ବୟସ ୨୮) ଙ୍କ ସ୍ତ୍ରୀ ଲଳିତା ରାଉତ (୨୧)!-->!-->!-->!-->!-->…
ଆସିକା ACMPCS ର ଜମିକୁ ଶାଗମାଛ ଦରରେ ଦେବା ଘଟଣା : ଅର୍ଥବଳ ଯୋଗୁଁ ତଦନ୍ତ ଶୀତକ ଭଣ୍ଡାରରେ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମବାୟ ନଗରୀ ଭାବେ ପରିଚିତ ଆସିକା। ଦୀର୍ଘ ଦଶନ୍ଧି ଧରି ଆସିକା ACMPCS ଭଲ ଲାଭରେ ଚାଲିଥିଲା।ଏସିଆ ମହାଦେଶ ରେ ନାଁ ଥିଲା ଏହି ସଂସ୍ଥା ର। କିଛି ନେତାଙ୍କ ଯୋଗୁଁ ୠଗୁଣ ଅବସ୍ଥା କୁ ଚାଲିଆସିଲା। ଏହି ଦୁର୍ଲଭ ଜମି ଉପରେ ଜମି ମାଫିଆ ମାନଙ୍କ ଲୁଲୁପ ଦୃଷ୍ଟି!-->…
ମାଲକାନଗିରି ଜିଲ୍ଲାରେ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ଜିଲ୍ଲାପାଳ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳ ନିଜେ ୫ ବର୍ଷରୁ କମ୍ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାଲକାନଗିରି!-->…