Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ସନ୍ତୋଷ ଜେନାଙ୍କ ଦାୟିତ୍ୱ ଗ୍ରହଣ…
ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ...
ନୟାଗଡ : ରାସନକାର୍ଡ ଫେରାଇବାକୁ ନୋଟିସ…
ନୟାଗଡ଼: ରାସନକାର୍ଡ ଫେରାଇବେ ସରକାରୀ ଚାକିରିଆ, ଧନୀକବ୍ୟକ୍ତି,ଏବଂ ଚାରି ଚକିଆ ଗାଡିମାଲିକ । ସରକାରଙ୍କ ନିଷ୍ପତି ପରେ ଜିଲ୍ଲା ଯୋଗାଣ ବିଭାଗ ଏଗୁଡ଼ିକର ଅନୁସନ୍ଧାନ କରି ଯାଞ୍ଚ କରୁଛି ।ବିଭିନ୍ନ ବ୍ଲକର ଇନକମ୍ ଟ୍ୟାକ୍ସ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ କାର୍ଡ ଫେରସ୍ତ ପାଇଁ ନୋଟିସ!-->…
କୋଲକାତା- କାମାକ୍ଷୀ ଦର୍ଶନରେ ଗଲେ ମାଲକାନଗିରି ଜିଲ୍ଲାର ୭୧ ଜଣ ବରିଷ୍ଠ ନାଗରିକ…
ମାଲକାନଗିରି, ୧୮/୨/୨୫ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମାଲକାନଗିରି ଜିଲ୍ଲାରୁ ୭୧ ଜଣ ରାୟଗଡ଼ା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସରୁ!-->!-->!-->…
ଆସିକା ଅପରାଧତତ୍ତ୍ୱ ମାନଙ୍କ ହାତରେ ଟେଣ୍ଡେର ପ୍ରକ୍ରିୟା ର ଡୋରି…..!
ଟେଣ୍ଡର ଫିକ୍ସ ପାଇଁ ଖୁଲାମ ଖୁଲା ବୈଠକ ପ୍ରଶାସନ ନିରବଦ୍ରଷ୍ଟା ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଟେଣ୍ଡେର ଫିକ୍ସ ପାଇଁ ବୈଠକ ପରେ ବୈଠକ ହେଉଥିବା ନେଇ ନିସର୍ତ୍ତ ରେ ସର୍ବ ପ୍ରଥମେ ଖବର ପ୍ରକାଶ ହୋଇଥିଲା। ଗତ କାଲି ମଧ୍ୟ ଗ୍ରାମ୍ୟ ଉନ୍ନ ୟନ, ଜଳସେଚନ, କ୍ଷୁଦ୍ର!-->…
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ : ଶତାଧିକ ମହିଳାଙ୍କ ଗହଣରେ କଳସ ଯାତ୍ରା ଆୟୋଜିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା' ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ!-->…
ଯୁବକଙ୍କ ହତ୍ୟାରେ ସମ୍ପୃକ୍ତ ୭ ମାଓବାଦୀ ଗିରଫ
ମାଲକାନଗିରି, ୧୬।୨ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଜିଲ୍ଲା ଅରନପୁର ଥାନା ଅନ୍ତର୍ଗତ ଅରନପୁର ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ୭ ଜଣ ନକ୍ସଲଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ରାତି ଅଧରେ ଘରେ ପଶି ନକ୍ସଲ ମାନେ ପ୍ରଥମେ ଯୁବକଙ୍କୁ ଘରୁ ଟାଣି ଆଣି!-->…
ମାତୃପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଇ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାତୃ ପିତୃ ପୂଜନ ଦିବସ ଓ ଜେଜେ ବାପା ଜେଜେ ମାଆ ଓ ଅଜା ଆଈ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ!-->…
କ୍ଷୁଦ୍ର ବଣିକ ସଂଘ ସଦସ୍ୟ ତଥା ବ୍ୟବସାୟୀ ଙ୍କ ପରଲୋକ
ବାଲିଗୁଡା, ତା, ୧୬/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ସ୍ଥିତ କାହ୍ନା ସ୍ନାକ୍ସ ଏଣ୍ଡ ସୁଇଟସ ର ମାଲିକ ତଥା କ୍ଷୁଦ୍ର ବଣିକ ସଂଘର ସଦସ୍ୟ ପ୍ରଭାକର ବେହେରା (୪୬) ଙ୍କ ରବିବାର ସକାଳେ ନିଜ ବାସ ଭବନ ଇଲେକ୍ଟ୍ରି ସାହି ଠାରେ ପରଲୋକ ହୋଇଛି | ଏହି ଖବର ପ୍ରଚାରିତ ହେବା ସଙ୍ଗେ ସଙ୍ଗେ!-->…
ବାଲିଗୁଡା : ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନ ର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ ଷ୍ଟୋର ର କୌଣସି ଦୁର୍ବୁତ୍ତ ତାଲା!-->…
ଲୋ ଭୋଲଟେଜ ସମସ୍ୟାକୁ ନେଇ ଚାମୁରିଆଗୁଡା ଟାଟା ପାୱାର କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସାଇନଗର ବାସିନ୍ଦା
ନବରଙ୍ଗପୁର : ନବରଙ୍ଗପୁର ସହର ର ସାଇ ନଗର ଏବଂ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଆଖ ପାଖ ଅଞ୍ଚଳରେ ଦୀର୍ଘ ଦିନ ହେବ, ଲାଗି ରହିଛି ଲୋ ଭୋଲ୍ଟେଜ ସମସ୍ୟା, ଯାହା ଫଳରେ ଘରେ ଥିବା ସମସ୍ତ ବୈଦ୍ୟୁତିକ ଜିନିଷ ନଷ୍ଟ ହେବା ସହ ଅକାମି ହୋଇ ପଡୁଛି, ଅନେକଙ୍କ ଘରେ ଲୋ ଭୋଲ୍ଟେଜ ସମସ୍ୟା ଯୋଗୁଁ ଟିଭି,!-->…