Browsing Category

ଆଞ୍ଚଳିକ

ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ବଡ଼ ଭୂସ୍ଖଳନ, କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଚ୍ଛିନ୍ନ

ବାଲିଗୁଡ଼ା : ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ବଡ଼ ଭୂସ୍ଖଳନ । ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା । ପଥର ଓ ମାଟି ଖସି କଳିଙ୍ଗା ଘାଟି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ। କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ବିଚ୍ଛିନ୍ନ। ଫୁଲବାଣୀ, ବାଲିଗୁଡ଼ାକୁ ଯାତାୟାତ ଠପ୍ । …

ବୃକ୍ଷ ହିଁ ଏକମାତ୍ର ବିକଳ୍ପ ଯାହା ଧ୍ବଂସମୁଖୀ ପୃଥିବୀକୁ ରକ୍ଷା କରିପାରିବ

ବ୍ରହ୍ମପୁର : ବୃକ୍ଷ ହିଁ ଜୀବନ। ଧ୍ବଂସମୁଖୀ ପୃଥିବୀକୁ ସୁରକ୍ଷା ଦେବାରେ ଏହି ବୃକ୍ଷହିଁ ଆମ ପାଇଁ ଏକମାତ୍ର ବିକଳ୍ପ ଭାବରେ ରହିଛି। ଏଣୁ ଘର ବାଡ଼ିରେ ବୃକ୍ଷ ଆଗାମୀ କାଲି ଯଶସ୍ବୀ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ବୃକ୍ଷ ରୋପଣ ପାଇଁ ମିଶନ ଶକ୍ତି ତରଫରୁ ସୁଶ୍ରୀ କାଜଲ…

ଅବହେଳିତ ହୋଇପଡିଛି ମୁକ୍ତାକାଶ ବ୍ୟାୟାମଶାଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ରାମସାଗର ପୁଷ୍କରିଣୀ ପୂର୍ବ ପାର୍ଶ୍ଵରେ ଦୀର୍ଘ ଦିନ ଧରି ଅବହେଳିତ ହୋଇ ପଡ଼ିଥିବା ମୁକ୍ତାକାଶ ବ୍ୟାୟାମ ଶାଳା ଏବଂ ଶିଶୁ ଖେଳ ଉଦ୍ୟାନ ଚରମ ଅବହେଳିତ ହୋଇ ପଡ଼ିଛି ।ଏଥିରେ ବ୍ୟାୟାମ ପାଇଁ ବ୍ୟବହୃତ ସାମଗ୍ରୀ ଗୁଡିକରେ କଳଙ୍କି ଲାଗି ଗଲାଣି ।କେତେକ…

କୋରାପୁଟରେ ଗ୍ରୀନପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡର ଭିତ୍ତିପ୍ରସ୍ତର ସ୍ଥାପନ : ୬୦୬ କୋଟି ଟଙ୍କାର ନିବେଶ, ୧୩୦୦…

କୋରାପୁଟ : କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଆଜି ଗ୍ରୀନପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାର…

ସରକାରୀ ନିୟମକୁ ସରକାରୀ ବାବୁଙ୍କ ବେଖାତିର : ଦେବୋତ୍ତର ସ୍ଥାନରେ ନିର୍ମାଣ ହୋଇଛି ବସଷ୍ଟାଣ୍ଡ ଓ ପଞ୍ଚାୟତ ଗୃହ

ନୟାଗଡ଼ : ଦେବୋତ୍ତର ସମ୍ପତ୍ତି ଉପରେ ମନ୍ଦିର ବା ଧାର୍ମିକ ଅନୁଷ୍ଠାନ ଗଠନ ନିମନ୍ତେ ରହିଛି ନିୟମ । କୌଣସି ପରିସ୍ଥିତିରେ କୌଣସି ସରକାରୀ କାର୍ଯ୍ୟାଳୟ ଦେବୋତ୍ତର ସମ୍ପତ୍ତି ଉପରେ ନିର୍ମାଣ କରିବାର ନିୟମ ନଥିବା ସମସ୍ତେ ଜାଣନ୍ତି। କାରଣ ଦେବୋତ୍ତର ସମ୍ପତ୍ତି କେବଳ ଗୋଟିଏ ଧର୍ମର ମାଲିକାନା…

ସ୍ବାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସ ବୈଠକ…

ନୟାଗଡ଼ : ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାସ୍ଥ୍ୟ ସେବା ସମ୍ପର୍କିତ ଟାସ୍କଫୋର୍ସର ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ…

କର୍ଯ୍ୟକ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ବିରୁଦ୍ଧରେ ପ୍ରତିରୋଧ କାର୍ଯ୍ୟକ୍ରମ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ ଏବଂ ଓଡ଼ଗାଁ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କୁ ଯୌନ ଉତ୍ପୀଡନ ପ୍ରତିରୋଧ ନିଷିଦ୍ଧ ଓ ନିରାକରଣ ଆଇନ - ୨୦୧୩ ସମ୍ବନ୍ଧୀୟ ବ୍ଲକ…

ଜିଲ୍ଲା ଚିକିତ୍ସାଳୟରୁ ନବଜାତକ ଉଭାନ : ସ୍ୱାସ୍ଥ୍ୟକର୍ମୀ ମାନେ ନବଜାତକୁ ନେଇ ଆଉ ଦେଉନଥିବା ଅଭିଯୋଗ ଆଣିଲେ ପରିବାର…

ତଦନ୍ତ ପରେ ପଦକ୍ଷେପ ନିଆଯିବ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ... ମାଲକାନଗିରି,୧୬।୯ କନ୍ୟାସନ୍ତାନ ଜନ୍ମ ପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ। ହେଲେ ଝିଅ ଜନ୍ମ ପରେ ଜେଜେ ମାଙ୍କ ଠାରୁ ନବଜାତକୁ ଚିକିତ୍ସା ହେବ କହି କିଛି ସ୍ୱାସ୍ଥ୍ୟ କର୍ମୀ ନେଇ ଆଉ ଫେରାଇ ନଥିଲେ । ଶିଶୁ…

ସୂନାପୁର ବେଳାଭୂମି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡିତଟରେ ଉଦ୍ଧାର

ଚିକିଟୀ : ଗଞ୍ଜାମ ଜିଲ୍ଲା ସୂନାପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ସୂନାପୁର ବେଳାଭୂମି ଗତ କାଲି ବୁଲିବାକୁ ଯାଇ ସମୁଦ୍ରରେ ବୁଡ଼ି ଜଣେ ନିଖୋଜ ଥିବା ଯୁବକ ଆଜି ମାର୍କଣ୍ଡି ତଟରେ ଉଦ୍ଧାର ହେବା ଜଣାପଡିଛି। ସୂଚନା ପ୍ରକାରେ ନିଖୋଜ ଯୁବକ ଜଣକ ହେଲେ ଚିକିଟୀ ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ…

ଅନ୍ତଃ ଜିଲ୍ଲା ପୁରୁଷ ଓ ମହିଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ

ରାୟଗଡ଼ା : ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ଅନ୍ତଃ ଜିଲ୍ଲା ପୁରୁଷ ଓ ମହି ଳା ସିପକଟାକ୍ରୋ ଚାମ୍ପିୟନସିପ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ୨୪ତମ ସିନିଅର ଅନ୍ତ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଓ ୨୩ତମ ସବ-ଜୁନିଅର ୨୦୨୪ ଅନୁଷ୍ଠିତ…