Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଗୋଷ୍ଠୀସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଆୟୋଜିତ
କୋଟପାଡ଼ : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଳକଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।!-->!-->!-->…
ଓଡ଼ିଶା ରାଜ୍ୟପାଳଙ୍କ ମାଲକାନଗିରି ଗସ୍ତ : ଛାତ୍ରୀମାନଙ୍କ ପାଇଁ ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଉପରେ ସଚେତନତା ଓ…
ମାଲକାନଗିରି : ଓଡ଼ିଶାର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପାଟି ଦିନିକିଆ ମାଲକାନଗିରି ଗସ୍ତରେ ଆସି ମୁଦୁଲିପଡ଼ା ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦେଖା ଯାଉଥିବା ରକ୍ତ ହୀନତା ଓ ଦୃଷ୍ଟି ଜନିତ ସମସ୍ୟା ଉପରେ ସଚେତନ!-->!-->!-->…
ଟାଟା ସ୍ୱେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପିଏସ୍ଓଡିଏଲ୍ ପକ୍ଷରୁ ଡିଜିଟାଲ ସାକ୍ଷରତା ଅଭିଯାନ
ଗଞ୍ଜାମ ଓ କୋରାପୁଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ଉପଭୋକ୍ତା ସଂପ୍ରଦାୟ ସାମିଲ
ବ୍ରହ୍ମପୁର : ଟାଟା ସେଚ୍ଛାସେବୀ ସପ୍ତାହ ଉପଲକ୍ଷେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମର ରଙ୍ଗେଇଲୁଣ୍ଡା ବ୍ଲକସ୍ଥିତ କମଳାପୁର!-->!-->!-->!-->!-->…
ସରକାରୀ ସହାୟତା ଅପେକ୍ଷାରେ ବିକଳାଙ୍ଗ ବିଜୟ
ଉମରକୋଟ / ରାଇଘର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ, ହାତୀଗାଁ ପଞ୍ଚାୟତ ଅନ୍ତର୍ଗତ ନୁଆଁପାରା ଗ୍ରାମର ଏକ ଗରିବ ପରିବାରର କିଶୋର ଆଜି ଜୀବନର ସବୁଠାରୁ କଠିନ ପରୀକ୍ଷା ଦେଇ ଗତି କରୁଛି। ଫୁଲସିଂ ଗଣ୍ଡ ଓ ଉପଇଁ ଗଣ୍ଡଙ୍କ ୧୪ ବର୍ଷୀୟ ପୁଅ ବିଜୟ ଗଣ୍ଡ, ପରିବାରର ସବୁଠୁ ବଡ଼ ଆଶା ହେଉଥିବା!-->…
ତେଲେରାଇ ପଞ୍ଚାୟତରେ ଖୋଲାଖୋଲି ଭାବେ ଦଲାଲ କିଣୁଛନ୍ତି ପିଡିଏସ୍ ଚାଉଳ ଓ ମାଣ୍ଡିଆ , ଲଗାମ ଲଗାଇବାରେ ବିଫଳ…
ମାଲକାନଗିରି ୧୦|୯ ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏଵଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ,!-->…
ସୁନ୍ଦରଗଡ କୃଷିରେ ନୂଆ ଧାରା ଆଣିଛି ବାସ୍ନା ଓ ଅଣବାସ୍ନା ଧାନ ଚାଷ…
ସୁନ୍ଦରଗଡ -୧୦/୦୯/୨୫ସୁନ୍ଦରଗଡ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଚାଷର ମହତ୍ତ୍ଵ ଅନେକ। ଚାଷୀର ଆୟକୁ ଆଗକୁ ନେବା ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ଏଭଳି ଏକ ଯୋଜନା ହେଉଛି ଜିଲ୍ଲାରେ ବାସ୍ନା ଓ ଅଣବାସ୍ନା ଧାନ ଚାଷ। ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲାରେ!-->…
ନୟାଗଡ଼ ରୋଟାରୀ କ୍ଲବରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ…
ନୟାଗଡ଼ : ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ!-->…
ଓଡିଶା ରାଜ୍ୟପାଳଙ୍କ ସଚିବଙ୍କ କୋଟପାଡ଼ ଗସ୍ତ…
କୋଟପାଡ଼ : 09/09/25- ଓଡିଶା ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ସମୟରେ ରାଜ୍ୟପାଳଙ୍କ ସଚିବ ଶ୍ରୀମତୀ ରୁପା ରୋଶନ ସାହୁ କୋଟପାଡ଼ ଗସ୍ତରେ ପହଁଞ୍ଚିଥିଲେ lକୋଟପାଡ଼ ବ୍ଲକ ଅଧୀନ ଏସ.ବି. ନୂଆଗାଁ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ବୁଣାକାର ମାନଙ୍କ ସହିତ ସେମାନଙ୍କ ସମସ୍ୟା ଏବଂ ଅନେକ!-->…
ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷଣଗଡ଼ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉପ-ସହକାରୀ ପ୍ରବନ୍ଧକ ଶ୍ରୀଯୁକ୍ତ ଦେବେନ୍ଦ୍ର ଅମାତ!-->…
ନିସର୍ତ୍ତ ଖବରର ପ୍ରଭାବ : ଛାତ୍ରଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ଘଟଣା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ
ମାଲକାନଗିରି,୯।୯ : ମାଲକାନଗିରି ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ଅସଦାଚରଣ ଓ ଗୁପ୍ତାଙ୍ଗକୁ ଆଘାତ ଦେବା ଅଭିଯୋଗ ଖବର ଗତ୬ତାରିଖ ଦିନ ପ୍ରକାଶିତ ହୋଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଘଟଣାରେ ନିଲମ୍ବିତ ହେଲେ ସମ୍ପୃକ୍ତ ଶିକ୍ଷକ।
ସୂଚନା ଅନୁଯାୟୀ!-->!-->!-->…